ଦୁଇଟି ଝିଅ ମସ୍ତି କରୁଥିବା ସମୟରେ କିଛି ଏମିତି ଘଟିଲା,ଭିଡ଼ିଓ ଦେଖିଲା ପରେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ

ସୋସିଆଲ ମିଡ଼ିଆରେ ପ୍ରତିଦିନ ମଜାଦାର ଭିଡ଼ିଓ ଭାଇରାଲ ହୋଇଥାଏ। କେତେଥର କିଛି ମଜା କରିବା ଚକରରେ କିଛି ଏମିତି ହୋଇଯାଇଥାଏ, ଯାହା ଉପରେ ଲୋକ ବହୁତ ହସିଥାନ୍ତି। ଏବେ ସୋସିଆଲ ମିଡ଼ିଆରେ ଏହିପରି ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓ ଏତେ ହୃଦୟସ୍ପର୍ଶୀ ଯେ ଏହାକୁ ଦେଖିବାପରେ ଆପଣଙ୍କୁ ହସ ଆସିଯିବ। ସୋସିଆଲ ମିଡ଼ିଆରେ ଏମିତି କିଛି ହୋଇଛି ଯାହାକୁ ଦେଖି ବୋଧହୁଏ ଆପଣ ଭୁଲି ପାରିବେନାହିଁ।

ଏହି ଭିଡ଼ିଓରେ ଦୁଇଟି ଝିଅ କ୍ୟାମେରା ସାମ୍ନାରେ ମସ୍ତ ଅନ୍ଦାଜରେ ନିଜର ଷ୍ଟାଇଲ ଦେଖାଉଛନ୍ତି। ଏହି ଭିଡ଼ିଓରେ ଗୋଟିଏ ଝିଅ ହାତରେ ସଫ୍ଟ ଡ୍ରିଙ୍କ କ୍ୟାନ ରହିଛି ତ ଆଉଜଣେ ପୋଜ ଦେବାରେ ଲାଗିଛନ୍ତି। ଯେତେବେଳେ ଝିଅଟି ସଫ୍ଟ ଡ୍ରିଙ୍କର ଠିପି ଖୋଲୁଛନ୍ତି ସେସମୟରେ ସଫ୍ଟ ଡ୍ରିଙ୍କ ଅନ୍ୟ ଝିଅଟିର ମୁହଁରେ ପଡ଼ୁଛି। ଅଚାନକ ମୁହଁକୁ ସଫ୍ଟ ଡ୍ରିଙ୍କ ଆସୁଥିବାର ଦେଖି ଝିଅଟି ବିଚଳିତ ହୋଇପଡ଼ିଛି। କିନ୍ତୁ କିଛି ସମୟ ପରେ ଦୁଇଟି ଝିଅ ନିଜର ଏହିକାମ ପାଇଁ ଜୋରରେ ହସିବାକୁ ଲାଗିଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Memes • Comedy • Culture (@memezar)

memezar ନାମକ ଇଂଷ୍ଟାଗ୍ରାମ ପେଜ ରେ ଏହି ଭିଡ଼ିଓକୁ ଶେୟର କରାଯାଇଥିଲା। ସେବେଠାରୁ ଏହି ଭିଡ଼ିଓ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ଏବେପର୍ଯ୍ୟନ୍ତ ଏହି ଭିଡ଼ିଓକୁ 5 ଲକ୍ଷରୁ ଅଧିକ ଭିୟୁ ମିଳିସାରିଛି। ଏହାସହ ଲୋକମାନେ ଏହାକୁ ବହୁତ ଶେୟର କରୁଛନ୍ତି। ଏହାର କମେଣ୍ଟ ବକ୍ସରେ ମଧ୍ୟ ଲୋକମାନେ ବହୁତ ରିଆକ୍ସନ ଦେଉଛନ୍ତି। ଯେତେବେଳେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟର କରାଯାଇଥାଏ ତ ଏହା ବହୁତ ଦ୍ରୁତ ବେଗରେ ଭାଇରାଲ ହୋଇଥାଏ।

Leave a Reply

Your email address will not be published.