ଝିଅ ସହ ଡେଟିଂରେ ହେଲା ଝ-ଗ-ଡା, ପୁଅ ନିଜେ ନିଜର ବିଲ ଦେଇ ଚାଲି ଆସିଲା,ଆଉ ତା ପରେ.ଜାଣନ୍ତୁ ପୁରା ଘଟଣା

ଏକ ବ୍ୟକ୍ତି ନିଜର ମହିଳା ମିତ୍ରଙ୍କୁ ହୋଟେଲ ନେଇ ଗଲେ। ହୋଟେଲରେ ସେ ଖାଇବା ଅର୍ଡର ଦେଲେ ଓ ସାଥିରେ ବସି ଭୋଜନ କରିଲେ। କିନ୍ତୁ ଏଠାରେ କିଛି ଏମିତି ହୋଇଛି ଯେଉଁଠି ବ୍ୟକ୍ତି ଓ ମହିଳା ମିତ୍ରଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଗଲା। ଏହାପରେ ବ୍ୟକ୍ତିଜଣକ ରାଗିଯାଇ ଓ ନିଜର ବିଲ ଦେଇ ମହିଳା ମିତ୍ରଙ୍କୁ ଛାଡି ହୋଟେଲରୁ ଚାଲିଗଲେ। ଆସନ୍ତୁ ଜାଣିବା କାହିଁକି ସେ ରାଗିଥିଲେ…?

ବ୍ରିଟେନର ଜଣେ ବ୍ୟକ୍ତି ଏକ ଝିଅ ସହ ତାଙ୍କର ଡେଟିଙ୍ଗର ଅନୁଭବ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଲେ। ସେ ଖୁଲାସା କରିଲେକି ତାଙ୍କର ମହିଳା ମିତ୍ର “ଏତେ ଅପ୍ରିୟ” ଥିଲେକି ସେ ତାଙ୍କୁ ପୁନର୍ବାର ଦେଖିବାକୁ ଚାହାନ୍ତି ନାହିଁ।

ବ୍ୟକ୍ତିମଧ୍ୟ ଏହା କହିଲେକି ସେ ତାଙ୍କ ଡେଟରୁ ଏତେ ଅସନ୍ତୁଷ୍ଟ ଥିଲେକି ସେ ନିଷ୍ପତ୍ତି ନେଲେକି ସେ ଝିଅର ବିଲ ଦେବେ ନାହିଁ। ସେଥିପାଇଁ ସେ ନିଜର ପେମେଣ୍ଟ କରିଲେ ଓ ହୋଟେଲରୁ ପଳାଇଗଲେ।

ବ୍ୟକ୍ତିଜଣକ ନିଜର ପୋଷ୍ଟରେ ଲେଖିଲେକି “ନିକଟ ଅତୀତରେ ଝିଅ ସହିତ ଦ୍ଵିତୀୟ ଡେଟରେ ଯାଇଥିଲେ। ଆମେ ଥରେ ଭେଟିଥିଲୁ ଓ ନିଜର ପ୍ରଥମ ଡେଟରେ ଡ୍ରିଂକ ନେଇଥିଲୁ କିନ୍ତୁ ଏହା ଭଲ ନଥିଲା। ଅନ୍ତରେ ମୋତେ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେବାକୁ ପଡିଲା।”

ବ୍ୟକ୍ତିଜଣକ କହିଲେକି “ଆମର ଡେଟ ବହୁତ ଖରାପ ଥିଲା। ଝିଅ ୨୦ ମିନିଟ ବିଳମ୍ବ ଥିଲେ। ସେ ରାଗି ଯାଉଥିଲେ। ୱେଟର୍ସଙ୍କ ସହିତ ବ୍ୟବହାର ବହୁତ ଖରାପ ଥିଲା, ସେ ହୋଟେଲରୁ ନେଇ ଡିନର ପର୍ଯ୍ଯନ୍ତ ମୋର ବେଶଭୁଷା ଓ ବ୍ୟବହାର ବିଷୟରେ ଅଭିଯୋଗ କରିବାକୁ ଲାଗିଲେ।”

“ଯେତେବେଳେ ବିଲ ଆସିଲା ସେତେବେଳେ ମୁଁ ନିଷ୍ପତ୍ତି ନେଲିକି ମୋତେ ଆଉ ଦ୍ଵିତୀୟ ଥର ଭେଟିବା ଉଚିତ ନୁହେଁ, ସେଥିପାଇଁ ୱେଟର ଯେତେବେଳେ ବିଲ ବିଷୟରେ ପଚାରିଲେ, ସେତେବେଳେ ମୁଁ ଦୁଇଟି ସ୍ଥାନରେ ବିଲ ଦେବାକୁ କହିଇଲି।” ଏହା ଉପରେ ଝିଅ ଜଣକ କହିଲେ,’ତୁମକୁ ମହିଳା ମିତ୍ରଙ୍କ ସହ କଥାବାର୍ତ୍ତା ହେବାର ତମିଜ ନାହିଁ। କୌଣସି ଝିଅକୁ କେମିତି ସ୍ପେଶାଲ ଅନୁବହବ କରାନ୍ତି ତୁମକୁ ଜଣା ନାହଁ।”

ଝିଅ କହିଲେକି ମୁଁ ନିଜର ପର୍ସ ନେଇ ଆସିନାହିଁ, ସେଥିପାଇଁ ସେ ନିଜର ସାଙ୍ଗକୁ ବିଲ ଦେବାକୁ କହିଲେ। କିନ୍ତୁ ବ୍ୟକ୍ତି ବିଲ ପେମେଣ୍ଟ କରିଲେ ନାହିଁ। ସେ ଦୁଇଜଣଙ୍କର ଅଲଗା ଅଲଗା ବିଲ ଆଣିଲେ। ନିଜର ବିଲ ଦେବା ପରେ ହୋଟେଲରୁ ଚାଲିଗଲେ। ଦୁଇଜଣ ପରସ୍ପରକୁ ସୋସିଆଲ ସାଇଟରୁ ବ୍ଲକ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *