ଦେଖନ୍ତୁ କେମିତି ଷ୍ଟାଇଲରେ କଙ୍କଡା କାଟୁଛି ଭେଣ୍ଡି,ଲୋକ ଦେଖିକି ହେଲେ ଭାବପ୍ରବଣ

ସୋସିଆଲ ମିଡିଆର ଦୁନିଆ ବହୁତ ରହସ୍ୟମୟୀ ଅଟେ। ଅନେକଥର ଏଠାରେ ଏତେ ଅଜବ-ଗଜବ ଭିଡିଓ ସେୟାର ହୋଇଥାଏକି ତାହାକୁ ଦେଖି ନିଜର ଆଖିକୁ ବିଶ୍ଵାସ କରିବା କଷ୍ଟ ହୋଇଯାଏ। ବର୍ତ୍ତମାନ ପର୍ଯ୍ଯନ୍ତ ଆପଣ ନିଜର ଘରର ସଦସ୍ୟ, ଶେଫ, ହଲବାଇ ଆଦିକୁ ଫଟାଫଟ ପାରିବା କାଟୁଥିବାର ଦେଖିଥିବେ। ବୋଧେ ଆପଣ ନିଜେ ମଧ୍ୟ ଏହି କାମରେ ସଫଳତା ହାସିଲ କରିସାରିଥିବେ। କିନ୍ତୁ କଣ ଆପଣ କେବେ କୌଣସି କଙ୍କଡାକୁ ପନିପରିବା କାଟୁଥିବାର ଦେଖିଛନ୍ତିକି? ଏହି ଭାଇରାଲ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

କୌଣସି ଚୋପର ଠାରୁ କମ ନୁହେଁ କଙ୍କଡାର ପଞ୍ଝା:-

ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ ଅଜୀବ ଭିଡିଓ ଭାଇରାଲ ହୋଇଛି। ଏହା ଅଜୀବ ଅଟେ କାରଣ ବର୍ତ୍ତମାନ ପର୍ଯ୍ଯନ୍ତ କେହି ଏମିତି କରୁଥିବାର ଦେଖିନଥିବେ। ଏହି ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ହାତର ଦୁଇ ଆଙ୍ଗୁଳିରେ କଙ୍କଡାକୁ ଧରିଛନ୍ତି। ଓ ଅନ୍ୟ ହାତର ଆଙ୍ଗୁଳିରେ ଭେଣ୍ଡି। କଙ୍କଡା ନିଜର ଧାରୁଆ ଦାନ୍ତରେ ସଙ୍ଗେ ସଙ୍ଗେ ଭେଣ୍ଡିକୁ କାଟିଦଉଛି।

ବ୍ୟକ୍ତି ରଖିଲେ ନିଜର ଧ୍ୟାନ:-

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by BE IDIOTIC ❤️ (@be_idiotic)

ଏହି କଙ୍କଡାର ପଞ୍ଝା ଏତେ ଧାରୁଆ ହୋଇଥିଲାଯେ ବ୍ୟକ୍ତିଙ୍କ ସାମାନ୍ୟ ଅବହେଳା ତାଙ୍କୁ ଆହତ କରିଦେବ। ସେଥିପାଇଁ ବ୍ୟକ୍ତି କଙ୍କଡାକୁ ଧରିବା ସମୟରେ ବହୁତ ସାବଧାନରେ ଧରିଥିଲେ। କିନ୍ତୁ ଭେଣ୍ଡି କାଟିବା ସମୟରେ କଙ୍କଡାର ଫୁର୍ତ୍ତି ଦେଖିବାକୁ ହେବ। ସୋସିଆଲ ମିଡିଆରେ ଜନତା କଙ୍କଡାର ଏହି ଅଦା ଦେଖି ବହୁତ ଆଶ୍ଚର୍ଯ୍ୟ ଅଛନ୍ତି।

ଦେଶରୁ ବାହାରେ ହୋଇପାରିବ ନାହିଁ ଯୁଗାଡ:-

ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ଯନ୍ତ ୮୦ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହା ଉପରେ ଆସିବାକୁ ଥିବା କମେଣ୍ଟ ବହୁତ ମଜାଦାର ଅଟେ। କେହି କହୁଛନ୍ତିକି ଏହି ଯୁଗାଡ ଦେଶର ବାହାରକୁ ଯିବା ଉଚିତ ନୁହେଁ। ଆଉ କେହି କହୁଛନ୍ତିକି କଙ୍କଡାଙ୍କର ଶକ୍ତିକୁ ଭୁଲ ଭାବରେ ବ୍ୟବହାର କରାଯାଉଛି।

Leave a Reply

Your email address will not be published. Required fields are marked *