ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(AAI) ରେ ଖାଲି ରହିଛି ସିନିଅର ଆସିଷ୍ଟାଣ୍ଟ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(AAI) ରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। AAI ସିନିଅର ଆସିଷ୍ଟାଣ୍ଟ ପଦବୀ ଖାଲିପଡ଼ିଛି। ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବା ପାଇଁ AAIର ଅଧିକାରକ ୱେବସାଇଟ aai.aero କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ମାସ ୩୧ ତାରିଖ।

ଏହା ବ୍ୟତୀତ ଯୋଗ୍ୟ ପ୍ରାର୍ଥୀ ସିଧାସଳଖ ଲିଙ୍କ https://www.aai.aero/sites/default/files/examdashboard_advertisement ରେ କ୍ଲିକ କରି ଆବେଦନ ମଧ୍ୟ କରିପାରିବେ। ଏହା ସହିତ ଲିଙ୍କ https://www.aai.aero/sites/default/files/examdashboard_advertisement/Deptt.%20Exam.pdf ଜରିଆରେ ଏହି ପଦବୀ ସମ୍ପର୍କରେ ସମସ୍ତ ତଥ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୨୯

ସିନିଅର ଆସିଷ୍ଟାଣ୍ଟ: ୧୪

ସିନିଅର ଆସିଷ୍ଟାଣ୍ଟ (ଫାଇନାନ୍ସ): ୬

ସିନିଅର ଆସିଷ୍ଟାଣ୍ଟ (ଇଲେକଟ୍ରନିକ୍ସ): ୯

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.