ସ୍ତ୍ରୀ ରାଗି ଯାଇ ବାପ ଘରକୁ ଚାଲିଗଲେ, ସ୍ୱାମୀ ଜୀବନ୍ତ ଝିଅକୁ କଫନରେ ରଖି ଫୋଟ ପତ୍ନୀଙ୍କୁ ପଠାଇଲେ…ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା

ପତ୍ନୀ ଯେତେବେଳେ ରାଗି ବାପଘରକୁ ଚାଲିଯାନ୍ତି ସେତେବେଳେ ମନେଇବା ବହୁତ କଷ୍ଟ ହୋଇଥାଏ। ଏମିତିରେ ପତ୍ନୀଙ୍କୁ ଘରକୁ ଆଣିବା ପାଇଁ ସ୍ଵାମୀ ଅନେକ ପ୍ରକାର ଚେଷ୍ଟା କରନ୍ତି। ଅନେକ ପ୍ରକାରର ଭୁଲ ମାଗନ୍ତି ତୋ ଆଉ କେହି ରୋମାଣ୍ଟିକ ଅନ୍ଦାଜରେ ସ୍ତ୍ରୀଙ୍କୁ ମନାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ମୁମ୍ବାଇରେ ଜଣେ ସ୍ଵାମୀ ବାପ ଘରକୁ ଗଲେ ସ୍ତ୍ରୀକୁ ଆଣିବା ପାଇଁ କିନ୍ତୁ ନିଜ ପିଲାର ମିଛ ମୃ-ତ୍ୟୁ କାହାଣୀ ରଚିଦେଲେ। ଏହି କାମ ପାଇଁ ସେ ଏମିତି ହରକତ କରିଲେ ପିଲାର ଜୀବନ ସତରେ ଯାଉ ଯାଉ ବଞ୍ଚିଲା।

ପ୍ରଥମେ ସ୍ଵାମୀ ନିଜର ବଞ୍ଚିଥିବା ଝିଅର ଶରୀରକୁ କଫନରେ ଭର୍ତ୍ତି କରିଦେଲେ। ଏତିକି ନୁହେଁ ସେ ପୁଅ ଉପରେ ମାଳ ଚଢାଇ ଆଖ ପାଖରେ ଧୂପ ମଧ୍ୟ ଲଗାଇଦେଲେ। ଏହାପରେ ସେ ପୁଅର ଏକ ଫୋଟ ଉଠାଇ ନିଜର ସ୍ତ୍ରୀଙ୍କୁ ପଠାଇଦେଲେ। ବ୍ୟକ୍ତି ଭାବିଲେ ପୁଅକୁ ମୃ-ତ୍ୟୁ ଦେଖି ତାଙ୍କର ସ୍ତ୍ରୀ ବାପ ଘରୁ ଦୌଡି ଚାଲିଆସିବେ।

ସେତେବେଳେ ସୀମା ଅତିକ୍ରମ କରିଗଲା ଯେତେବେଳେ ତାଙ୍କର ସ୍ଵାମୀ ନିଜର ଝିଅକୁ ପଙ୍ଖାରେ ଝୁଲାଇବାକୁ ଚାହିଁଲେ। କିନ୍ତୁ ଝିଅ ଚାଲାକ ଥିବାରୁ ସେ ରକ୍ଷା ପାଇଗଲା। ଆ-ରୋ-ପୀ ବ୍ୟକ୍ତି ଝିଅ ବେକରେ ଏକ ଫନ୍ଦା ପକାଇଥିଲେ। ଏହା ପରେ ସେହି ଫନ୍ଦାକୁ ପଙ୍ଖାରେ ବାନ୍ଧିଦେଲେ। ଝିଅକୁ ବାଲଟି ଉପରେ ଛିଡା କରିଲେ ଓ ବାଲଟିକୁ ବାହାର କରିଦେଲେ। ଝିଅ ଠିକ ସମୟରେ ଚିଲାଇଦେଲେ ଓ ପଡୋଶୀ ଶବ୍ଦ ଶୁଣି ଆସିଗଲେ ଓ ଝିଅକୁ ବଞ୍ଚାଇନେଲେ।

ଆ-ରୋ-ପୀ ପିତା ଘରୁ ପଳାଇବବାକୁ ଚେଷ୍ଟା କରୁଥିଲା କିନ୍ତୁ ପଡୋଶୀ ତାକୁ ଧରିନେଲେ। ଏହାପରେ ପୋଲିସକୁ ସୂଚନା ଦେଲେ। ପୋ-ଲି-ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଲା ଓ ଆ-ରୋ-ପୀ ପିତାଙ୍କୁ ଗିରଫ କରି ନେଇଗଲା। ଏହି ସମ୍ପୂର୍ଣ ମାମଲା ମୁମ୍ବାଇର କୁରାର ପୋଲିସ ଷ୍ଟେସନ ଅଞ୍ଚଳର ଅଟେ। ଘଟଣା ଗତ ଶନିବାର ଦିନର ବୋଲି କୁହାଯାଉଛି। ଆ-ରୋ-ପୀ-ଙ୍କ ପରିଚୟ ସୂଚିତ ଗୌଡ ରୂପରେ ହୋଇଛି।

ପୋଲିସ ଯେତେବେଳେ ଆରୋପୀଙ୍କୁ ଧରିଲା ସେତେବେଳେ ସେ ନିଶାରେ ଥିଲେ। ଆଖ-ପାଖ ପଡୋଶୀ କହିଲେକି ଆରୋପୀ ନିଶା କରୁଥିଲେ। ସେ ନିଶା କରି ଆସି ସ୍ତ୍ରୀ ସହ ଝଗଡା କରନ୍ତି। ତାଙ୍କର ସ୍ତ୍ରୀ ଏହି କଥାରେ ବିରକ୍ତ ହୋଇ ବାପ ଘରକୁ ଚାଲିଯାଇଥିଲେ। ସେ ନିଜ ସହିତ ନିଜର ପିଲାକୁ ମଧ୍ୟ ବାପ ଘରକୁ ନେଇଯାଇଥିଲେ। ତାଙ୍କର ସ୍ଵାମୀ ତାଙ୍କ ଶ୍ଵଶୁର ଘରକୁ ଯାଇ ଝିଅକୁ ମନେଇକି ନିଜ ସାଥିରେ ନେଇ ଆସିଥିଲେ।

ପୋଲିସ ଆରୋପୀଙ୍କୁ ଅଦାଲତରେ ହାଜିର କରିଲେ। ପୋଲିସର କହିବା କଥା ଯଦି ପିଲା ଠିକ ସମୟରେ ଚିଲାଇଦେଲା ଓ ପଡୋଶୀଙ୍କ କାରଣରୁ ଜୀବନ ବଞ୍ଚିଗଲା। ଆରୋପୀ ନିଶାରେ ଥିଲା ସେଥିପାଇଁ ପିଲା ସହ କିଛି ବି ମଧ୍ୟ ହୋଇପାରିଥାନ୍ତା।

ଏହି ସମ୍ପୂର୍ଣ ମାମଲା ନିଜ ନିଜ ମଧ୍ୟରେ ଆଶ୍ଚର୍ଯ୍ୟକର ଅଟେ। ରାଗି ଯାଇଥିବା ସ୍ତ୍ରୀକୁ ଘରକୁ ଡାକିବା ପାଇଁ ଏହିପରି ଉପାୟ ବୋଧେ କେହି କରିନଥିବେ। ସ୍ଵାମୀ ନିଶାରେ ଥିବା କାରଣରୁ ଏହିସବୁରେ ରିସ୍କ ଥିଲା। ସେ ମଦ ନିଶାରେ କିଛି ବି କରିପାରିଥାନ୍ତା। ବର୍ତ୍ତମାନ ଏହି ମାମଲା ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକଙ୍କ କହିବା କଥାକି ଏହିଭଳି ମଦୁଆ ଓ ପାଗଳ ସ୍ଵାମୀଙ୍କ ଠାରୁ ଭଲ ହେଉଛି ଜୀବନସାରା ଏକା ରହିବା।

Leave a Reply

Your email address will not be published. Required fields are marked *