ମଦ ବୋତଲ ନେଇ ଡିଜେ ଫ୍ଲୋରରେ ଡ୍ଯାନ୍ସ କରିବାକୁ ଲାଗିଲେ ଯୁବତୀ, ଭିଡିଓ ଭାଇରାଲ

ବିବାହ ଅବସରରେ ସାଧାରଣତଃ ଵରର ସାଙ୍ଗମାନେ ମଦ ପିଇ ନାଚିଥାନ୍ତି|ଏତିକି ନୁହେଁ ବେଳେବେଳେ କିଛି ଲୋକ ମଦ ପିଇ ବିବାହରେ ମହଜୁଦ ଡିଜେ ଫ୍ଲୋରରେ ନାଚିଥାନ୍ତି ଓ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥାଏ|ଯଦିଓ ବହୁତ କମ ଦେଖାଯାଇଥାଏ ଯେ କୈାଣସି ଯୁବତୀ ମଦ ପିଇ ବିବାହରେ ନାଚିଥାନ୍ତି|ଇନଷ୍ଟାଗ୍ରାମ ରିଲ୍ସରେ ଏମିତି ଏକ ଭିଡିଓ ଜମେଇକି ଭାଇରାଲ ହେଉଛି|

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିପାରିବେ ଯେ ବିବାହ ଅବସରରେ ଜଣେ ଯୁବତୀ ମଦ ପିଇ ଡିଜେ ଫ୍ଲୋରରେ ନାଚୁଛନ୍ତି|ଯୁବତୀ ଏଭଳି ନାଚୁଛନ୍ତି ଯେ ଦେଖିକି ଲାଗୁଛି ନିଶା ଚଢିଛି|ଯଦିଓ ଏମିତି ନୁହେଁ,କାରଣ ସେ କେବଳ ମଦୁଆର ନାଟକ କରିଥିଲେ|ଯୁବତୀଙ୍କ ନାଚ ଦେଖି ସେଠାରେ ଥିବା କିଛି ଲୋକ ତାଙ୍କ ଉପରକୁ ଟଙ୍କା ଉଡାଇଥିଲେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by bapu_di_ਸ਼ੇਰਨੀ🖤🦁 (@smilearora_official)

ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି|ଇନଷ୍ଟାଗ୍ରାମରେ ସ୍ମାଇଲ ଅରୋଡା ଅଫିସିଆଲ୍ ଦ୍ଵାରା ଏହି ଭିଡିଓ ଅପଲୋଡ଼ କରାଯାଇଅଛି,ଯାହାକୁ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ଏତିକି ନୁହେଁ ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି|ଏହି ଭିଡିଓକୁ ସେୟାର କରି କ୍ୟାପ୍ସନରେ ଲେଖାଯାଇଅଛି କ’ଣ ଏମିତି ଡ୍ୟାନ୍ସ କୈାଣସି ଫେମିଲି ଫଙ୍କସନରେ କରିଛନ୍ତି|ଏହି ଭିଡିଓରେ ବହୁ ୟୁଜର୍ସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave a Reply

Your email address will not be published. Required fields are marked *