ମହିଳାଙ୍କର ନାହିଁ ଗୋଟିଏ ଗୋଡ,ତଥାପି କାମ ଏପରି ଭାବରେ କରିଥାନ୍ତି ଆପଣ ଜାଣିଲେ ଖୁସିରେ ତାଳି ମାରିବେ

ଉପରେ ଯେଉଁ ଫଟୋ ଦେଖାଯାଉଛି, ଏଥିରେ ରହିଥିବା ମହିଳାଙ୍କ ନାମ ଆମି ବ୍ରେମ,ଯିଏ ଦିବ୍ୟାଙ୍ଗ ଅଟନ୍ତି|ଛୋଟବେଳୁ ହିଁ ତାଙ୍କର ଗୋଟିଏ ଗୋଡ ରହିଛି|କିନ୍ତୁ ସେ ଏହି ଦୁଃଖ ସହ ବଡ ହୋଇ ନାହାଁନ୍ତି ଅନ୍ୟଥା ସେ ନିଜକୁ ମଜବୁତ ବନାଇଛନ୍ତି ଓ ଦୁନିଆକୁ ଦେଖେଇଛନ୍ତି ଯେ ଗୋଡରେ କିଛି ନଥାଏ,ଚାଲିବା ଲୋକ ହିମ୍ମତରେ ଚାଲି ଆଗକୁ ବଢ଼ିଥାଏ|

ଏମିର ଏହି ଭିଡିଓ ବହୁତ ଭାଇରାଲ ହେଉଛି|ଏଥିରେ ସେ ଭାରତ୍ତୋଳନ କରିବା ଚାହୁଁଛନ୍ତି କିନ୍ତୁ ସେ ଯେମିତି ଓଜନ ଉଠାଉଛନ୍ତି ତାଙ୍କ ଦ୍ଵାରା ଏହା ହୋଇପାରୁନାହିଁ|ସେ ପୁଣି ଆଉଥରେ ଚେଷ୍ଟାକରୁଛନ୍ତି କିନ୍ତୁ ସେ ପୁଣି ଉଠେଇ ପାରୁନଥିଲେ|ସେ କାନ୍ଦିଲେ କିନ୍ତୁ ହାର ମାନିଲେ ନାହିଁ ସେ ପୁଣିଥରେ ତାକୁ ଉଠେଇଲେ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Amy Bream (@onelegtostandon)

ଏହି ଭିଡିଓର କ୍ୟାପ୍ସନରେ ସେ ଏହି ତଥ୍ୟ ଦେଲେ ଯେ ତାଙ୍କ କୋଚ ତାଙ୍କୁ କହିଥିଲେ ଯେ ତାଙ୍କୁ ଯେତେବେଳେ ପର୍ଯ୍ୟନ୍ତ ନିଜ ଉପରେ ବିଶ୍ବାସ ହେବନାହିଁ ସେପର୍ଯ୍ୟନ୍ତ ଏହି କାମ ସଫଳ ହେବନାହିଁ|ସେ ଲେଖିଛନ୍ତି ଯେ ଏହା କେବଳ ୱର୍କ ଆଉଟ୍ ସହ ଜଡ଼ିତ ନାହିଁ,ଏହା ନିଜ କଥା ଉପରେ ବିଶ୍ୱାସ କରିବାର ଥିଲା|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Amy Bream (@onelegtostandon)

ଏମି ଗୋଟିଏ ଗୋଡରେ ଡେଇଁ ଥାନ୍ତି|ଏଥିରେ ଆପଣଙ୍କୁ ତାଙ୍କ ସ୍କିପିଙ୍ଗ ରୋପ ସାହାଯ୍ୟରେ ୱର୍କ ଆଉଟ୍ କରୁଥିବା ଦେଖିପାରିବେ|

ନିଜର ଇନଷ୍ଟାରେ ଲୋକଙ୍କୁ ସେ ମୋଟିଭେଟ୍ କରିଥାନ୍ତି|ତାଙ୍କର ମାନିବା କଥା ଯେ ୱର୍କ ଆଉଟ କେବଳ ଶରୀର ଓ ମସ୍ତିସ୍କ ସହ ଜଡ଼ିତ ନାହିଁ|ଏହା ଆପଣଙ୍କ ସହ ଜଡ଼ିତ|ଯେଉଁ ଲୋକ କିଛି ନକରିବାର ବାହାନା କରିଥାନ୍ତି ସେ ତାଙ୍କୁ ଏହି ପୋଷ୍ଟ ଜରିଆରେ କହିଛନ୍ତି ଯେ ପର୍ଯ୍ୟନ୍ତ ନିଜେ ନିଜର ଚଏସ୍ ବନେଇବ ନାହିଁ,କେହି ଆପଣଙ୍କୁ ବତାଇବାକୁ ଆସିବ ନାହିଁ ଯେ ଆପଣଙ୍କୁ କ’ଣ କରିବା ଆବଶ୍ୟକ|

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Amy Bream (@onelegtostandon)

ଏମ୍ମି ନିଜର କମଜୋରୀକୁ ନିଜର ତାକତ ବନାଇଛନ୍ତି|ସେ ନିଜର ଇନଷ୍ଟା ବାୟୋରେ କିଛି ଲେଖିଛନ୍ତି ଯେ ମୁଁ ଛୋଟବେଳୁ ଗୋଟିଏ ଗୋଡ ସହ ଜନ୍ମ ହୋଇଛି ଓ ମୁଁ ଏହା ସମ୍ପର୍କରେ ବହୁତ ଜୋକ୍ସ ମାରେ|

ଏମିକୁ ନୂଆ ଚ୍ୟାଲେଞ୍ଜ ନେବା ବହୁତ ପସନ୍ଦ|ସେ କିକ ବକ୍ସିଂ ମଧ୍ୟ ଶିଖୁଛନ୍ତି|କହିରଖେ ଯେ ଇନଷ୍ଟାରେ ତାଙ୍କୁ ୧ ଲକ୍ଷ ୯ ହଜାର ଲୋକ ଫଲୋ କରିଥାନ୍ତି|

Leave a Reply

Your email address will not be published. Required fields are marked *