୪ ବର୍ଷର ଶିଶୁ ଘର ଆଗରେ ପରି-ସ୍ରା କରିବାରୁ ମାଙ୍କୁ ହ-ତ୍ୟା

ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଛାତି ଥାରାଇଲା ଭଳି ଘ-ଟଣା ଦେଖିବାକୁ ମିଳିଛି। ଜଣେ ୩୮ ବର୍ଷୀୟ ମହିଳାଙ୍କୁ ତାଙ୍କ ପଡୋଶୀ ଭାବରେ ରହୁଥିବା ଜଣେ ନାବାଳକ ଏକ ଛୋଟିଆ ଘ-ଟଣା ପାଇଁ ଅତି ବି-ଭତ୍ସ ଭାବରେ ହ-ତ୍ୟା କରିଛି। ମହିଳାଙ୍କର ୪ ବର୍ଷର ଶିଶୁଟି ପଡୋଶୀଙ୍କ ଘର ସାମ୍ନାରେ କେବଳ ପରି-ସ୍ରା କରିଦେଇଥିବାରୁ ଏଭଳି ଅଘ-ଟଣ ଘଟାଇଛି ନାବାଳକ। ଏଭଳି ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି, ଉତ୍ତର ପୂର୍ବ ଦିଲ୍ଲୀର ଅମନ ବିହାର ଅଞ୍ଚଳରେ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ୪ ବର୍ଷର ଶିଶୁଟି ଅଜ୍ଞାତବଶତଃ ପଡୋଶୀଙ୍କ ଘର ଆଗରେ ପରି-ସ୍ରା କରିଦେଇଥିଲା। ଏହି କାରଣ ପାଇଁ ମା ସାବିତ୍ରୀ ରାଣାଙ୍କ ସହିତ ତାଙ୍କ ପଡୋଶୀରେ ରହୁଥିବା ପରିବାର ପା-ଟିତୁ-ଣ୍ଡ କରିଥିଲେ। ଏହି ସମୟରେ ଅଭି-ଯୁକ୍ତ ନାବାଳକ ସାବିତ୍ରୀଙ୍କ ସହିତ ଝ-ଗଡ଼ା କରିଥିଲା।

ଘଟ-ଣାସ୍ଥ-ଳରେ ସ୍ଥାନୀୟ ପଡୋଶୀ ଓ ଦୋକାନୀ ମାନେ ଏହି ଛୋଟ କଥା ପାଇଁ କଣ ପାଇଁ ପା-ଟିତୁ-ଣ୍ଡ କରୁଛ କହିବା ସହିତ ଝ-ଗ-ଡ଼ାର ସମାଧାନ କରିଥିଲେ। ଆଉ ପରେ ସବୁକିଛି ଠିକ ଠାକ୍ ହୋଇଯାଇଥିଲା। କିନ୍ତୁ, ଅଗଷ୍ଟ ମାସ ୧୧ ତାରିଖ ଦିନ ରାତି ପ୍ରାୟ ୧୧.୩୦ ମିନିଟ ସମୟରେ ଅଭି-ଯୁକ୍ତ ନାବାଳକ ଘ-ଟାଇଥିଲା ଏଭଳି ବିଭ-ତ୍ସ କା-ଣ୍ଡ।

ଅଭି-ଯୁକ୍ତ ନାବାଳକ ରାତି ୧୧.୩୦ ମିନିଟ ସମୟରେ ହାତରେ ରେଜର ଧରି ସାବିତ୍ରୀଙ୍କ ଘରେ ପହଞ୍ଚିଥିଲା। ସାବିତ୍ରୀ କିଛି ବୁଝିବା ପୂର୍ବରୁ ଅଭି-ଯୁକ୍ତ ନାବାଳକ ତାଙ୍କୁ ଆକ୍ର-ମଣ ଆରମ୍ଭ କରିଦେଇଥିଲା। ରେଜରରେ ଅଭି-ଯୁକ୍ତ ସାବିତ୍ରୀଙ୍କ ଶରୀରର ଏକାଧିକ ଅଂଶକୁ କା-ଟି ପକାଇବା ସହିତ ତାଙ୍କୁ ମା-ଡ ମା-ରିଥିଲା। ଘଟ-ଣାସ୍ଥ-ଳରୁ ସାବିତ୍ରୀଙ୍କୁ ଗୁରୁ-ତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ, ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା ବୋଲି ପୋ-ଲି-ସ କହିଛି। ଘ-ଟ-ଣା ପରେ ପୋ-ଲିସ ଅଭି-ଯୁକ୍ତ ନାବାଳକକୁ ଅଟକ ରଖି ତ-ଦନ୍ତ ଆରମ୍ଭ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *