ମାଆ ଝିଅକୁ ବନାଇବାକୁ ଚାହୁଁଥିଲେ ଡାକ୍ତର, କିନ୍ତୁ ସେହି ୧୫ ବର୍ଷୀୟ ଝିଅ କଲା ମା’ର ହ-ତ୍ୟା, ସୃଷ୍ଟି କଲା ଆ-ଶ୍ଚ-ର୍ଯ୍ୟ-ଜନକ କାହାଣୀ

ନେଭି ମୁମ୍ବାଇର ଏକ ୧୫ ବର୍ଷୀୟ ଯୁବତୀ ଏମିତି ଜନ୍ମଦାତ୍ରୀକୁ ଚକମା ଦେଲା ଯେ ଜାଣିକରି ଆ-ଶ୍ଚ-ର୍ଯ୍ୟ ହୋଇଯିବେ | ଯୁବତୀ ପଢାଇକୁ ନେଇ ହୋଇଥିବା ଏକ ବି-ବା-ଦ ପରେ କରାଟେ ବେଲ୍ଟରେ ନିଜ ମାର ଗଳା ଦଵାଇ ହ-ତ୍ୟା କରିଦେଲେ |ଏହାପରେ ମା-ମ-ଲା-କୁ ଆ-ତ୍ମ-ହ-ତ୍ୟା ଦର୍ଶାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପୋ-ଲି-ସ-ର ପଚରାଉଚରାରେ ଯୁବତୀ ସମସ୍ତ ଘଟଣା ବତେଇଲା|

ରବାଲେ ପୋ-ଲି-ସ ଷ୍ଟେସନର ଯାଞ୍ଚ ଅଧିକାରୀ ଦିନେଶ ପାଟିଲ କହିଛନ୍ତି ଯେ ଘଟଣା ୩୦ ଜୁଲାଇର ଅଟେ|ପୋ-ଲି-ସ ଅନୁସାରେ ଯୁବତୀଙ୍କ ପିତାମାତା ତାକୁ ଡାକ୍ତର ବନେଇବାକୁ ଚାହୁଁଥିଲେ|ଏବେ ତାଙ୍କୁ ନିଟ୍ କ୍ଲାସରେ ଆଡ଼ମିଶନ କରିଥିଲେ|କିନ୍ତୁ ଯୁବତୀ ଡାକ୍ତର ବନିବାକୁ ଚାହୁଁ ନଥିଲେ|ଏହାକୁ ନେଇ ତାଙ୍କ ମା ବାପା ମଧ୍ୟରେ ଝ-ଗ-ଡା ହେଉଥିଲା|

ଯୁବତୀ ପୂର୍ବ ମାସରେ ନିଜ ମା ବିରୁଦ୍ଧରେ ପୋଲିସରେ ଅଭିଯୋଗ ଦାୟର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପୋଲିସ ତାଙ୍କ ମାଙ୍କ ସହ ତାଙ୍କ ବାପାକୁ ତଲବ କରିଥିଲେ ଯିଏ ଏକ ପ୍ରାଇଭେଟ କମ୍ପାନୀରେ ସିନିୟର ଇଞ୍ଜିନିୟର ଥିଲେ|ପୋ-ଲି-ସ କାଉସିଲିଙ୍ଗ କରି ଏହି ସମସ୍ୟାର ସମାଧାନ କରିଥିଲା|ଏହାପରେ ୩୦ ଜୁଲାଇ ଦିନ ପଢାକୁ ନେଇ ଘରେ ପୁଣି ବିବାଦ ହୋଇଗଲା ଯେତେବେଳେ ଯୁବତୀ ନିଜ ମାକୁ ଧକ୍କା ଦେଲା ଫଳରେ ଜୋରରେ ଖସି ପଡିଲେ ଓ ଗମ୍ଭୀର ଭାବରେ ଆହତ ହୋଇଗଲେ|

ପରେ ରାଗରେ ଯୁବତୀ ଯୋଜନା ଅନୁସାରେ ନିଜର ଆହତ ମା’କୁ କରାଟେ ବେଲ୍ଟ ଦ୍ଵାରା ଗଳାରେ ଦବାଇଲା|ପୁଣି ମାର ମୋବାଇଲରୁ ନିଜର ଵାପା ଓ ମାମୁଁଙ୍କୁ ମେସେଜ ପଠେଇଲା, ଯେଉଁଥିରେ ଦାବି କରିଥିଲେ ଯେ ତାଙ୍କ ମାଁ ନିଜକୁ ବେଡରୁମ ଭିତରୁ ବନ୍ଦ କରିଥିଲେ|ତେଣୁ ସାଧାରଣ କଥା ଯେ ଅପରାଧକୁ ଆ-ତ୍ମ-ହ-ତ୍ୟା ରୂପ ଦେଖାଇବାକୁ ଏହି ମେସେଜ କରିଥିଲେ|

ଗୋଟିଏ ସପ୍ତାହ ଯାଞ୍ଚ ପରେ ଯୁବତୀଙ୍କ ବିଶ୍ୱାସ ଜିତିବାର ଚେଷ୍ଟା କରିବା ପରେ ମହିଳା କନେଷ୍ଟବଳ ଶେଷରେ ଅପରାଧ ମାନିବାରେ ସକ୍ଷମ ହୋଇଥିଲେ|ପୋଲିସ ଯୁବତୀଙ୍କୁ କଷ୍ଟଡିରେ ନେଇଛନ୍ତି ଓ ଶୀଘ୍ର ଆଗକୁ ନିୟମ ପ୍ରକ୍ରିୟା ପାଇଁ ଜୁଭେନାଇଲ ବୋର୍ଡ ସାମନାରେ ରଖାଯିବ|ଏହି ମାମଲାର ଖୁଲାସା ନେଭି ମୁମ୍ବାଇ ଓ ଆଖପାଖ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଲା|

Leave a Reply

Your email address will not be published. Required fields are marked *