ଜାଣନ୍ତୁ ଏହି ରହସ୍ୟମୟୀ କୁଣ୍ଡ ସମ୍ବନ୍ଧରେ, ଯେଉଁଠାରେ ତାଳି ମାରିଲେ ବାହାରେ ପାଣି

ମଣିଷ ଜିଜ୍ଞାଷୁ ବ୍ୟକ୍ତି ଅଟେ|ପ୍ରଥମେ ମାନଵ ଇତିହାସ ଆରମ୍ଭ ହୋଇଥିଲା|ସମସ୍ତ ଜିନିଷ ଜାଣିବାକୁ ସେବେଠାରୁ ଆଗ୍ରହୀ|ସେ ବହୁ ରହସ୍ୟକୁ ଜାଣିଛି ପୁଣି ଆଜିବି ସୃଷ୍ଟିର କିଛି ଅଜଣା ସତ୍ୟ ଜାଣିବାକୁ ଓ ବୁଝିବାକୁ ଚ୍ୟାଲେଞ୍ଜ ଦେଇଥାଏ| ସତ୍ୟ ଓ ରହସ୍ୟର ଦୂରତା ଶେଷ କରିବା ପୁରୁଣା କଥା|କିନ୍ତୁ ଭଗବାନଙ୍କ କୃପା ଯୋଗୁଁ ସମସ୍ତ ପ୍ରଶ୍ନର ଆଉ କିଛି ସୂଚି ରହିଥାଏ|ଏଥିପାଇଁ ମଣିଷକୁ ରହସ୍ୟ ଲାଗେ|ଯଦି ଆଉକିଏ ପ୍ରକଟ ହୁଏ ତେଵେ ସମାନାନ୍ତର ଚଲେ|

ଯଦି କେଵଳ ଭାରତ କଥା କହିବା,ତେଵେ ଏଠାରେ ଏମିତି ବହୁ ଜାଗା ରହିଛି,ଯାହା ରହସ୍ୟମୟ|ଆପଣ ଏପରି ସମ୍ପର୍କରେ ଶୁଣିଥିବେ|କିଛି ରହସ୍ୟକୁ ବୈଜ୍ଞାନିକମାନେ ମଧ୍ୟ ବୁଝିପାରନ୍ତି ନାହିଁ|ଏମିତି ଏକ ରହସ୍ୟମୟ ଜାଗା ଦଲ୍ହାଇ କୁଣ୍ଡ, ଏମିତି ଏକ କୁଣ୍ଡ ଯେଉଁଠାରେ ତାଳି ମାରିବା ଫଳରେ ପାଣି ଵାହାରେ|ଝାଡ଼ଖଣ୍ଡରେ ବୋକାରୋ ସ୍ଥିତ ଏହା ସମ୍ପର୍କରେ ଚାଲନ୍ତୁ ଜାଣିବା:

କହିରଖେ ଯେ ଝାଡ଼ଖଣ୍ଡରେ ବୋକାରୋ ସ୍ଥିତ ଦଲାହୀ କୁଣ୍ଡ ନିଜର ରହସ୍ୟମୟ ଚମତ୍କାର ପାଇଁ ଚର୍ଚ୍ଚିତ|କୁହାଯାଏ ଯେ କୁଣ୍ଡ ସାମ୍ନାରେ ଠିଆ ହୋଇ ତାଳି ବଜାଇଲେ ପାଣି ବାହାରେ|ଏହି କୁଣ୍ଡର ପାଣି ଏତେ ଗରମ ଯେପରି ଲାଗିବ ଏଵେ ଗରମ ହୋଇଛି|

କିଛି ଲୋକ କହନ୍ତି ଯେ ମୈସମ ଅନୁସାରେ ଏହି କୁଣ୍ଡରୁ ପାଣି ବାହାରେ|ଗରମ ଦିନରେ ଥଣ୍ଡା ପାଣି ଓ ଶୀତ ଦିନରେ ଗରମ ପାଣି ବାହାରେ|

କହିରଖେ ଯେ ଦଲାହୀ ନଦୀର ପାଣି ଜମୁଇ ନାମକ ନାଳ ଦେଇ ଗରଗା ନଦୀକୁ ଯାଇଥାଏ|ରିସର୍ଚ୍ଚ ଅନୁସାରେ ଏମିତି ଜାଗାର ପାଣି ବହୁତ ତଳେ ହୋଇଥାଏ|ଫଳରେ ତାଳି ମାରିଲେ ଧ୍ୱନି ତରଙ୍ଗ ଫଳରେ ପାଣିରେ ପ୍ରଭାବ ପଡେ ଓ ଉପରକୁ ଆସେ|

ପ୍ରଚଳିତ ପ୍ରଥା ଅନୁସାରେ ଏହି କୁଣ୍ଡରେ ଗାଧୋଇଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ|ଏଥିପାଇଁ ବହୁତ ଲୋକ ଆସିଥାନ୍ତି|ଲୋକଙ୍କ କହିବାନୁଯାୟୀ ଚର୍ମରୋଗ ସମ୍ବନ୍ଧୀୟ ସମସ୍ତ ରୋଗ ଏହି କୁଣ୍ଡର ପାଣି ଦୁର କରିଥାଏ|

ଏହି ଜାଗା ବୋକାରୋ ଠାରୁ ପାଖାପାଖି ୨୭ କିମି ଦୂର ଜଗାସୁରରେ ଅବସ୍ଥିତ|କୁଣ୍ଡ ନିକଟରେ ଦଲାହୀ ଗୋସାଇଁଙ୍କ ଏକ ସ୍ଥାନ ରହିଛି|ପ୍ରତି ରବିବାର ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଆସିଥାନ୍ତି|ଏଠାରେ ମକର ସଂକ୍ରାନ୍ତିରେ ମେଳା ଲାଗେ|ସ୍ଥାନୀୟ ଲୋକଙ୍କ ଅନୁସାରେ ୧୯୮୪ ଠାରୁ ଏଠାରେ ମେଳା ଆୟୋଜିତ ହେଉଛି|

Leave a Reply

Your email address will not be published.