ଶରୀରରେ ଯଦି ଦେଖାଯାଉଛି କି ଏହି ଲକ୍ଷଣ ! ଏହା ହୋଇପାରେ ଶୀଘ୍ର ମୃତ୍ୟୁର ୱର୍ନିଙ୍ଗ,ଡାକ୍ତରମାନେ ଦେଲେ ବର୍ତ୍ତମାନ ବଡ ଚେତା-ବନୀ

ଶରୀରରେ ଅନୁଭୂତ ହେଉଥିବା ଛୋଟରୁ ଛୋଟ ପରିବର୍ତ୍ତନ ଶିଘ୍ର ମୃ-ତ୍ୟୁର ସଙ୍କେତ ଦେଇପାରେ|ଡାକ୍ତରମାନେ ଚେତା-ବନୀ ଦେଇ କହିଛନ୍ତି ଯେ ସମସ୍ତ ମଣିଷ ଏହି ସଙ୍କେତ ଵୁଝୀବା ଆବଶ୍ୟକ|ଫଳରେ ସେ ସମୟରେ ତାହା ନିୟନ୍ତ୍ରିତ ହେବ|

ଏକ ଅଧ୍ୟୟନରୁ ଗବେଷକମାନେ କହିଛନ୍ତି ଯେ ଶୀଘ୍ର ମୃ-ତ୍ୟୁର ଏହି ୱର୍ନିଙ୍ଗ ସାଇନ ମୃ-ତ୍ୟୁର ୧୦ ବର୍ଷ ପୂର୍ବରୁ ଆସେ|ଚଲାବୁଲା କରିବା ଠାରୁ ନେଇକି ଶରୀରର ଅନ୍ୟ ଗତିବିଧି ଜରିଆରେ ତାକୁ ଚିହ୍ନଟ କରାଯାଇପାରେ|

ବ୍ରିଟିଶ ମେଡିକାଲ ଜର୍ନାଲରେ ପ୍ରକାଶିତ ଏହି ଷ୍ଟଡି ଆଧାରରେ ଏକ୍ସପର୍ଟ କହିଛନ୍ତି ଯେ ୬୫ ବର୍ଷରୁ ଅଧିକ ବୟସରେ ଫିଜିକାଲ ମୋଟର ଫଙ୍କସନରେ ହ୍ରା-ସ ହେବା କାରଣରୁ ଜଖମ ସହ ଜଡ଼ିତ|

Google

ଏକ୍ସପର୍ଟଙ୍କ କହିବା କଥା ଯେ ମଣିଷ ଚୈକିରୁ ଉଠିବାର ମୁଭମେଣ୍ଟରୁ ନେଇ ବ୍ୟାକିଙ୍ଗ ସ୍ପିଡ ବା କମଜୋର ଗ୍ରିପ ଷ୍ଟ୍ରୋଙ୍ଗ୍ଥ ଧରିବା ଜରିଆରେ ଏହି ସଙ୍କେତକୁ ଜଣାଯାଏ|ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିହ୍ନଟ ଫଳରେ ତାକୁ ଉପଶମ ହୁଏ|

ଏକ୍ସପର୍ଟଙ୍କ ଏହା ଦାବି ଯେ ୩୩ ରୁ ୫୫ ବର୍ଷ ବୟସରେ ୬୦୦୦ ସ୍ୱଛାସେବୀ ଉପରେ ହୋଇଥିବା ଏକ ଅଧ୍ୟୟନ ଉପରେ ଆଧାରିତ ଯାହାକୁ ୧୯୮୫ରୁ ୧୯୮୮ ମଧ୍ୟରେ କରାଯାଇଥିଲା|ଏହାପରେ ୨୦୦୭ ଓ ୨୦୧୬ ମଧ୍ୟରେ ଏହି ପ୍ରତିଯୋଗୀଙ୍କ ଶାରିରୀକ ମୂଲ୍ୟାଙ୍କନ ମଧ୍ୟ କରାଯାଇଥିଲା|

ଏଥିରେ ବ୍ୟାଙ୍କିଙ୍କ ସ୍ପିଡ,ଚୈକିରୁ ଉଠିବାକୁ ଲାଗୁଥିବା ସମୟ,ଗ୍ରିପ ଷ୍ଟ୍ରେଙ୍ଗ୍ଥ ସହ ଡ୍ରେସିଂ,ଟଏଲେଟର ବ୍ୟବହାର,କୁକିଙ୍ଗ ବା ଗ୍ରୋସରୀ ସପିଙ୍ଗ ଭଳି ସହଯ କାର୍ଯ୍ୟ ଅନ୍ତର୍ଗତ ଥିଲା|ଏଥିରେ ୨୦୧୯ ପର୍ଯ୍ୟନ୍ତ କୈାଣସି କାରଣରୁ ହୋଇଥିବା ମୃ-ତ୍ୟୁ ମଧ୍ୟ ଅନ୍ତର୍ଭୁକ୍ତ|

ଷ୍ଟଡିରେ ମିଳିଲା ଯେ ଫିଜିକାଲ ମୋଟର ଲଜବଲ ଫଙ୍କସନର କମ ହେବା ଫଳରେ ଶୀଘ୍ର ମୃ-ତ୍ୟୁର ସମ୍ଭାବନା ରହିଛି|ରି-ପୋ-ର୍ଟ ଅନୁସାରେ ୨୦୧୯ ପର୍ଯ୍ୟନ୍ତ ଯେଉଁ ସ୍ୱଛାସେବୀଙ୍କ ମୃ-ତ୍ୟୁ ହୋଇଥିଲା ତାଙ୍କର ୧୦ ବର୍ଷ ପୂର୍ବରୁ ଚୈକିରୁ ଉଠିବା ସ୍ପିଡ ଜୀବନ୍ତ ଲୋକଠାରୁ କମ ଥିଲା|

Google

ଏତିକି ନୁହେଁ ମ-ରିଥି-ବା ସ୍ୱଛାସେବୀ ମୃ-ତ୍ୟୁର ୪ ଵର୍ଷ ପର୍ଯ୍ୟନ୍ତ ନିଜର ଡେଲି ଲିଭିଙ୍ଗ ଆକ୍ଟିଭିଟିରେ ଜୀ-ବନ୍ତ ଲୋକଠାରୁ ଅଧିକ କଷ୍ଟ ପାଉଥିଲେ|ଏହି ସମୟରେ ମୃ-ତ ସ୍ୱଛାସେବୀଙ୍କ କଷ୍ଟ ବଢୁଥିଲା|

ଗବେଷକମାନେ ପାଇଛନ୍ତି ଯେ ଶୀଘ୍ର ମୃ-ତ୍ୟୁର ୨୨% ମା-ମ-ଲା ସ୍ଲୋ ବେକିଙ୍ଗ ସ୍ପିଡ ସମସ୍ୟା ଦେଖାଯାଇଥିଲା|୧୫% କମ ଜୋର ଗ୍ରିପ ଷ୍ଟ୍ରେଙ୍ଗ୍ଥ ଓ ୧୪% ମା-ମ-ଲା ଚୈକିରୁ ଉଠିବା ସହ ଜଡ଼ିତ|

ଡେଲି ଲିଭିଙ୍ଗରେ ସମସ୍ୟା ସହ ମୃ-ତ-କଙ୍କ ସଂଖ୍ୟା ୩୦%|ଏକ୍ସପର୍ଟଙ୍କ ଅନୁସାରେ ଏହି ୱର୍ନିଙ୍ଗ ସାଇନ ସମୟ ଅନୁସାରେ ଗମ୍ଭୀର ହୋଇଥାଏ|

Leave a Reply

Your email address will not be published.