ତାଲିବାନ ୧୨ ବର୍ଷର ଉର୍ଦ୍ଧ୍ବ ଝିଅଙ୍କୁ ଯୌ-ନଦାସୀ କରିବା ପାଇଁ ଘର ଘର ବୁଲୁଛନ୍ତି

ଆଫଗାନିସ୍ତାନରେ ତାଲିବାନ ଆ-ତ-ଙ୍କବାଦୀମାନେ ଆ-ତଙ୍କ ଖେଳାଇଛନ୍ତି। ଏବେ ଆ-ତ-ଙ୍କବାଦୀ ମାନେ ଘର ଘର ବୁଲି ୧୨ ବର୍ଷରୁ ଊର୍ଦ୍ଧ୍ବ ଝିଅମାନଙ୍କୁ ଧରିନେଇ ଜବ-ରଦ-ସ୍ତ ସେମାନଙ୍କ ସହିତ ବିବାହ କରିବା ସହିତ ସେମାନଙ୍କୁ ଯୌ-ନଦାସୀ କରି ରଖୁଛନ୍ତି। ଏକ ରି-ପୋର୍ଟ ଅନୁଯାୟୀ, ତାଲିବାନର କମାଣ୍ଡରମାନେ କେତେକ ପ୍ର‌ାଦେଶିକ ରାଜଧାନୀ ଦ-ଖଲ କରିବା ପରେ ସେଠାକାର ସ୍ଥାନୀୟ ଇମାମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେହି ଅଞ୍ଚଳର ୧୨ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ଅବିବାହିତ ଝିଅଙ୍କର ତାଲିକା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ସୈ-ନିକମାନେ ଏହି ଅବିବାହିତା ମାନଙ୍କୁ ବିବାହ କରିବେ। କାରଣ, ସେମାନେ ଏମାନଙ୍କୁ ଖାନିମତ ବା ଯୁ-ଦ୍ଧରେ ବିଜୟ କରିଛନ୍ତି ବୋଲି ଭାବନ୍ତି।

Google

ତାଲିବାନର ଆ-ତ-ଙ୍କବାଦୀ ମାନେ ଏହି ଝିଅମାନଙ୍କୁ ପରସ୍ପର ମଧ୍ୟରେ ବାଣ୍ଟିବେ ଏବଂ ସେମାନଙ୍କୁ ପୁରସ୍କାର ରୂପରେ ଗ୍ରହଣ କରିବେ। ତାଲିବାନ କମାଣ୍ଡରମାନଙ୍କ ଆ-ଦେଶ ଅନୁସାରେ, ବର୍ତ୍ତମାନ ତାଲିବାନ ଆ-ତ-ଙ୍କବାଦୀମାନେ ଘର ଘର ବୁଲି ନିଜର ପୁରସ୍କାର ଜାହିର କରୁଛନ୍ତି। ଜିହାଦିମାନେ ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କର ଆଲଣା ଚେ-କ କରୁଛନ୍ତି। ସେଥିରୁ ସେମାନେ ସେହି ଘରେ ଥିବା ଝିଅମାନଙ୍କର ବୟସ ଆକ-ଳନ କରୁଛନ୍ତି। ଆଉ ପରେ ସେହି ଝିଅମାନଙ୍କୁ କେଉଁଠାରେ ଲୁ-ଚାଇ ରଖିଥିଲେ ମଧ୍ୟ ସେମାନଙ୍କୁ ବାହାରକରି ଘୋଷାରି ଘୋଷାରି ନେଇ ଯୌ-ନଦାସୀ କରୁଛନ୍ତି। ତାଲିବାନ ଆ-ତ-ଙ୍କବାଦୀଙ୍କର ଏହିଭଳି ବର୍ବ-ରତା କା-ଣ୍ଡ ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆ-ତଙ୍କ ଖେଳି ହୋଇରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *