ସ୍ୱପ୍ନରେ ଦେଖିଲେ ଆଉ ବାବା କହିଲେ “ଖୋଳିଲେ ମିଳିବ ଶିବଲିଙ୍ଗ”,ଖୋଲିଲା ପରେ ହେଲା ଚମତ୍କାର,ଜାଣନ୍ତୁ ପୁରା ଘଟଣା

ସ୍ୱପ୍ନ ସମସ୍ତଙ୍କୁ ଆସେ ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସମସ୍ତ ସ୍ୱପ୍ନର କିଛି ଅର୍ଥ ରହିଛି|ବହୁବାର ସ୍ୱପ୍ନରେ ଆମେ କୈାଣସି ଜିନିଷ ପ୍ରତି ପାଇବାକୁ ଚାହିଁଥାନ୍ତି|ଏହିଭଳି ସଙ୍କେତ ମାଧ୍ୟମରେ ଆମେ ବୁଝିବା ଆବଶ୍ୟକ|ଏହି ସଙ୍କେତ ଭଲ ଓ ଖରାପ ହୋଇପାରେ|ଆଜି ଏମିତି ଏକ ଘଟଣା ସମ୍ପର୍କରେ କହିବି ଯାହା ସମ୍ପର୍କରେ ଆପଣ ଜାଣିକି ଚମତ୍କାରିତା ଉପରେ ବିଶ୍ୱାସ କରିବେ|

ଏହି ଘଟଣା ଛତିଶଗଡ଼ର ରାୟଗଡାରେ ଘଟିଛି|ଏଠାରେ ଜଣେ ବ୍ୟକ୍ତିଙ୍କ ସ୍ୱପ୍ନରେ ବାବା ଆସିଲେ ଓ ଶିବଲିଙ୍ଗ ପୋତି ହୋଇଥିବା କହିଲେ|ଯେତେବେଳେ ସେହି ଜାଗା ଖୋଳାଗଲା ନଜାରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ|

ଏହି ଘଟଣା ଛତିଶଗଡ଼ର ରାୟଗଡା ଜିଲ୍ଲାର ବରମକେଲା ବ୍ଲକର କଲଗିଟାର ଗାଁର ପାଖରେ ଥିବା ଜଙ୍ଗଲର ଅଟେ|ଏଠାରେ ଜଣେ ଯୁଵକ ନିଜ ଦିଦି ଓ ଭିଣୋଇ ଘରକୁ ଆସିଥିଲା|ଏହି ଯୁବକ ୨୦୧୪ ରେ କାମ କରିବାକୁ ଚେନ୍ନାଇ ଯାଇଥିଲା|କିଛି ଦିନ ପୂର୍ବେ ଏକ ଅଜବ ସ୍ୱପ୍ନ ଦେଖିଲା|ସ୍ୱପ୍ନରେ ବାବା ଶିବଲିଙ୍ଗ କଥା କହିଲେ|ଫଳରେ ବ୍ୟକ୍ତି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲା|

ଏହାର ତିନି ଚାରି ଦିନ ପରେ ସେ ଦିଦି ଘରକୁ ଆସିଥିଲେ|ସେଠାରେ ମଧ୍ୟ ସେହି ସ୍ୱପ୍ନ ଦେଖିଲେ|ଯୁଵକ ଏହି ତଥ୍ୟ ଦିଦି ଓ ଭିଣୋଇକୁ କହିଲେ|ଏହା ସହ ଗାଁର କିଛି ଲୋକଙ୍କୁ କହିଲା|ସେ କହିଲା ମୋତେ ଗୋଟିଏ ଜାଗାର ସ୍ୱପ୍ନ ଆସୁଛି ଯେଉଁଠାରେ ଶିବଲିଙ୍ଗ ଦଵି ରହିଛି|ଗାଁ ଲୋକ କହିଲେ ପାହାଡରେ କୈାଣସି ଵାବା ରହୁନାହାନ୍ତି|ବ୍ୟକ୍ତି ଜିଦିରେ ଅଟଳ ରହି ମଙ୍ଗଳବାର ଦେବମନ ଯୋନି ପହଞ୍ଚିଲେ|ଯେଉଁ ଜାଗା ସ୍ୱପ୍ନରେ ଆସୁଥିଲା ସେ ସେଠାରେ ଏକ ପତାକା ଲଗାଇଲା|

ଏହା ପରେ ଗାଁ ଲୋକ ସହ ବୁଧବାର ସେ ଜାଗା ଖୋଳାଗଲା|ଏଥିରେ ଯାହା ମିଳିଲା ଗାଁ ଲୋକଙ୍କ ହୋସ ଉଡ଼ିଗଲା|ସେଥିରେ ୧ ଶିବଲିଙ୍ଗ,୩ କଳସ,୩ ତ୍ରିଶୂଳ,୫୪୭ ରୁଦ୍ରାକ୍ଷ, ତମ୍ବା ସାପ ଓ ବ୍ରହ୍ମା ମହେଶ ବିଷ୍ଣୁ ପିଣ୍ଡ ମିଳିଲା|ବ୍ୟକ୍ତି କହିଲେ ଯେ ଏହି ସ୍ଥାନ ବିଷୟରେ ସ୍ୱପ୍ନରେ ଆସିଥିଲା|ସ୍ୱପ୍ନରେ ଆସିଥିବା ଵାବା ଏହା କହିଥିଲେ|

ଏହି ସ୍ଥାନର ନାମ କହିଥିବା ବ୍ୟକ୍ତିର ନାମ ରାମ ଗୋପାଳ ଚୈହାନ|୨୬ ବର୍ଷୀୟ ରାମଗୋପାଳ ସାରଙ୍ଗଡ ବ୍ଲକ ଅନ୍ତର୍ଗତ ଗାଁ ଘୁତାର ଅଧିବାସୀ ଅଟନ୍ତି|ସେ ବରମକେଳା ବ୍ଲକର କଲଗାଟରରେ ନିଜର ଭଉଣୀ ଘରକୁ ଆସିଥିଲେ|ଖୋଳିବାରୁ ଭଗବାନଙ୍କ ଜିନିଷ ମିଳିବା ଫଳରେ ଆଖପାଖ ଲୋକ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥିଲେ|ଏବେ ଏହି ଚମତ୍କାରିତା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି|

Leave a Reply

Your email address will not be published. Required fields are marked *