Virus ଠାରୁ ଆରମ୍ଭ କରି Google ପର୍ଯ୍ୟନ୍ତ,ଏହିସବୁ ଜିନିଷର ଫୁଲଫର୍ମ ବିଷୟରେ ଆପଣ ଜାଣନ୍ତି କି? ଜାଣନ୍ତୁ ଏଠାରେ

ମୋବାଇଲ, ଲାପଟପ ଓ ଡେସ୍କଟପରେ ଇଣ୍ଟରନେଟ କନେକ୍ସନ ପାଇଁ ୱାଇଫାଇ ବ୍ୟବହାର କରାଯାଇଥାଏ। ଏହାର ଫୁଲଫର୍ମ ଓୟାରଲେସ ଫେଡ଼ିଲିଟି ହୋଇଥାଏ।

ସାଧାରଣତଃ ଆମେ ଶୁଣିଛେ କି ମୋବାଇଲ, ଲାପଟପରେ ଭାଇରସ ରହିଥାଏ। ଏତିକି ମଧ୍ୟ ନୁହେଁ, ଆମେ ଆମର ଜୀବନରେ ନାନାପ୍ରକାରର ଭାଇରସ ବିଷୟରେ ଶୁଣିଛେ କିନ୍ତୁ ଆମେ ଏହାର ଫୁଲଫର୍ମ ଜାଣିନାହେଁ। Virus ର ଫୁଲଫର୍ମ ଭାଇଟାଲ ଇଂଫରମେସନ ରିସୋରସେସ ଅଣ୍ଡର ସିଜ ହୋଇଥା

ଡେସ୍କଟପ ହେଉ କିମ୍ବା ଲାପଟପ ଆମକୁ କୌଣସି ବି ଇନପୁଟକୁ ମଦରବୋର୍ଡ ସହିତ ଯୋଡିବା ପାଇଁ ଇନପୁଟ ଡିଭାଇସର ଆବଶ୍ୟକତା ରହିଥାଏ। ମାଉସ, କି ବୋର୍ଡ ଭଳି ଇନପୁଟ ଡିଭାଇସକୁ ୟୁଏସବି ସହିତ ଯୋଡ଼ା ଯାଇଥାଏ। USB ର ଫୁଲଫର୍ମ ୟୁନିଭର୍ସଲ ସିରିୟଲ ବସ ହୋଇଥାଏ।

ଇଲେକ୍ଟ୍ରୋନିକ ଦୋକାନରେ ଯେତେବେଳେ ଟିଭି କିଣିବାକୁ ଯାଇଥାନ୍ତି। ସେଠାରେ LCD ରହିଥାଏ ଓ ଆମେ ଏହାର ଅର୍ଥ ଜାଣି ନଥାନ୍ତି ଏହାର ଅର୍ଥ ହୋଇଥାଏ ଲିକୁଇଡ଼ କ୍ରିଷ୍ଟାଲ ଡ଼ିସପ୍ଲେ।

Google ର ଫୁଲଫର୍ମ:-

ଅଧିକାରୀ ଭାବରେ ଏହାର କୌଣସି ଫୁଲଫର୍ମ ରହିନଥାଏ କିନ୍ତୁ ଗୁଗଲକୁ ବର୍ଣ୍ଣନା କରିବା ପାଇଁ ଗ୍ଲୋବାଲ ଅର୍ଗାନାଇଜେସନ ଅଫ ଓରିଏଣ୍ଟଡ଼ ଲାଙ୍ଗୁଏଜ ଅଫ ଆର୍ଥ କୁହାଯାଇଥାଏ। Google ଶବ୍ଦର ଅର୍ଥ ଏହା ହିଁ ହୋଇଥାଏ।

Leave a Reply

Your email address will not be published. Required fields are marked *