ପ୍ରାଇଭେଟ ପାର୍ଟରେ କଣ ପାଇଁ ଭିନେଗାର ବ୍ୟବହାର କରାଯାଉଛି,ଏହାକୁ ନେଇ ଡାକ୍ତର ଦେଲେ ବଡ ଚେତାବନୀ

ଭାରତରେ ପର୍ନ ୱେବସାଇଟ ଉପରେ ପ୍ରତିବନ୍ଧ ହେବା ପରେ ମଧ୍ୟ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଯୁଗାଡ ସାହାରାରେ ପର୍ନ ଦେଖିବାରେ ସଫଳ ହୁଅନ୍ତି। ଗତ କିଛି ସମୟରୁ ଏକ ଲୋକପ୍ରିୟ ପର୍ନ ୱେବସାଇଟରେ ଏକ ବିଜ୍ଞାପନ ଏତେ ପ୍ରସିଦ୍ଧ ହୋଇଛିକି ଅନେକ ଲୋକ ଏହି ବିଜ୍ଞାପନରେ କୁହାଯାଇଥିବା କଥାକୁ ଫଲୋ କରିବାକୁ ଲାଗିଲେ। ଡାକ୍ତରଙ୍କ କହିବା ଅନୁସାରେ ଏମିତି କରିବା ଲୋକଙ୍କ ପାଇଁ ବହୁତ ବିପଦ ହୋଇପାରେ।

ବାଇସ ଇଣ୍ଡିଆର ରିପୋର୍ଟ ମୁତାବିକ, ଏକ ପ୍ରସିଦ୍ଧ ପର୍ନ ୱେବସାଇଟରେ ଦେଖାଯାଇଥିବା ବିଜ୍ଞାପନରେ ଦାବି କରାଯାଇଛିକି ଏପ୍ପଲ ସାଇଡର ଭିନେଗାରକୁ ପ୍ରାଇଭେଟ ପାର୍ଟରେ ବ୍ୟବହାର କରିବା ଦ୍ଵାରା ଆକାରରେ ପରିବର୍ତ୍ତନ କରିହେବ ଓ ତାହା ୬୫ ପ୍ରତିଶତ ପର୍ଯ୍ଯନ୍ତ ବଢିପାରିବ। ଏହି ବିଜ୍ଞାପନର ତିନୋଟି ଭର୍ଜନକୁ ଏହି ୱେବସାଇଟରେ ଦେଖାଯାଇଛି।

ହେଲ୍ଥ ସ୍ପେନର ମେଡିକାଲ ଡାକ୍ତର ସାରା ବୃବର ଦ ସନ ୱେବସାଇଟ ସହିତ କଥାବାର୍ତ୍ତା କରି କହିଲେକି ଅନଲାଇନରେ ଏମିତି ଅନେକ ପ୍ରଡ଼କ୍ଟ ଆସି ଯାହା ଦାବି କରେକି ପୁରୁଷଙ୍କ ପ୍ରାଇଭେଟ ପାର୍ଟର ଆକାରରେ ପରିବର୍ତ୍ତନ ଆଣିପାରିବ କିନ୍ତୁ ସତ କଥା ହେଉଛିକି ଏହି ପ୍ରଡ଼କ୍ଟକୁ ତିଆରି କରିଥିବା କମ୍ପାନୀ ପୁରୁଷଙ୍କ ଅସୁରକ୍ଷାର ଲାଭ ଉଠାନ୍ତି। ଏହି କମ୍ପାନୀ ନିଜର ମାର୍କେଟିଙ୍ଗ ସାହାରାରେ ଲୋକଙ୍କ ଭାବନା ସହିତ ଖେଳନ୍ତି ଓ ଏହି ପ୍ରଡ଼କ୍ଟର କୌଣସି ଲାଭ ହୁଏନାହିଁ।

ଡାକ୍ତର ସାରା ଆଗକୁ କହିଲେକି ଏହି କଥାର କୌଣସି ପ୍ରମାଣ ନାହିଁକି କୌଣସି କ୍ରିମ ଲଗାଇବା କିମ୍ବା ହର୍ବଲ ସପ୍ଲିମେଣ୍ଟ ନେବା ଦ୍ଵାରା ପ୍ରାଇଭେଟ ପାର୍ଟର ଆକାରକୁ ବଢାଯାଇପାରିବ। ଏପ୍ପଲ ସାଇଡର ଭିନେଗାର ଅମ୍ଳିୟ ହୋଇଥାଏ। ଏହାର ବ୍ୟବହାର ଦ୍ଵାରା ପ୍ରାଇଭେଟ ସ୍ଥାନ ଜଳିବାକୁ ଲାଗେ ଓ ଫୁଲିଯାଏ ଓ ଏହା ସମ୍ବେଦନଶୀଳ ସ୍ଥାନ ଅଟେ ତେଣୁ ବ୍ୟବହାର କରିବା ଉଚିତ ନୁହେଁ। ଏହାର ଗମ୍ଭୀର ପରିଣାମ ହୋଇପାରେ।

ଡାକ୍ତର ସାରା ଆଗକୁ କହିଲେକି ଏହି କଥାର କୌଣସି ପ୍ରମାଣ ନାହିଁକି କୌଣସି କ୍ରିମ ଲଗାଇବା ଦ୍ଵାରା କିମ୍ବା କୌଣସି ହର୍ବଲ ସପ୍ଲିମେଣ୍ଟ ନେବା ଦ୍ଵାରା ପ୍ରାଇଭେଟ ପାର୍ଟର ଆକାରରେ ପରିବର୍ତ୍ତନ କରାଯାଇପାରିବ। ଏପ୍ପଲ ସାଇଡର ଭିନେଗାର ଅମ୍ଳିୟ ହୋଇଥାଏ। ଏହାର ବ୍ୟବହାର ଦ୍ଵାରା ଜଳିବା ଓ ଫୁଲିଯାଏ। ଓ ଏହା ଏକ ସମ୍ବେଦନଶୀଳ ସ୍ଥାନ ଅଟେ ଓ ଏଠାରେ ଲଗାଇବା ଉଚିତ ନୁହେଁ। ଏହାର ଗମ୍ଭୀର ପରିଣାମ ହୋଇପାରେ।

ଜଣାଇଦେଉଛୁକି ଏହା ପୂର୍ବରୁ ଏପ୍ପଲ ସାଇଡର ଭିନେଗାରକୁ ନେଇ ଅନେକ ଗୁଜବ ପ୍ରଚାର ହୋଇଥିଲା। ଏହା ପୂର୍ବରୁ ଇରେକ୍ଟାଇଲ ଡିସଫେକସନର କାରଗର ଉପାୟକୁ ନେଇ ଏପ୍ପଲ ସାଇଡର ଭିନେଗାରକୁ ପ୍ରମୋଟ କରାଯାଇଥିଲା। ରିପୋର୍ଟ ଅନୁସାରେ, ଏହାର ବ୍ୟବହାର ଦ୍ଵାରା ଇରେକ୍ଟାଇଲ ଡିସଇନଫେକସନର ସମସ୍ଯାରୁ ମୁକ୍ତି ପାଇହେବ।

ମେଡିକାଲ ନ୍ଯୁଜ ରିପୋର୍ଟ ମୁତାବିକ, ଏହି ସନ୍ଧାନ ବହୁତ କମ ସେମ୍ପଲ ସହିତ କରାଯାଇଛି ଓ ଅଧିକାଂଶ ମାମଲାରେ ଭୁଲ ଫଳାଫଳ ଆସିଛି କାରଣ ଇରେକ୍ଟାଇଲ ଡିସଇନଫେକସନ ଜଟିଳ କାରଣ ଯୋଗୁଁ ହୋଇଥାଏ, ଯେଉଁଥିରେ ଆକପକା ଓ ଚିନ୍ତାରୁ ମିଳିଥାଏ ଓ ଏପ୍ପଲ ସାଇଡର ଭିନେଗାର ଏହି ସମସ୍ଯାକୁ ଦୂର କରିବାରେ ପ୍ରଭାବୀନୁହେଁ।

ଡାକ୍ତର ସାରାଙ୍କ କହିବା କଥାକି ଯଦି କୌଣସି ବ୍ୟକ୍ତି ନିଜର ପ୍ରାଇଭେଟ ପାର୍ଟର ଆକାରକୁ ନେଇ ଚିନ୍ତାରେ ଅଛନ୍ତି ତେବେ କୌଣସି ସ୍ପେଶାଲିଷ୍ଟ ଦେଖାଇବା ଉଚିତ। ସେକ୍ସ ସହ ଜଡିତ ସମସ୍ଯାକୁ ନେଇ କେହି କଥାବାର୍ତ୍ତାକୁ ହୁଅନ୍ତି ନାହିଁ, ଏହି କାରଣରୁ ଅନେକ କମ୍ପାନୀ ଏହାର ଲାଭ ଉଠାନ୍ତି। ଇଣ୍ଟରନେଟ ଓ ସୋସିଆଲ ମିଡିଆରେ ଏହି ମୁଦ୍ଦାକୁ ନେଇ ବହୁତ ଫେକ ନ୍ଯୁଜ ମଧ୍ୟ ପ୍ରଚାର କରାଯାଏ।

ସେ ଆଗକୁ କହିଲେକି ଲୋକଙ୍କୁ ଏଥିରୁ ନିଜକୁ ରକ୍ଷା କରିବା ଉଚିତ ଓ ହେଲ୍ଥି ଲାଇଫଷ୍ଟାଇଲ ଆପଣେଇବା ଉପରେ ଧ୍ୟାନ ଦେବା ଉଚିତ। ଲୋକଙ୍କୁ ଏକ୍ସସରସାଇଜ କରିବା ଉଚିତ ଓ ହେଲ୍ଥି ଡାଏଟ ନେବା ଉଚିତ। ଏହା ପରେ ମଧ୍ୟ ଯଦି କାହାରିକୁ ସମସ୍ଯା ହୁଏ ତେବେ କୌଣସି ସ୍ପେଶାଲିଷ୍ଟରେ ନିଜର ଚିନ୍ତା ବ୍ୟକ୍ତ କରିବା ଉଚିତ।

Leave a Reply

Your email address will not be published. Required fields are marked *