ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୬୦ ଜଣଙ୍କର ମୃ-ତ୍ୟୁ

ରାଜ୍ୟରେ ଦିନକୁ ଦିନ କରୋନା ଆ-କ୍ରା-ନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୧୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୬୯୫ ଜଣ ଚିହ୍ନଟ ହୋଇଥିବା ସମୟରେ ଲୋକାଲ କେ-ସ ୪୯୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ ୬୦ ଜଣ ଆ-କ୍ରା-ନ୍ତରେ ମୃ-ତ୍ୟୁ ହୋଇଥିବା ସମୟରେ ରାଜ୍ୟରେ ମୋଟ କରୋନାଜନିତ ମୃ-ତ୍ୟୁ ସଂଖ୍ୟା ୬୭୫୭ କୁ ବୃଦ୍ଧି ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲାରୁ ୪୯ ଜଣ,ବାଲେଶ୍ଵର ଜିଲ୍ଲାରୁ ୬୯ ଜଣ,ବରଗଡ଼ ଜିଲ୍ଲାରୁ ୧୦ ଜଣ,ଭଦ୍ରକ ଜିଲ୍ଲାରୁ ୧୫ ଜଣ,ବଲାଙ୍ଗୀର ଜିଲ୍ଲାରୁ ୦୯ ଜଣ,କଟକ ଜିଲ୍ଲାରୁ ୧୬୧ ଜଣ,ଦେବଗଡ ଜିଲ୍ଲାରୁ ୦୫ ଜଣ,ଢେଙ୍କାନାଳ ଜିଲ୍ଲାରୁ ୩୧ ଜଣ,ଗଜପତି ଜିଲ୍ଲାରୁ ୦୨ ଜଣ,ଗଞ୍ଜାମ ଜିଲ୍ଲାରୁ ୧୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୬ ଜଣ,ଯାଜପୁର ଜିଲ୍ଲାରୁ ୫୦ ଜଣ,କନ୍ଧମାଳ ଜିଲ୍ଲାରୁ ୦୪ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨୦ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୪୨୫ ଜଣ,ମାଲକାନଗିରି ଜିଲ୍ଲାରୁ ୦୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ ଜଣ,ନବରଙ୍ଗପୁର ଜିଲ୍ଲାରୁ ୦୨ ଜଣ,ନୟାଗଡ଼ ଜିଲ୍ଲାରୁ ୩୯ ଜଣ,ନୂଆପଡା ଜିଲ୍ଲାରୁ ୦୨ ଜଣ, ପୁରୀ ଜିଲ୍ଲାରୁ ୩୪ ଜଣ,ରାୟଗଡ଼ା ଜିଲ୍ଲାରୁ ୦୯ ଜଣ,ସମ୍ବଲପୁର ଜିଲ୍ଲାରୁ ୧୧ ଜଣ,ସୁନ୍ଦରଗଡ଼ ଜିଲ୍ଲାରୁ ୧୦ ଜଣ,ଷ୍ଟେଟ ପୁଲରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୯୯୨୩୭୫ ଜଣ ଆ-କ୍ରା-ନ୍ତ ଚିହ୍ନଟ ହୋଇଥିବା ସମୟରେ ଜଣ ୯୭୪୭୫୬ ସୁସ୍ଥ ହୋଇସାରିଲାଣି। ୧୦୮୦୯ ଜଣ ଏବେ ବି ଚିକିତ୍ସାଧୀନରେ ଅଛନ୍ତି। ଆଉ ଆଜି ରାଜ୍ୟରେ ୬୦ ଜଣଙ୍କର ମୃ-ତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୬୮୮୮୪୮୭ ଟେଷ୍ଟ ହୋଇସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *