ଆସିଲେ ନୂଆ ଚରିତ୍ର : ଘଟଣା ଦିନ DFO ଙ୍କ ବାସଭବନରେ ଉପସ୍ଥିତ ଥିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମାମ-ଲାର ସତ ବାହାର କରିବାରେ ଲାଗିପଡିଛି କ୍ରାଇମବ୍ରାଞ୍ଚ। ଏହି ମାମ-ଲାରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ଘଣ୍ଟା ଘଣ୍ଟା ଧରି କରାଯାଉଛି ମାରାଥନ ଜେରା। ଏହି ମାମ-ଲାରେ ତ-ଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛି। ବୁଧବାର ୫ମ ଦିନରେ ମଧ୍ୟ ସୌମ୍ୟଙ୍କୁ ମେଡ଼ିକାଲରେ ଚିକିତ୍ସା କରିଥିବା ଡାକ୍ତରଙ୍କ ସହିତ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେ-ରା କରିବ କ୍ରାଇମବ୍ରାଞ୍ଚ। ଦୀର୍ଘ ଗୋଟିଏ ମାସ ଧରି ତଦନ୍ତ କରୁଥିବା ପୋ-ଲିସ ବି-ଫଳ ହୋଇଥିବା ସମୟରେ ସତକୁ ଖୋଜି ବାହାର କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମକୁ ଚାଲେଞ୍ଜ ସୃଷ୍ଟି ହୋଇପାରେ। ସେଥିପାଇଁ ଏହି ମାମ-ଲାର ତ-ଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ।

ମଙ୍ଗଳବାର ଦିନ କ୍ରାଇମବ୍ରାଞ୍ଚ ବନ ବିଭାଗ କର୍ମଚାରୀମାନଙ୍କୁ ଜେରା କରିବାପରେ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି। ଘ-ଟଣା ଦିନ ସୌମ୍ୟଙ୍କ ବାସଭବନରେ ଜିଲ୍ଲାପାଳଙ୍କ ଉପସ୍ଥିତି ଥିବାର ଖୁଲାସା ହୋଇଛି। ତେବେ ଆଗକୁ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ପୋ-ଲିସ ତଦ-ନ୍ତରେ ଚାପି ହୋଇଯାଇଥିବା ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Google

ସେପଟେ ଜିଲ୍ଲାପାଳଙ୍କ ଉପସ୍ଥିତି ସୌମ୍ୟଙ୍କ ବାସଭବନରେ ସ୍ପଷ୍ଟ ହେବାପରେ ଚର୍ଚ୍ଚା ଜୋର ଧରିଛି ଯେ, ଏଥିପାଇଁ ଏହି ମାମ-ଲାରେ ଜାଣିଶୁଣି ପୋ-ଲିସ ଚାପରେ ତଦ-ନ୍ତକୁ ବାଟବଣା କରୁଥିଲା। ଆଉ ତାହା ଏବେ କ୍ରାଇମବ୍ରାଞ୍ଚ ଟିମ ପୁଣି ଥରେ ଏହି ଚାପର ବଶବର୍ତ୍ତୀ ହେବନି ତ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *