ଆଜିଠାରୁ ଦଶମ ଅଫଲାଇନ ମୂଲ୍ୟାୟନ ଆରମ୍ଭ

ଆଜିଠାରୁ ମାଟ୍ରିକ ପରୀକ୍ଷାର ଅଫଲାଇନ ମୂଲ୍ୟାୟନ। ଏହି ଅଫଲାଇନ ମୂଲ୍ୟାୟନ ୩ ଦିନରେ ସମାପ୍ତ ହେବ। ରାଜ୍ୟର ୭ ଟି ଜିଲ୍ଲାର ୯ ଟି କେନ୍ଦ୍ରରେ ଖାତା ଦେଖାଯିବ। କଟକ ଜିଲ୍ଳା,ଢେଙ୍କାନାଳ ଜିଲ୍ଳା,ଯାଜପୁର ଜିଲ୍ଲା,କେନ୍ଦ୍ରାପଡ଼ା ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା,ନୟାଗଡ ଜିଲ୍ଲା ଏବଂ ପୁରୀ ଜିଲ୍ଲାରେ ଖାତା ଦେଖା ହେବ। କୋଭିଡ ଗାଇଡ ଲାଇନ ଅନୁସାରେ ୧୫ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ଖାତା ଦେଖାରେ ସାମିଲ କରାଯିବ।

Google

ଏଥିସହିତ ରାଜ୍ୟର ୧୫ ହଜାର ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଅଫଲାଇନ ମାଧ୍ୟମରେ ଦେଇଛନ୍ତି। ଅଗଷ୍ଟ ମାସ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ତରଫରୁ ଆଶା କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *