ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମାମ-ଲା : କ୍ରାଇମବ୍ରାଞ୍ଚର ପ୍ରଶ୍ନ ଜେରାର ସମ୍ମୁଖୀନ ହେଲେ ରୋଷେୟା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମ-ଲାରେ କ୍ରାଇମବ୍ରାଞ୍ଚ ଟିମ ଗସ୍ତର ଚତୁର୍ଥ ଦିନ। ମଙ୍ଗଳବାର ଦିନ ମଧ୍ୟ କିଛି ବନ କର୍ମଚାରୀଙ୍କୁ ଜେ-ରା କରିବ କ୍ରାଇମବ୍ରାଞ୍ଚ। ରୋଷେୟା ଙ୍କୁ ପୁଣି ଥରେ ଜେରା। ସୌମ୍ୟ ଙ୍କ ମୃ-ତ୍ୟୁ ମାମ-ଲାର ତଦ-ନ୍ତକୁ ଆଗକୁ ନେଉଛି କ୍ରାଇମବ୍ରାଞ୍ଚ୍।

କ୍ରାଇମବ୍ରାଞ୍ଚର ପ୍ରଶ୍ନ ବାଣରେ ରୋଷେୟା ଘାଇଲା। ଡିଏଫଓ କେତେଥର ଆସିଛନ୍ତି ଏବଂ କେଉଁ ସମୟରେ ଆସୁଥିଲେ,ACF ସୌମ୍ୟଙ୍କ ଉପସ୍ଥିତିରେ ନା ଅନୁପସ୍ଥିତିରେ,ଆଉ କିଏ କିଏ ଆସୁଥିଲେ ACF ଙ୍କ ବାସ ଭବନକୁ ଏଭଳି ଅନେକ ପ୍ରଶ୍ନ ରୋଷେୟାଙ୍କୁ ପଚାରିଛନ୍ତି କ୍ରାଇମବ୍ରାଞ୍ଚ ଟିମ ଅଧିକାରୀ। ରୋଷେୟା ଙ୍କ ଉପସ୍ଥିତି ସ-ନ୍ଦେହ କରି ଆଉ ଥରେ ରୋଷେୟାଙ୍କୁ ଅଧିକ ତ-ଦନ୍ତ ପାଇଁ ଡାକିପାରେ କ୍ରାଇମବ୍ରାଞ୍ଚ।

ଆଉ ଅନ୍ୟପାର୍ଶ୍ୱରେ ମାମ-ଲା ଅନୁସାରେ, ତଦନ୍ତର ପରବର୍ତ୍ତୀ ପାଳି ଆସିବ ଚିକିତ୍ସାଳୟ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କର। ସୋମ୍ୟଙ୍କୁ କେଉଁଭଳି ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ଚିକିତ୍ସା କରିବା ପାଇଁ କେତେ ସମୟ ଅପେକ୍ଷା ପରେ ଚିକିତ୍ସା କରାଯାଇଥିଲା। ମୃ-ତ୍ୟୁକାଳୀନ ଜମାନବନ୍ଦୀ ବ-ୟାନ କେଉଁ ଅବସ୍ଥାରେ ରେ-କର୍ଡ କରାଯାଇଛି। କିଏ କିଏ ହସ୍ପିଟାଲରେ ଉପସ୍ଥିତ ଥିଲେ। ଆଉ ସବୁଠୁ ବଡ କଥା ହେଉଛି ଯେ,ମେଡିକାଲ ପରିସରରୁ କୌଣସି ପ୍ରମାଣ ନ-ଷ୍ଟ ପାଇଁ ଯୋଜନା କରାଯାଇଛି କି? ସେହି ସମୟ ହିଁ ତଦ-ନ୍ତର ସବୁଠାରୁ ଅଧିକ ଗୁରୁତ୍ବପୁର୍ଣ୍ଣ ପ୍ରମାଣ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *