Coal Indiaରେ ଖାଲିରହିଛି ୫୮୮ ପଦବୀ, ସେପ୍ଟେମ୍ବର ୯ ତାରିଖ ପର୍ଯ୍ଯନ୍ତ କରିପାରିବେ ଆବେଦନ

Coal Indiaରେ ଚାକିରି କରିବାକୁ ଆଶା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ| ଗେଟ ସ୍କୋରକାର୍ଡ ଆଧାରରେ କୋଲ ଇଣ୍ଡିଆରେ ୫୮୮ ଅଧିକାରୀ(ମ୍ଯାନେଜମେଣ୍ଟ ଟ୍ରେନି) ପଦବୀ ଖାଲିରହିଛି| ଏହି ପଦବୀ ପାଇଁ ଆଜିଠାରୁ(ଅଗଷ୍ଟ ୧୦) ସେପ୍ଟେମ୍ବର ୯ ତାରିଖ ୨୦୨୧ ପର୍ଯ୍ଯନ୍ତ ଅନଲାଇନରେ ଆବେଦନ କରିପାରିବେ| ଏହି ପଦବୀରେ ଭର୍ତି ପାଇଁ କୋଲ ଇଣ୍ଡିଆର ଅଫିସିଆଲ ୱେବସାଇଟ https://www.coalindia.in/career-cil/ କୁ ଯାଇ ସମସ୍ତ ସୂଚନା ସମ୍ପର୍କରେ ଜାଣିପାରିବେ|

ପଦବୀ ବିବରଣୀ:-

୫୮୮ ଟି ପଦବୀ

ମାଇନିଂ:- ୨୫୩

ଇଲେକ୍ଟ୍ରିକାଲ:- ୧୧୭

ମେକାନିକାଲ:- ୧୩

ସିଭିଲ:- ୧୪

Google

ଇଣ୍ଡଷ୍ଟ୍ରିଆଲ ଇଂଜିନିୟରିଂ:- ୧୫

ଜିଓଲୋଜି:- ୧୬

ପ୍ରାର୍ଥୀଙ୍କ ଚୟନ ପକ୍ରିୟା ଗେଟ ପରୀକ୍ଷା ସ୍କୋର ଅନୁସାରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:-

https://www.coalindia.in/career-cil/jobs-coal-india/

https://www.coalindia.in/career-cil/jobs-coal-india/mt-gate-2021/

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *