ପୁଣି ଆଉ ଏକ ଅମାନବିକତା : ଜଣେ ୬ ବର୍ଷର ନିରୀହ ଶିଶୁକୁ ବ-ଳା-ତ୍କା-ର,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି,ଜାଣନ୍ତୁ ପୁରା ଘଟଣା

ଦିଲ୍ଲୀରୁ ଆଉ ଏକ ନିରୀହ ଶିଶୁ ସହିତ ବ-ଳା-ତ୍କା-ର ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ମୟୁର ବିବାର ଥାନା କ୍ଷେତ୍ରରେ ଏକ 6 ବର୍ଷର ନିରୀହ ଶିଶୁ ସହିତ ଘୃଣ୍ୟ ଘଟଣା ଘଟିଛି। ରେ-ପ କରିଥିବା ବ୍ୟକ୍ତି ଶିଶୁଟିର ପଡୋଶୀ ଥିଲା।

ପିଲାଟିର ଅବସ୍ଥା ବହୁତ ଗମ୍ଭୀର:-

ଦିଲ୍ଲୀ ପୋଲିସକୁ ଦ୍ବିପ୍ରହର 11 ଘଟିକା ସମୟରେ ଏକ କଲ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଏକ 6 ବର୍ଷର କନ୍ୟା ଶିଶୁକୁ ହସ୍ପିଟାଲରେ ଗମ୍ଭୀର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଯେବେ ପିଲାଟିର ମେଡିକାଲ ରିପୋର୍ଟ ସାମ୍ନାକୁ ଆସିଥିଲା ସେତେବେଳେ ଜଣାପଡିଥିଲା ଛୁଆଟି ସହିତ ରେପ ହୋଇଛି। ଘଟଣାଟି ତ୍ରିଲୋକପୁରୀ ଅଞ୍ଚଳର ଅଟେ। ବର୍ତ୍ତମାନ ପୋ-ଲି-ସ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି ଓ ପିଲାଟିକୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

9 ବର୍ଷର ଝିଅଟି ସହିତ ରେ-ପ ପରେ ହ-ତ୍ୟା:-

ଏହାପୂର୍ବରୁ ଅଗଷ୍ଟ 1 ତାରିଖରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ ଓଲଡ଼ ନାଙ୍ଗଲ ଗ୍ରାମର ଶ୍ମଶାନ ଘାଟର ଚାରିଜଣ କର୍ମଚାରୀଙ୍କ ଦ୍ଵାରା ଜଣେ 9 ବର୍ଷର ବାଳିକା ସହିତ କଥିତ ଆଧାରରେ ରେ-ପ ଓ ହ-ତ୍ୟା କରାଯାଇଥିବାର ମାମଲା ସାମ୍ନାକୁ ଆସିଥିଲା। ପୋଲିସ ଏହି ମାମଲାରେ ଚାରିଜଣ ଆରୋପୀଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *