ଅଭିନେତ୍ରୀ ତ୍ରିଶା କର ମଧୁଙ୍କ MMS ଭିଡ଼ିଓ ହେଲା ଲିକ,୯ ମିନିଟର ଭିଡ଼ିଓ ଭାଇରଲ

ଭୋଜପୁରୀ ଅଭିନେତ୍ରୀ ତ୍ରିଶା କର ମଧୁ ନିଜର ବୋଲଡ଼ନେସ କୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଛନ୍ତି, ସେହିପରି ଭାଇରାଲ ହୋଇଥିବା ଏକ ଭିଡ଼ିଓ ତାଙ୍କ ଫ୍ୟାନଙ୍କୁ ହଇରାଣ କରିଦେଇଛି। ତ୍ରିଶା କର ମଧୁଙ୍କ ଏକ MMS ଲିକ ହୋଇଯାଇଛି। ଏହି ଭିଡ଼ିଓକୁ ନେଇ ଇଣ୍ଟରନେଟରେ ହଲଚଲ ସୃଷ୍ଟି ହୋଇଛି। ତ୍ରିଶାକର ନିଜେ ମଧ୍ୟ ଏହି ପୋଷ୍ଟ ଉପରେ କଥା କହିଛନ୍ତି। କିଛି ୟୁଜର୍ସ ମାନେ ଅଭିନେତ୍ରୀଙ୍କ ବିରୁଦ୍ଧରେ ସ୍ୱର ଉଠାଇ କହିଛନ୍ତି ନିଜେ ଅଭିନେତ୍ରୀ ଏହି ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡ଼ିଆରେ କ୍ରୋଧିତ ହେଲେ ଲୋକେ:-

ଲୋକଙ୍କ କହିବା ହେଉଛି ଯେଉଁ MMS ତାଙ୍କର ଭାଇରାଲ ହେଉଛି ସେଥିରେ ସେ ଏକ ଯୁବକ ସହିତ ଅଛନ୍ତି। ଏହି ଭିଡ଼ିଓକୁ ଦେଖିବାପରେ କିଛି ଅଭିନେତ୍ରୀଙ୍କ ସପୋର୍ଟରେ ଥିବାବେଳେ କିଛି ଅଭିନେତ୍ରୀଙ୍କୁ ଟ୍ରୋଲ କରୁଛନ୍ତି। ସେହିପରି ନିଜ ଉପରେ ଲାଗିଥିବା ଆରୋପକୁ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହାର ଜବାବ ଦେଇ ଲେଖିଛନ୍ତି-

“ଖୁଦା ସବୁକିଛି ଦେଖୁଛି ମୋତେ ଫସାଇବାକୁ ମୋର ଏହି ପ୍ରାଇଭେଟ ଭିଡ଼ିଓ ଭାଇରାଲ କରାଯାଇଛି। ଯଦି ଆପଣଙ୍କ ଭଉଣୀ ସହିତ କେହି ବିବାହ କରି ସୁହାଗରାତିର ଭିଡିଓ ଭାଇରାଲ କରିଦେଲେ ଆପଣଙ୍କୁ ଭଲ ଲାଗିବ ତ? ବିହାରରେ ଏତେ ବେକାର ଲୋକ ଅଛନ୍ତି ମୁଁ ଜାଣିନଥିଲି”।

 

ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା-ର ଧ-ମ-କ ଦେଲେ:-

ତ୍ରିଶା ବହୁତ ସାରା ପୋଷ୍ଟ କରିଛନ୍ତି ଓ ତାଙ୍କର ଭିଡ଼ିଓକୁ ଡିଲେଟ କରି ଦେବାପାଇଁ ଅନୁରୋଧ ମଧ୍ୟ କରିଛନ୍ତି। କେତେକ ପୋଷ୍ଟରେ ସେ ମଧ୍ୟ କାନ୍ଦିଛନ୍ତି। ଏକ ପୋଷ୍ଟରେ ସେ ଲେଖିଛନ୍ତି, କଣ କରିବି ମ-ରି-ବା ଛଡ଼ା ଆଉକିଛି ଭାବି ପାରୁନାହିଁ। ଅଭିନେତ୍ରୀ ସେହି ମାନଙ୍କୁ ଜବାବ ଦେଇଛନ୍ତି ଯେଉଁମାନେ କହିଥିଲେ ଅଭିନେତ୍ରୀ ନିଜେ ଏହାକୁ ବନାଇଛନ୍ତି।

Leave a Reply

Your email address will not be published. Required fields are marked *