ଖୋଲିବ କି ACF ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ରହସ୍ୟ ? ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃ-ତ୍ୟୁ ମା-ମ-ଲାର ତ-ଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ସମ୍ପର୍କରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ସୂଚନା ଅନୁସାରେ, ପୋ-ଲିସ ଡିଜିପିଙ୍କ ନିର୍ଦ୍ଦେଶରେ ଏହି ମା-ମ-ଲାର ତ-ଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଗଠନ କରାଯାଇଛି। ପୂର୍ବରୁ ଏହି ଘ-ଟଣାରେ କ୍ରାଇମବ୍ରାଞ୍ଚ୍ ଗଜପତି ପୋ-ଲି-ସକୁ ସହଯୋଗ କରୁଥିଲା।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁଯାୟୀ, ପୋ-ଲିସ ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ମା-ମ-ଲାର ତ-ଦନ୍ତ ଭାର ନେଇଛି। ଏହି ଘ-ଟଣା ଏକ ସ୍ପର୍ଶକାତର ମା-ମଲା ହୋଇଥିବାରୁ କ୍ରାଇମବ୍ରାଞ୍ଚ ତ-ଦନ୍ତ କରିବ। ଏହି ମା-ମ-ଲାର ମୂଳରୁ କ୍ରାଇମବ୍ରାଞ୍ଚ୍ ତଦ-ନ୍ତକାରୀ ଦଳ ତ-ଦନ୍ତ କରିବ। ଏହି ମାମଲାରେ ସମସ୍ତଙ୍କୁ ତଦ-ନ୍ତର ପରିସରଭୁକ୍ତ କରାଯିବ।

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲାକୁ ମାସେ ପୁରିଲାଣି। କିନ୍ତୁ, ଏପର୍ଯ୍ୟନ୍ତ ତାଙ୍କ ମୃ-ତ୍ୟୁ ଉପରୁ ରହସ୍ୟ ହଟିପାରିନି। ଏହା ହ-ତ୍ୟା ନା ଆ-ତ୍ମହ-ତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ପାରଳାଖେମୁଣ୍ଡି ପୋ-ଲିସ ଏହି ମା-ମ-ଲାରେ ତ-ଦନ୍ତ କରୁଥିବା ସମୟରେ ତ-ଦନ୍ତ ଉପରେ ଅନେକ ପ୍ରଶ୍ନ ଉପୁଜିଛି। ସୌମ୍ୟଙ୍କ ପରିବାର ସଦସ୍ୟ ପୋ-ଲିସ ଉପରୁ ଭରସା ଉଠି ସାରିଥିବା ବେଳେ ସେମାନେ ଏହି ମା-ମ-ଲାର ତ-ଦନ୍ତ ସିବିଆଇ କରିବା ପାଇଁ ଦାବି କରିଥିଲେ। ଏହା ସହିତ ଏହି ମାମଲାରେ ନ୍ୟା-ୟ ନ ମିଳିଲେ ସୌମ୍ୟଙ୍କ ବାପା ମା ଆ-ତ୍ମହୁ-ତି ଦେବାକୁ ଧ-ମକ ମଧ୍ୟ ଦେଇଛନ୍ତି।

ସୂଚନା ଅନୁସାରେ, ଜୁଲାଇ ମାସ ୧୨ ତାରିଖରେ ଏହି ଦୁଃ-ଖଦ ଘ-ଟଣା ଘଟିଥିଲା। ରାତି ପ୍ରାୟ ୯ଟା ସମୟରେ ସୌମ୍ୟଙ୍କ ସରକାରୀ ବାସଭବନରୁ ସୌମ୍ୟରଞ୍ଜନଙ୍କୁ ଉ-ଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେହି ସମୟରେ ତାଙ୍କ ଶରୀର ୯୦% ପୋ-ଡ଼ି ଯାଇଥିଲା। ସେତେବେଳେ ତାଙ୍କ ବାସଭବନରେ ତାଙ୍କ ପତ୍ନୀ ବିଦ୍ୟଭାରତୀ ପଣ୍ଡା ଉପସ୍ଥିତ ଥିଲେ।

ସୌମ୍ୟଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁ-ତର ହେବାରୁ ପାରଳାଖେମୁଣ୍ଡି ଡ଼ାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରେ ତାଙ୍କର ଦେ-ହାନ୍ତ ହୋଇଥିଲା। ଏହା ପରେ ସୌମ୍ୟଙ୍କ ପରିବାର ସଦସ୍ୟ ଏନେଇ ହ-ତ୍ୟା ଅଭି-ଯୋଗ କରିଥିଲେ। ପରିବାର ସଦସ୍ୟ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ,ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ନଥ କୁମ୍ଭଙ୍କ ନାମରେ ଅଭି-ଯୋଗ ଆଣିଥିଲେ। ଏହି ଘ-ଟଣା ପଛରେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ଅନୈ-ତିକ ସପ-ର୍କ ରହିଛି ବୋଲି ଅଭି-ଯୋଗ କରିଥିଲେ। ପୋ-ଲିସ ସମସ୍ତଙ୍କୁ ପଚ-ରାଉ-ଚରା କରିଛି। କିନ୍ତୁ, ଏ ପର୍ଯ୍ୟନ୍ତ କାହାକୁ ଗି-ରଫ କରିନାହିଁ। ଏବେବି ACF ସୌମ୍ୟରଞ୍ଜନ ମୃ-ତ୍ୟୁ ମା-ମଲା ସସ-ପେନ୍ସ ମଧ୍ୟରେ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *