ଭାଉଜଙ୍କୁ ଡ୍ୟାନ୍ସ କରୁଥିବାର ଦେଖି ଡିଆଁ ମାରିଲେ ଦିଅର , ହରିୟାଣୀ ଗୀତରେ ଏମିତି କଲେ ଧମାଲ, ଦେଖନ୍ତୁ ଭିଡିଓ


କୌଣସି ଘରେ ଦେଓର ଓ ଭାଉଜର ଯୋଡି ସବୁଠାରୁ ହିଟ ମନାଯାଏ। ଏହି ସମ୍ପର୍କ ମାତୃତ୍ଵ ଓ ମିଳା-ମିଶା ରହିଥାଏ। ଭାରତୀୟ ବିବାହରେ ଭାଉଜଙ୍କ ଭୂମିକା ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ ଓ ଏମିତିରେ ସେମାନେ ବିବାହର ସବୁ ଦାୟିତ୍ଵ ନିଅନ୍ତି ଏହା ସହିତ ଦେଓରଙ୍କ ସହିତ ବହୁତ ମଜା କରନ୍ତି। ସୋସିଆଲ ମିଡିଆରେ ପ୍ରାୟତଃ ଦେଓର-ଭାଉଜଙ୍କ ଭିଡିଓ ଭାଇରାଲ ହୁଏ। ଏଥିମଧ୍ୟରୁ ଏକ ଭିଡିଓ ୟୁଟୁବରେ ବହୁତ ଦେଖାଯାଇଛି।

ଭାଉଜ ହରିୟାଣୀ ଗୀତରେ ଧମାଲ କରିଲେ:-

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇପାରିବକି ଦୁଇଜଣ ଭାଉଜ ଡାନ୍ସ ଫ୍ଲୋରରେ ଏକ ହରିୟାଣୀ ଗୀତରେ ଡାନ୍ସ କରୁଛନ୍ତି। ଦେଓର ସେଠାରେ ପହଞ୍ଚିଯାନ୍ତି ଓ ଡାନ୍ସ କରିବାକୁ ଲାଗନ୍ତି। ୟୁଟୁବରେ ଏହି ଭିଡିଓକୁ ଦୁଇବର୍ଷ ପୂର୍ବେ ଅପଲୋଡ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ମଧ୍ୟ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।

ଦେଖନ୍ତୁ ଭିଡିଓ:-

ଦେଓର ମଧ୍ୟ ଭାଉଜଙ୍କ ସହିତ ନାଚିବାକୁ ଲାଗିଲେ:-

ଏହି ଭିଡିଓରେ ଦୁଇଜଣ ଭାଉଜ ଏହି ଅନ୍ଦାଜରେ ଡାନ୍ସ କରିଲେ, ଯାହାକୁ ଦେଖିବା ପରେ କାହାରିବି ମଧ୍ୟ ନାଚିବାକୁ ଇଚ୍ଛା ହେବ। ଡିଜେ ଫ୍ଲୋରରେ ଡାନ୍ସ କରୁଥିବାର ଭାଉଜଙ୍କ ସହ ଦେଓର ମଧ୍ୟ ଜବରଦସ୍ତ ଠୁମକା ଲଗାଉଛି। ଭାଇରାଲ ହେଉଥିବା ଏହି ଭିଡିଓକୁ ୟୁଟୁବରେ ପାଖାପାଖି ୧୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

Leave a Reply

Your email address will not be published. Required fields are marked *