ଦେଖନ୍ତୁ ଭିଡ଼ିଓ : ମହିଳା ବାହାର କଲେ ଅଜବ ଉପାୟ,ସଂଗେ ସଂଗେ କମ ହୋଇଗଲା ନିଜର ଓଜନ

ମୋଟାପଣ ସ୍ୱାସ୍ଥ୍ୟର ଶତ୍ରୁ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି | ବଢୁଥିବା ଓଜନ କେବଳ ବ୍ୟକ୍ତିତ୍ୱର ଆକର୍ଷଣକୁ କମ କରିନଥାଏ ବରଂ ଅନେକ ରୋଗକୁ ମଧ୍ୟ ନିମନ୍ତ୍ରଣ କରିଥାଏ | ଏପରି ପରିସ୍ଥିତିରେ ନିଜର ଓଜନ ବଢିଲେ ଅଧିକାଂଶ ଲୋକ ତାକୁ ହ୍ରାସ କରିବାପାଇଁ ବହୁତ ଚେଷ୍ଟା କରିଥାନ୍ତି | କିଛି ଲୋକ ନିଜର ପରିଶ୍ରମ ଦ୍ୱାରା ଓଜନ କମାଇଥାନ୍ତି ତ ଆଉ କିଛି ଲୋକ ଏଥିପାଇଁ ସଟକଟ ରାସ୍ତାକୁ ଆପଣାଇ ଥାନ୍ତି | ଏପରି କିଛି ଜଣେ ମହିଳା କରିଛନ୍ତି, ଯାହାର ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରଲ ହେଉଛି |

ଆପଣ ଓଜନ କମାଇବା ପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଉପାୟକୁ ଆପଣାଉଥିବାର ଦେଖିଥିବେ | ଅନେକ ଲୋକ ଜିମରେ ଝାଳ ବୁହାଇଥାନ୍ତି ତ ଆଉ କିଛି ଲୋକ ଯୋଗ ଏବଂ ଡ୍ୟାନ୍ସର ସାହାଯ୍ୟ ନେଇଥାନ୍ତି | କିଛି ଲୋକ ଏପରି ମଧ୍ୟ ଥାନ୍ତି, ଯେଉଁମାନେ ଷ୍ଟ୍ରିକ୍ଟ ଡାଇଟିଂର ହେଲ୍ପ ନେଇ ଓଜନ କମ କରିବାକୁ ଚିନ୍ତା କରିଥାନ୍ତି | କିନ୍ତୁ କିଛି ଲୋକ ଏପରି କିଛି ଯୁଗାଡ଼ କରିଥାନ୍ତି, ଯାହା ଏସବୁ ଉପାୟଗୁଡିକ ଠାରୁ ଅଲଗା ପ୍ରକାରର କିଛି ନୁଆଁ କରିଥାଏ, ଯେପରିକି ସେ ପତଳା ହୋଇପାରିବେ | ଏପରି କିଛି ଏହି ମହିଳା କରିଛନ୍ତି, ଯାହାର ଭିଡିଓ ଦେଖି ଆପଣ ହସି ହସି ଗଡ଼ିଯିବେ | ଆପଣ ମଧ୍ୟ ଦେଖନ୍ତୁ ପ୍ରକୃତରେ ଏହି ମହିଳା ବିନା ପରିଶ୍ରମରେ କିପରି ନିଜ ଓଜନକୁ କମ କଲେ |

ଦେଖନ୍ତୁ ଭିଡିଓ :-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by hepgul5 (@hepgul5)

ଏହା ଏକ ସହଜ ଉପାୟ ନା, କୌଣସି ପରିଶ୍ରମ ବିନା ଓଜନ କମିବା | ମେସିନ ଉପରେ ଥରେ ଚଢିବା ପରେ ଯଦି ଆପଣଙ୍କୁ ନିଜର ଓଜନ ଅଧିକ ଲାଗୁଛି, ତେବେ ତଳେ ଶୋଇପଡ଼ନ୍ତୁ ଏବଂ ମେସିନକୁ ନିଜ ପାଦରେ ରଖନ୍ତୁ, ହୋଇଗଲା ଓଜନ କମ | ଏହି ଭିଡିଓକୁ hepgul5 ନାମକ ଆକାଉଣ୍ଟରୁ ଇନ୍ସଟାଗ୍ରାମରେ ସେୟାର କରାଯାଇଛି | ଏହି ମଜାଳିଆ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି | ଏହି ଭିଡିଓକୁ ଲୋକମାନେ କେବଳ ପରସ୍ପରକୁ ସେୟାର କରୁନାହାନ୍ତି ବରଂ ଏହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ଏବଂ ରିଆକ୍ସନ ମଧ୍ୟ ଦେଉଛନ୍ତି | ଲୋକମାନଙ୍କୁ ମହିଳାଙ୍କର ଏହି ଓଜନ କମାଇବାର ଟ୍ରିକ ବହୁତ ଭଲ ଲାଗୁଛି |

Leave a Reply

Your email address will not be published. Required fields are marked *