ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମାମ-ଲାରେ ନୂଆ ଟ୍ବିଷ୍ଟ, ଭାଇରାଲ ହେଲା ଭିଡିଓ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମ-ଲାରେ ଆସିଲା ନୂଆ ଟ୍ବିଷ୍ଟ। ସାମ୍ନାକୁ ଆସିଲା DFO ଙ୍କ ଏକ ଭିଡିଓ। ଭିଡିଓ ଆସିବା ପରେ ତଦ-ନ୍ତରେ ନୂଆ ରହସ୍ୟ ବଢ଼ିବାରେ ଲାଗିଛି। ସେହି ଭିଡ଼ିଓରେ ପାରଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ, ହସ୍ପିଟାଲରେ ଦୁଇ ଜଣ ଡାକ୍ତରଙ୍କ ସହିତ DFO ବସିଥିଲେ। କିନ୍ତୁ, ଭିଡିଓ ଟି କେଉଁ ସମୟର ତାହା ସ୍ପଷ୍ଟ ଭାବରେ ସୂଚନା ମିଳିନାହିଁ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ, DFO କାହିଁକି ଡାକ୍ତରଙ୍କ ସହିତ ବସିଛନ୍ତି ? ଆଉ ଡାକ୍ତର କଣ ଲେଖୁଛନ୍ତି ? ସୌମ୍ୟ ଙ୍କ ଦେହରେ ନି-ଆଁ ଲାଗିଥିବା ଦିନର ଏହି ଭିଡିଓ ନୁହେଁ ତ ? ଡାକ୍ତର ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁକା-ଳୀନ ଜମାନବ-ନ୍ଦୀ ଲେଖୁଥିବା ସମୟର ଭିଡ଼ିଓ ନୁହେଁ ତ ?

Google

ସୌମ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଡାକ୍ତର ଲେଖୁଥିବା ସମୟରେ ଏହି ଭିଡିଓ ସୁଟ ହୋଇନଥିଲା ତ ? ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମ-ଲାରେ ତଦ-ନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଦଳକୁ ଅଧିକ ରହସ୍ୟମୟ କରିଦେଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *