ପୁଅ ନା ରାକ୍ଷସ : ମାକୁ ହ-ତ୍ୟା କରି ଘରେ ଜା-ଳିଦେଲା ପୁଅ ,ସେହି ନିଆଁରେ ଚିକେନ ରୋଷେଇ କରି ଖାଇଲା, ଜାଣନ୍ତୁ ହ-ତ୍ୟା ପଛର ରହସ୍ୟ

ପୁଅ ସାଜିଲା ରାକ୍ଷସ। ରାକ୍ଷସ ପୁଅ ଛୋଟ କଥାକୁ ନେଇ ପ୍ରଥମେ ଜନ୍ମ କଲା ମାକୁ ହ-ତ୍ୟା କରିଥିଲା। ଆଉ ପରେ ଘରର ପ୍ରାଙ୍ଗଣରେ ମାର ଚିତା ଜ-ଳାଇ ସେହି ନି-ଆଁରେ ଚିକେନ ରୋଷେଇ କରି ଖାଇଲା। ଏଭଳି ଏକ ହୃଦୟ ବିଦାରକ ଘ-ଟଣା ଦେଖିବାକୁ ମିଳିଛି, ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅଞ୍ଚଳରେ।

ସେହି ଅଞ୍ଚଳର ପ୍ରଧାନ ସୋ ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ବୃଦ୍ଧ ମାକୁ ପ-ଟିପି-ଟି ହ-ତ୍ୟା କରିଛି। ପୋ-ଲିସ ର ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଅଭି-ଯୁକ୍ତ ଜଣକ ଅତ୍ୟଧିକ ମ-ଦ୍ୟପା-ନ କରି ଘରକୁ ଆସି ମାଙ୍କୁ ଖାଦ୍ୟ ଖାଇବାକୁ ମାଗିଥିଲେ। କିନ୍ତୁ, ମା ଖାଦ୍ୟ ଦେବାରେ ବିଳମ୍ବ କରିବାରୁ ଅଭି-ଯୁକ୍ତ ପୁଅ ବୃଦ୍ଧ ମାକୁ ବାଡ଼ିରେ ପି-ଟିପି-ଟି ହ-ତ୍ୟା କରିଥିଲା। ଆ-ଶ୍ଚ-ର୍ଯ୍ୟର କଥା ହେଉଛି ଯେ, ସୈତାନ ପୁଅ ପ୍ରମାଣ ନ-ଷ୍ଟ କରିବା ପାଇଁ ବୃଦ୍ଧ ମାର ମୃ-ତ ଶରୀରକୁ ଘରର ପ୍ରାଙ୍ଗଣରେ ପୋ-ଡ଼ି ଦେଇଥିଲା। ଆଉ ସେହି ନି-ଆଁରେ ଚିକେନ ରୋଷେଇ କରି ଖାଇଥିଲା।

ପୋ-ଲିସ ଏହି ଘ-ଟଣା ସମ୍ପର୍କରେ ସୂଚନା ପାଇ ଘଟ-ଣାସ୍ଥ-ଳରେ ପହଞ୍ଚି ଅଭି-ଯୁକ୍ତକୁ ଗି-ର-ଫ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.