ସ୍ତ୍ରୀ ଗାଧୋଉଥିବା ସମୟରେ ଭିଡ଼ିଓ ବନାଉଥିଲେ ସ୍ୱାମୀ,ଆଉ ତା ପରେ ଭିଡ଼ିଓକୁ ଭିଣେଇଙ୍କ ପାଖକୁ ପଠାଉଥିଲେ,ଆଉ ତା ପରେ ଯାହା ଘଟିଲା,ଜାଣିଲେ ଚକିତ ହୋଇଯିବେ ଆପଣ

ଜଣେ ଯୁବକ ନିଜର ସ୍ତ୍ରୀର ଗାଧୋଇବା, ଶୋଇବା ଓ କପଡା ଧୋଇବାର ଭିଡିଓ ତିଆରି କରି ଜିଜାଙ୍କୁ ପଠାଉଥିଲେ। ଜିଜା ଗ୍ଵାଲିୟର ଆସି ଶଳାର ସ୍ତ୍ରୀଙ୍କ ଭିଡିଓ ଭାଇରାଲ କରିବାର ଧମକ ଦେଇ ରେ-ପ କରିଦେଲେ। ଏହି ଘଟଣା ମଧ୍ୟପ୍ରଦେଶର ଗ୍ଵାଲିୟରର ଅଟେ।

ସ୍ଵାମୀ ଓ ଜିଜାଙ୍କର ପ୍ରତାଡନାରେ ବିରକ୍ତ ହୋଇ ଦୁଇଜଣଙ୍କ ବିରୁଦ୍ଧରେ ବୁଧୁବାର-ଗୁରୁବାର ଦିନ ରାତିରେ ପଡାବ ଥାନାରେ ଏଫଆଇଆର ରୁଜ୍ଜୁ କରିଦେଲେ।

ମାମଲା ରୁଜ୍ଜୁ ହେବା ପରେ ଗ୍ଵାଲିୟରରେ ପୋଲିସ ଆ-ରୋ-ପୀ ସ୍ଵାମୀଙ୍କୁ ଗିରଫ କରି ଜେଲ ପଠାଇଦେଲେ। ସେହିପରି ଜିଜା ଅର୍ଥାତ ରାୟପୁରରେ ପୂର୍ବ ମନ୍ତ୍ରୀର ସୁରକ୍ଷା ପଦସ୍ଥ ପିଏସଓ ସୁସାଇଡ ନୋଟ ଲେଖି ଗୋଲି ମାରି ଆତ୍ମହତ୍ୟା କରିଦେଲେ।

ଜିଜା ରାୟପୁରରେ ପୂର୍ବ ମନ୍ତ୍ରୀଙ୍କ ସୁରକ୍ଷା ପଦରେ ପିଏସଓ ଥିଲେ। ସୁସାଇଡ ନୋଟରେ ଜିଜା ଶଳାର ସ୍ତ୍ରୀ ଓ ଶ୍ଵଶୁର ଦ୍ଵାରା ବ୍ଲାକମେଲ କରୁଥିବାର ଲେଖିଥିଲେ।

ମୃତକଙ୍କର ସ୍ତ୍ରୀ ପାଖାପାଖି ଦେଢ ମାସ ପୂର୍ବରୁ ରାୟପୁରରୁ ଚାଲିଯାଇଥିଲେ।

ସୁସାଇଡ ନୋଟରେ ୩୦ ଲକ୍ଷ ଟଙ୍କା ମାଗିଥିବା ବିଷୟରେ ଲେଖା ଯାଇଥିଲା।

ପଡାବ ଥାନା ପ୍ରଭାରି ବିବେକ ଅଷ୍ଠାନା କହିଲେକି ମହିଳାଙ୍କ ଅଭିଯୋଗ କ୍ରମେ ତାଙ୍କର ସ୍ଵାମୀ ଲୁଚି ଲୁଚି ଅଶ୍ଳୀଳ ଭିଡିଓ ତିଆରି କରି ଜିଜାଙ୍କୁ ପଠାଉଥିଲେ। ଜିଜା ରାୟପୁରରେ ଭିଆଇପି ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି।

ଥାନା ପ୍ରଭାରି ଆଗକୁ କହିଲେକି ଯେତେବେଳେ ଜିଜା ଘରକୁ ଆସିଲେ ସେତେବେଳେ ସ୍ଵାମୀଙ୍କ ସାମ୍ନାରେ ଅଶ୍ଳୀଳ ହରକତ କରିବାକୁ ଲାଗିଲେ। ଯେତେବେଳେ ମହିଳା ସ୍ଵାମୀଙ୍କୁ ଅଭିଯୋଗ କରିଲେକି ସେ ଜିଜାଙ୍କ ସହ ସମ୍ବନ୍ଧ ରଖିବା ପାଇଁ ଚାପ ସୃଷ୍ଟି କରିଲେ। ଜିଜା ତାଙ୍କ ସହିତ ଘରେ ଦୁଷ୍କର୍ମ କରିଲେ। ପରେ ଆରୋପୀ ପଡାବ ସ୍ଥିତ ଗେଷ୍ଟ ହାଉସକୁ ନେଇ ଯାଇ ଦୁଷ୍କର୍ମ କରିଲେ।

Leave a Reply

Your email address will not be published. Required fields are marked *