ପ୍ରେମ ପ୍ରତାରଣାର କରୁଣ କାହାଣୀ : ପ୍ରେମିକ ପାଖରୁ ଧୋକା ଖାଇଲା ପରେ ବରଦୁଆର ଘୁରିବୁଲୁଛି ଗର୍ଭ-ବତୀ ନାବାଳିକା

ବିବାହ କରିବାର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀ-ରିକ ସମ୍ପର୍କ ରଖିବା ପରେ ବାପା ମା ଛେଉଣ୍ଡ ନାବାଳିକାକୁ ଗର୍ଭ-ବତୀ କରି ଫେ-ରାର ହୋଇଯାଇଥିଲେ ପ୍ରେମିକ। ଏହିଭଳି ପ୍ରେମ ପ୍ରତାରଣାର ଦୁଃ-ଖଦ ଚିତ୍ର ଦେଖିବାକୁ ମିଳିଛି, କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ଥା-ନା ଅଞ୍ଚଳରେ।

ସୂଚନା ଅନୁସାରେ, ବାମେବାରୀ ଥା-ନା ଅଞ୍ଚଳର ବାପା-ମା ଛେଉଣ୍ଡ ନାବାଳିକା ଗତ ୮/୧୦ ମାସ ତଳେ ମଳିବୁହା ପର୍ବରେ ବାଂଶପାଳ ବ୍ଲକ ଅଞ୍ଚଳରେ ରହୁଥିବା ସମ୍ପର୍କୀୟ କାକାଙ୍କ ଘରକୁ ଯାଇଥିଲେ। ସେଠାରେ ପୋଲ କାମରେ ନିୟୋଜିତ ଥିବା ଜଣେ ମନୁ ଦେହୁରୀ ନାମକ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବକ ଜଣକ ବିବାହ ପ୍ରଲୋଭନ ଦେଖାଇ ନାବାଳିକା ସହିତ ବାରମ୍ବାର ଶାରୀ-ରିକ ସଂପର୍କ ରଖିଥିଲେ। ଯାହା ଫଳରେ ନାବାଳିକା ଜଣକ ଗର୍ଭ-ବତୀ ହୋଇଥିଲେ।

Google

ପ୍ରେମିକା ଗର୍ଭ-ବତୀ ହେବା କଥା ଜାଣିବା ପରେ ମନୁ ତାଙ୍କୁ ଏକା ଛାଡ଼ିଦେଇ କାଞ୍ଜିପାଣି ଥା-ନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲିଯାଇଥିଲା। ଆଉ ଅନ୍ୟପର୍ଶ୍ୱରେ ନାବାଳିକା ଜଣକ ୭ ମାସର ଗର୍ଭ-ବତୀ କଥା ମାମୁଁ ଘର ଜାଣିବାପରେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଲୋକଲ-ଜ୍ଜା ଭ-ୟରେ କିଛି ଦିନ ଜଙ୍ଗଲରେ କଟାଇବା ପରେ ଦିନେ ମନୁ ସହିତ ନାବାଳିକାଙ୍କର ରାସ୍ତାରେ ଦେଖାହୋଇଥିଲା।

ସେଠାରେ ଗର୍ଭ-ବତୀ ନାବାଳିକା ଜିଦ ଧରିବାରୁ ମନୁ ତାଙ୍କୁ ଘରକୁ ଆଣିଥିଲେ। କିନ୍ତୁ, ଘରକୁ ଆଣିବାର କିଛି ଦିନ ପରେ ଭେଜିଡ଼ିହି ମଲଡା ନଦୀ ପୋଲ ଉପରୁ ଠେଲିଦେବାକୁ ଉଦ୍ୟମ କରିଥିଲା। କିନ୍ତୁ, ସେହି ସମୟରେ କିଛି ଛେଳି ଚରାଳି ପହଞ୍ଚିଯିବାରୁ ମନୁ ସେଠାରୁ ଫେ-ରାର ହୋଇଯାଇଥିଲା। ମୃ-ତ୍ୟୁ ମୁଖରୁ ଉ-ଦ୍ଧାର ପାଇଥିଲେ ମଧ୍ୟ ବର୍ତ୍ତମାନ ସେ ଭୋକ ଉପାସରେ ଦିନ କାଟୁଛନ୍ତି ନାବାଳିକା।ବର୍ତ୍ତମାନ ନାବାଳିକା ପୋ-ଲିସ ଓ ପ୍ରଶାସନର ସହାୟତାକୁ ଭରସା କରି ଜୀବନ କାଟୁଛନ୍ତି। ତେବେ, ପୋ-ଲିସ ତରଫରୁ ଏହି ଘଟ-ଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *