ଜଘନ୍ୟ କା-ଣ୍ଡ : ପ୍ରଥମେ ଖାଇବାରେ ବି-ଷ ଦେଇଥିଲେ ସ୍ତ୍ରୀ, ସ୍ଵାମୀ ସେଥିରେ ନ ମ-ରିବାରୁ ତାଙ୍କର ପ୍ରାଇ-ଭେଟ ପା-ର୍ଟକୁ ନୃ-ଶଂସ ଭାବେ କା-ଟିଦେଲା ସ୍ତ୍ରୀ,ଜାଣନ୍ତୁ ପୁରା ଘ-ଟଣା

ପାରିବାରିକ କ-ଳହ ​‌ଏତେ ଅଧିକ ଭ-ୟଙ୍କ-ର ହୋଇଯାଏଯେ ତାହାର ଏକ ଉଦାହରଣ ବିହାରର ପାଟନାରେ ଦେଖିବାକୁ ମିଳିଛି। ସ୍ଵାମୀ ଘରେ ଶୋଇଥିବା ସମୟରେ ସ୍ତ୍ରୀ ଛୁ-ରୀ ସାହାଯ୍ୟରେ ସ୍ଵାମୀଙ୍କର ଯୌ-ନାଙ୍ଗ କା-ଟିଦେଇଛନ୍ତି। ଶୋଇଥିବା ସମୟରେ ଏହିପରି ହୋଇଥିବାରୁ ବ୍ୟକ୍ତିଜଣକ ହଠାତ କିଛି ଜାଣିପାରିନଥିଲେ। ପରେ ନିଜର ଜୀବନ ବଞ୍ଚାଇବା ପାଇଁ ଘରୁ ଦୌ-ଡି ପଳାଇଥିଲେ। ଘର ନିକଟରେ ଥିବା ଫୁଲୱାରୀ ପୋ-ଲି-ସ ଷ୍ଟେ-ସ-ନକୁ ପୀ-ଡିତ ବ୍ୟକ୍ତିଜଣକ ଦୌ-ଡି ପ-ଳା-ଇଥିଲେ।

ପୋ-ଲିସ ଗୁ-ରୁ-ତର ଅବସ୍ଥାରେ ସେହି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ପ୍ରବଳ ମାତ୍ରାରେ ର-କ୍ତ ସ୍ରା-ବ ହେବା କାରଣରୁ ସେ ଗୁ-ରୁ-ତର ଅଛନ୍ତି ଓ ତାଙ୍କର ବର୍ତ୍ତମାନ ଚିକିତ୍ସା ଜା-ରି ରହିଛି ବୋଲି ଡାକ୍ତର କହିଛନ୍ତି। ପୋ-ଲିସ ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ଓ ତ-ଦନ୍ତ ଆରମ୍ଭ କରିଦେଇଛି।

ପୋ-ଲିସ କହିବା ଅନୁସାରେ, ଜଣେ ବ୍ୟକ୍ତି ଅଧରାତିରେ ର-କ୍ତରେ ଜୁ-ଡୁବୁ-ଡୁ ଅବସ୍ଥାରେ ଥା-ନାରେ ପହଞ୍ଚିଥିଲେ। ପ୍ରବଳ ର-କ୍ତସ୍ରା-ବ ହେଉଥିବା କାରଣରୁ ପୋ-ଲିସ ତାଙ୍କୁ ପ୍ରଥମେ ହସ୍ପିଟାଲକୁ ନେଇଥିଲା। ଘ-ଟ-ଣାରୁ ପ୍ରକାଶ, ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କ-ଳିଝ-ଗଡା ଲାଗି ରହୁଥିଲା। ସ୍ଥାନୀୟ ଅଲାୱା କଲୋନୀରେ ରହୁଥିବା ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ବିଭିନ୍ନ କଥାକୁ ନେଇ ଝ-ଗଡା ଲାଗି ରହୁଥିଲା। କିନ୍ତୁ ପରେ ସେହି ଝ-ଗଡା ସମାଧାନ ହେଇଯାଉଥିଲା। କିନ୍ତୁ ଗତ ରାତିରେ କୌଣସି କାରଣରୁ ଝ-ଗଡା ଲାଗିଥିଲେ, ପତ୍ନୀ ପ୍ରଥମେ ଖାଦ୍ୟରେ ବି-ଷ ଦେଇଥିଲେ। ପରେ ବ୍ୟକ୍ତିଜଣକ ଶୋଇଯିବା ପରେ ତାଙ୍କର ପ୍ରାଇ-ଭେଟ ପା-ର୍ଟକୁ ଛୁ-ରୀରେ କା-ଟିଦେଇଥିଲେ। ହଠାତ ନିଦ ଭା-ଙ୍ଗିବା ପରେ ସେ ର-କ୍ତରେ ଜୁ-ଡୁବୁ-ଡୁ ହୋଇଯାଇଥିଲେ। ତଥାପି ପତ୍ନୀ ଛାଡିନଥିଲା। ଛୁ-ରୀରେ ଆକ୍ର-ମଣ କରିବାକୁ ଉ-ଦ୍ୟମ କରିବାରୁ ନିଜକୁ ବଞ୍ଚାଇବା ପାଇଁ ବ୍ୟକ୍ତିଜଣକ ମଧ୍ୟ ତାଙ୍କ ଉପରେ ଆକ୍ର-ମଣ କରିଥିଲେ ।

ତେବେ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ଜୀବନ ବଞ୍ଚାଇବା ପାଇଁ ଦୌଡି ପଳାଇଥି​‌ଲେ। ଘ-ଟ-ଣାକୁ ନେଇ ଫୁଲୱାରୀ ଥା-ନା ଅଧିକାରୀ ରଫିକୁର ରେହମାନ କହିଛନ୍ତିଯେ, ହସ୍ପିଟାଲରେ ଗୁ-ରୁ-ତର ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଜଘ-ନ୍ୟ କା-ଣ୍ଡ ଘଟାଇଥିବା ପତ୍ନୀ ଫେ-ରାର ହୋଇଯାଇଛନ୍ତି। ସେ ରହୁଥିବା ଘରେ ପୋ-ଲିସ ପହଞ୍ଚି ଯା-ଞ୍ଚ ଜା-ରି ରଖିଛି। ଅଭି-ଯୁକ୍ତ ପତ୍ନୀକୁ ଧରିବା ପାଇଁ ଫୁଲୱାରୀ ପୋ-ଲିସ ବିଭିନ୍ନ ସ୍ଥାନରେ ଚଢଉ ଜା-ରି ରଖିଛି।

Leave a Reply

Your email address will not be published.