ସ୍ୱାମୀ କହିଲେ – ଆଜି ରୁଟି ଟିକେ ମୋଟା ହୋଇଯାଇଛି, ତା ପରେ ପତ୍ନୀ ସ୍ୱାମୀଙ୍କ ପିଠିରେ ଦେଲେ ….ଦେଖନ୍ତୁ ଭିଡ଼ିଓ

ପତି ଓ ପତ୍ନୀ ମଧ୍ୟରେ ଝଗଡ଼ା ପ୍ରତ୍ୟେକ ଘରେ ହୋଇଥାଏ। କେତେଥର ଛୋଟ ଛୋଟ କଥାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଯାଇଥାଏ। ଏତିକି ମଧ୍ୟ ନୁହେଁ ପତି ପତ୍ନୀଙ୍କ ଲଢେଇ ଖବର କାଗଜରେ ମଧ୍ୟ ଆମେ ଜୋକ୍ସ ପଢ଼ିଥାଉ। ଇଣ୍ଟରନେଟରେ ଲୋକମାନେ ଏବେ ଅଧିକରୁ ଅଧିକ ଫନୀ ଓ ମଜାଳିଆ ଭିଡ଼ିଓ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି।

ସ୍ୱାମୀ ର ପ୍ରଶ୍ନକୁ ନେଇ ବିଚଳିତ ହୋଇଗଲେ ପତ୍ନୀ:-

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବହୁତ ଭାଇରାଲ ହେଉଛି। ଏହି ଭିଡ଼ିଓରେ ପତି ଖାଇବାକୁ ନେଇ ପତ୍ନୀଙ୍କୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରି ଦେଉଛି ଯାହାପାଇଁ ପତ୍ନୀ ରାଗି ଯାଉଛି। ପତି କହିଥିଲେ ଆଜି ରୁଟି କାହିଁକି ମୋଟି ହୋଇଯାଇଛି, ଏହାକୁ ନେଇ ପତ୍ନୀ ରାଗିଗଲେ।

ରୁଟି କୁ ମୋଟି କହିବାରୁ ହେଲା ବିବାଦ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Reshmi Jaiswal (@101reshmi_jaiswal)

ପତ୍ନୀ କହିଥିଲେ, ବାହାରେ ବର୍ଗର ଖାଇବାକୁ ଏତେ ବଡ଼ ମୁହଁ ଖୋଲି ଦେଉଛ କିନ୍ତୁ ଘରେ ରୁଟି ଆଉ ପତ୍ନୀ ପତଳା ହେବା ଆବଶ୍ୟକ। ଏହା କହି ସେ ନିଜର ସ୍ୱାମୀ ପିଠିକୁ ବିଧା ମାରି ଦେଉଛନ୍ତି। ଇଣ୍ଟରନେଟରେ ଏହି ମଜାଦାର ଭିଡ଼ିଓକୁ ବହୁତ ଦେଖାଯାଉଛି। ଏହି ଭିଡ଼ିଓକୁ ପାଖାପାଖି 3 ଲକ୍ଷ ଲୋକ ଲାଇକ କରିଛନ୍ତି। ରେଶମୀ ଜୟସବାଲ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି, ଏବେ ଗୋଟେ ବି ରୁଟି ମିଳିବନାହିଁ।

Leave a Reply

Your email address will not be published. Required fields are marked *