ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ମାଡ଼ ହେଲେ ଦୁଇଜଣ ମହିଳା, ତିନି ଲକ୍ଷରୁ ଅଧିକଥର ଦେଖାଗଲାଣି ଏହି ଭାଇରଲ ଭିଡିଓ

ଆଜି ପର୍ଯ୍ୟନ୍ତ ଆପଣ ଅନେକ ଲ-ଢେଇ ଦେଖିଥିବେ କିମ୍ବା ସେ ବିଷୟରେ ଶୁଣିଥିବେ | କିଛି ଲଢେଇକୁ ଦେଖିବାପରେ ଆପଣ ଆ-ଶ୍ଚର୍ଯ୍ୟ ହୋଇଥିବେ ତ ଆଉ କିଛି ଲ-ଢେଇ ଦେଖିବାପରେ ଆପଣ ବହୁତ ହସିଥିବେ | କିନ୍ତୁ ଏହି ଦୁଇଜଣ ମହିଳାଙ୍କ ଲ-ଢେଇକୁ ଦେଖି ବିଶ୍ୱାସ କରନ୍ତୁ ଆପଣ ମଧ୍ୟ ଚିନ୍ତାରେ ପଡିଯିବେ ଯେ ଏହା ଲ-ଢେଇ କି ଫିଲ୍ମ ସୁଟିଂ |

ଏମିତିରେ ତ ଆପଣ ହଷ୍ଟେଲ କିମ୍ବା ପିଜିରେ ରୁମ ସେୟାର କରି ରହୁଥିବା ଝିଅମାନଙ୍କର କ୍ୟାଟ ଫାଇଟର ଭିଡିଓଗୁଡିକୁ ଅନେକଥର ଦେଖିଥିବେ, କିନ୍ତୁ କଣ ଆପଣ ମହିଳାମାନଙ୍କୁ ରାସ୍ତା ଉପରେ ଝାଡୁ ଧରି ଲ-ଢେଇ କରିଥିର ଦେଖିଛନ୍ତି ? ଯଦି ନାହିଁ, ତେବେ ଆଜିକାଲି ଏହା ସହିତ ଜଡିତ ଏକ ଭିଡିଓ ଭାଇରଲ ହେଉଛି | ଯେଉଁଥିରେ ଅଧିକ ବୟସର ଦୁଇଜଣ ମହିଳା ରାସ୍ତା ଉପରେ ଲ-ଢେଇ କରୁଛନ୍ତି |

ଭିଡିଓରେ ଆପଣ ଦେଖିପାରିବେ ଯେ ୨ଜଣ ମହିଳା ପରସ୍ପର ମଧ୍ୟରେ ଲ-ଢେଇ କରୁଛନ୍ତି | ଜଣଙ୍କ ହାତରେ ଝାଡୁ ଅଛି ଏବଂ ସେ ସେହି ଝାଡୁ ଦ୍ୱାରା ଅନ୍ୟ ମହିଳାଙ୍କୁ ପି-ଟିବାକୁ ଚେଷ୍ଟା କରୁଛନ୍ତି, ସେହିପରି ଅନ୍ୟ ମହିଳା କେବଳ ନିଜକୁ ବଞ୍ଚାଇବାପାଇଁ ଚେଷ୍ଟା କରି ଚାଲିଛନ୍ତି | ସେଠାରେ ଥିବା ଲୋକମାନେ କେବଳ ଏହି ତାମସାକୁ ଦେଖୁଛନ୍ତି | କିନ୍ତୁ ଠିକ ସେତିକିବେଳେ ସେଠାକୁ ଜଣେ ତୃତୀୟ ମହିଳା ଆସନ୍ତି ଏବଂ ସେ ଦୁହିଁଙ୍କୁ ଅଲଗା କରନ୍ତି |

ଏଠାରେ ଦେଖନ୍ତୁ ଭିଡିଓ :-

ସୋସିଆଲ ମିଡିଆରେ ଲୋକଙ୍କୁ ଲ-ଢେଇର ଏହି ଭିଡିଓ ବହୁତ ଭଲ ଲାଗୁଛି | ଏହି କାରଣରୁ ଅନେକ ୟୁଜର୍ସ ଏହା ଉପରେ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି | ଜଣେ ୟୁଜର କହିଛନ୍ତି ଯେ ମହିଳା ନିଜକୁ ମା-ଡ଼ ଖାଇବାଠାରୁ ବଞ୍ଚାଇବାର ଷ୍ଟାଇଲ ପ୍ରକୃତରେ ଫନି ଥିଲା, ସେହିପରି ଜଣେ ଅନ୍ୟ ୟୁଜର ଲେଖିଛନ୍ତି ଯେ ମତେ ଏହି ଲ-ଢେଇ କୌଣସି ଲ-ଢେଇ ନୁହେଁ ବରଂ କୌଣସି ଫିଲ୍ମ ସୁ-ଟିଂ ପରି ଲାଗୁଛି | ଏହାବ୍ୟତୀତ ଆହୁରି ଅନେକ ୟୁଜର ଏହା ଉପରେ ମଜାଳିଆ କମେଣ୍ଟ ଦେଇଛନ୍ତି | ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏହି ମଜାଳିଆ ଭିଡିଓକୁ ଇନ୍ସଟାଗ୍ରାମରେ younglandlord01 ନାମକ ୟୁଜର ସେୟାର କରିଛନ୍ତି | ଯାହାକୁ ଖବର ଲେଖାଯିବା ବେଳକୁ ତିନି ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ |

Leave a Reply

Your email address will not be published.