ମାଡି ଆସୁଛି ନୂଆ ବି-ପଦ : ମାରା-ତ୍ମକ ହେଉଛି ମାରବର୍ଗ ଭାଇରସ

ଦୁନିଆରେ କରୋନା ମହାମାରୀ ପାଇଁ ଭ-ୟାଭ-ୟ ରହିଥିବା ସମୟରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ବି-ପଦ। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ମାରା-ତ୍ମକ ମାରବର୍ଗ ଭାଇରସର ପ୍ରଥମ ମା-ମ-ଲା ଦେଖିବାକୁ ମିଳିଛି। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଏହି ଭାଇରସ ଇବୋଲା ଏବଂ କରୋନା ଅପେକ୍ଷା ଅଧିକ ବିପ-ଜ୍ଜନକ ବୋଲି ବିବେଚନା କରାଯାଉଛି। ଏହା ପଶୁମାନଙ୍କ ପାଖରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏହିଭଳି ପରିସ୍ଥିତିରେ ଗିନିର ଲୋକଙ୍କ ପାଖରେ ଆ-ତଙ୍କ ଖେଳି ରହିଛି।

WHO ର ସୂଚନା ଅନୁଯାୟୀ, ଏହି ଭାଇରସ ବାଦୁଡିଙ୍କ ଦ୍ୱାରା ସଂକ୍ରମିତ ହେଉଛି। ଏହାର ମୃ-ତ୍ୟୁ ହାରାହାରି ୮୮ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ଅଗଷ୍ଟ ୨ ତାରିଖରେ ଦକ୍ଷିଣ ଗୁଏକେଡୋ ପ୍ରଦେଶରେ ଜଣେ ରୋଗୀର ମୃ-ତ୍ୟୁ ଘ-ଟିଥିଲା। ସେହି ରୋଗୀଙ୍କ ପାଖରେ ଏହି ଭାଇରସର ନମୁନା ଦେଖିବାକୁ ମିଳିଥିଲା। ସେହି ବ୍ୟକ୍ତିଙ୍କର ପୋ-ଷ୍ଟମ-ର୍ଟମ ରି-ପୋ-ର୍ଟରେ ଇବୋଲା ଭାଇରସ ମିଳିନଥିଲା। କିନ୍ତୁ, ତାଙ୍କ ପାଖରେ ମାରବର୍ଗ ଭାଇରସ ମିଳିଥିଲା।

ଆଫ୍ରିକା ପାଇଁ WHO ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମାତ୍ଶିଡିଶୋ ମୋଏଟି କହିଛନ୍ତି ଯେ, ମାରବର୍ଗ ଭାଇରସର ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ କେବଳ ଏହାର ଟ୍ରାକରେ ହିଁ ରୋକ ଦେବାକୁ ପଡ଼ିବ।

ଗିନିରେ ମାରବର୍ଗ ଭାଇରସ ସେହି ସମୟରେ ଚିହ୍ନଟ କରାଯାଇଥିଲା, ଯେଉଁ ସମୟରେ ଦୁଇ ମାସ ପୂର୍ବରୁ WHO ଇବୋଲା ଭାଇରସର ସଂକ୍ରମଣ ଶେଷ ହେବାର ଘୋଷଣା କରିଥିଲା। ଗତ ବର୍ଷ ଇବୋଲା ଭାଇରସ ଗିନିରେ ଆରମ୍ଭ ହୋଇଥିଲା। ଆଉ ୧୨ ଜଣ ଏହି ଭାଇରସ କାରଣରୁ ପ୍ରା-ଣ ହରାଇଥିଲେ। ଏଥିସହିତ WHO କହିଛି ଯେ, ଏହାର ବି-ପଦ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ଏହାର ପ୍ରଭାବ କମ ଅଟେ।

ମୋଏଟିଙ୍କ କହିବା ଅନୁଯାୟୀ, ଆମେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ କାମ କରୁଛୁ। ଯାହାଦ୍ବାରା ଇବୋଲା ଭାଇରସ ପ୍ରବନ୍ଧନରେ ଗିନିର ପୂର୍ବ ଅଭିଜ୍ଞତା ଏବଂ ବିଶେଷଜ୍ଞ ଆଧାରରେ ଏହି ଭାଇରସ ଉପରେ ପ୍ର-ତିବ-ନ୍ଧକ ଲଗାଯାଇ ପାରିବ। ଗିନି ସରକାର ମଧ୍ୟ ଏକ ବିବୃତ୍ତିରେ ମାରବର୍ଗ ମା-ମ-ଲାକୁ ନିଶ୍ଚିତ କରିଛନ୍ତି।

WHO ର କହିବା ଅନୁଯାୟୀ, ଥରେ ଜଣେ ବ୍ୟକ୍ତି ଏହି ଭାଇରସର ସଂସ୍ପର୍ଶରେ ଆସିବା ପରେ ଶରୀରରୁ ବାହାରୁଥିବା ତରଳ ପଦାର୍ଥ ବିଭିନ୍ନ ସାମଗ୍ରୀର ସଂସ୍ପର୍ଶରେ ଆସିଲା ପରେ ବ୍ୟକ୍ତିଙ୍କୁ ଏତେ ସଂକ୍ରମିତ କରିଦିଏ ଯେ, ବ୍ୟକ୍ତିଙ୍କର ଠିକ ସମୟରେ ଚିକିତ୍ସା ନ କରିଲେ ବ୍ୟକ୍ତିର ମୃ-ତ୍ୟୁ ହେବାର ସମ୍ଭାବନା ରହିଥାଏ।

Leave a Reply

Your email address will not be published. Required fields are marked *