ଷ୍ଟେଜ ଉପରେ କନ୍ୟାର ଭଉଣୀ କଲା ବରର ଏମିତି ଖରାପ ଅବସ୍ଥା,ଦେଖନ୍ତୁ ଭିଡ଼ିଓ

ସବୁଘରେ ବିବାହର ଅଲଗା ରୀତି ଥାଏ। ବିବାହର ମାହୋଲରେ ମଜା-ମସ୍ତି ସହିତ ସାମାନ୍ୟ ରାଗ ଓ ଝଗଡା ମଧ୍ୟ ସାଧାରଣ କଥା ହୋଇଥାଏ। ନିକଟ ଅତୀତରେ କୌଣସି ଏକ ବିବାହର ଏକ ଭିଡିଓ ଭାଇରାଲ ହୋଇଛି। ଏହି ବିବାହ ଭିଡିଓରେ ବାରର ଅବସ୍ଥା ଦେଖି ଆପଣଙ୍କୁ ତା ଉପରେ ତରସ ଆସିଯିବ। କାହାରିକୁ କିଛି ବୁଝା ଆସୁନାହିଁକି ବାସ୍ତବରେ ବର ସହିତ ଏମିତି କାହିଁକି ହେଲା।

ଷ୍ଟେଜରେ ହେଲା ବରର କ୍ଳାସ:-

ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ବରର ଭିଡିଓ ଜବରଦସ୍ତ ଭାଇରାଲ ହେଉଅଛି। ଏହି ଭିଡିଓରେ ବର ନିଜର ମିତ୍ର ଓ ଭାଇଙ୍କ ସହିତ ଷ୍ଟେଜରେ ଛିଡା ହୋଇ କନ୍ୟାକୁ ଅପେକ୍ଷା କରୁଥିଲେ। ସେତିକିବେଳେ କିଛି ଝିଅ ଆସି ତାଙ୍କୁ ପିଟିବା ଆରମ୍ଭ କରିଦେଲେ। ଧକ୍କା-ମୁକ୍କି ସହିତ ସେ ବରର ସେହେରାକୁ ମଧ୍ୟ ବାହାର କରିଦେଲେ।

ବରର ମୁହଁରେ ରଙ୍ଗ ବଦଳିଗଲା:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Niranjan Mahapatra (@official_niranjanm87)

ଏହି ଭିଡିଓରେ ନଜର ଆସୁଥିବା ଝିଅର କନ୍ଯାର ବହୁଣୀ ଅଟେ କିମ୍ବା ବରର ଏକ୍ସ ଗାର୍ଲଫ୍ରେଣ୍ଡ। ଏହା ବୁଝାପଡୁନି। କିନ୍ତୁ ସେ ଯାହାବି ହେଉ, ସେ ବରର ବଦନାମ କରିବାକୁ ସୁଯୋଗ ଛାଡନ୍ତି ନାହିଁ। ବରର ମିତ୍ର ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି କିନ୍ତୁ କିଛି ଲାଭ ହୁଏ ନାହିଁ। ସେତିକିବେଳେ ବର ତରଫରୁ ଜଣେ ବୃଦ୍ଧ ସଜ୍ଜନ ରକ୍ଷା କରିବାକୁ ଆସିଯାନ୍ତି।

କୌଣସି ରୀତି ଥିଲା ନା ବାସ୍ତବରେ ଝଗଡା:-

ଝିଅଙ୍କର ସେହି ଦଳରେ ମହିଳା ମଧ୍ୟ ନଜର ଆସୁଛନ୍ତି। ଏମିତିରେ ଝଗଡାର ଅସଲ କାରଣ ବୁଝାପଡୁନି। କିଛି ଲୋକଙ୍କର କହିବା କଥାକି ବର କିଛି ଗଡବଡ କରିଥିବେ। ଯେଉଁ କାରଣରୁ ତାଙ୍କ ସହିତ ଏମିତି କରାଯାଉଛି। କିଛି ଲୋକଙ୍କର କହିବା କଥାକି ବର ସହିତ କୌଣସି ଅଜୀବ ରସ୍ମ ନିଭାଯାଉଛି କିମ୍ବା ମଜାକ କରାଯାଉଥିବ।

Leave a Reply

Your email address will not be published. Required fields are marked *