ଚାହା ବିକ୍ରି କରିବା ପାଇଁ ଛାଡ଼ି ଦେଇଥିଲେ IASର ସ୍ଵପ୍ନ, ଆଜି ବାର୍ଷିକ ୧୦୦ କୋଟି ଟଙ୍କାର ଟର୍ନଅଭର,ଜାଣନ୍ତୁ କେମିତି ଥିଲା ତାଙ୍କ ସଫଳତାର ଯାତ୍ରା

ପ୍ରାୟତଃ ଭାରତୀୟ ସମାଜରେ ବଡ ବୃଦ୍ଧମାନଙ୍କର ଏହା କହୁଥିବାର ଶୁଣାଯାଏକି କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ। ଆଜ୍ଞା ହଁ ଏହି କଥା ସତ ଅଟେ କାରଣ ଯଦି କେବେ ଚାହା ବିକି ଡିୟର ପ୍ରଧାନମନ୍ତ୍ରୀ ହୋଇପାରୁଛି। ତେବେ ବାସ୍ତବରେ କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ। କେବଳ ଏତିକି କାମକୁ ସମ୍ପୂର୍ଣ ନିଷ୍ଠା ଓ ଦାୟିତ୍ଵ ସହକାରେ କରାଯିବା ଉଚିତ। ଆଜି ଆମେ ଆପଣଙ୍କୁ ଏକ ଏମିତି କାହାଣୀ ବିଷୟରେ କହିବାକୁ ଯାଉଛୁ। ଯାହାକୁ ଶୁଣି ଆପଣ ନିଶ୍ଚୟ ଆଚମ୍ବିତ ହୋଇଯିବେ।

ଆଜ୍ଞା ହଁ ଆପଣ ନିଶ୍ଚୟ ଚିନ୍ତା କରୁଥିବେକି ପ୍ରତ୍ଯେକ ଚାହା ବିକ୍ରି କରି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଏହି କଥା ତୋ ସତ ଅଟେ। କିନ୍ତୁ ଆମେ କହିବୁକି ଚାହା ବିକ୍ରି କରି ଦେଶର କେହିବି ପ୍ରଧାନମନ୍ତ୍ରୀ ନ ହୁଅନ୍ତୁ କିନ୍ତୁ କୋଟିପତି ହୋଇପାରିବେ। ବର୍ତ୍ତମାନ ଆପଣ ପଚାରିବେ ପାଞ୍ଚ-ଦଶ ଟଙ୍କାର ଚାହା ବିକ୍ରି କରି କେହି କେମିତି କୋଟିପତି ହୋଇପାରିବେ? ତେବେ ଆସନ୍ତୁ ଆପଣଙ୍କୁ ଜଣାଇବୁ ସମ୍ପୂର୍ଣ କାହାଣୀ…

କୁହାଯାଏକି ଯେଉଁ କାମରେ ମନ ଲାଗେ ବ୍ୟକ୍ତିଙ୍କୁ ସେହି କାମ କରିବା ଉଚିତ। ଆଜ୍ଞା ହଁ ଏମିତି କିଛି କରିଥିଲେ ମଧ୍ୟପ୍ରଦେଶର ଦୁଇଜଣ ଯୁବକ। ବାସ୍ତବରେ ତାଙ୍କର ମାତା-ପିତା ଚାହୁଁଥିଲେ ତାଙ୍କର ପୁଅ ପଢି ଲେଖି ଆଇଏଏସ ହେଉ, କିନ୍ତୁ ପିଲା ଚାହା ଧନ୍ଦା ଆରମ୍ଭ କରିଦେଲେ, ଗଜବ ସେତେବେଳେ ହେଲା ଯେତେବେଳେ ଧନ୍ଦା ଏମିତି ଚାଲିଲାକି ତାଙ୍କ କମ୍ପାନୀର ଟର୍ନଅଭର ଶୁଣି କେହି ବି ମାତା-ପିତା ଚାହା ବିକ୍ରି କରିବା ପାଇଁ ରୋକିବେ ନାହିଁ।

ୟୁପିଏସସିର ପ୍ରସ୍ତୁତି…:-

ଜଣାଇଦେଉଛୁକି ଏହି କାହାଣୀ ହେଉଛି ଅନୁଭବ ଦୁବେ ଓ ଆନନ୍ଦ ନାୟକଙ୍କର। ଅନୁଭାବ ଆଗାମୀ ପଢା ପାଇଁ ଇନ୍ଦୋର ଆସିଥିଲେ, ଯେଉଁଠି ତାଙ୍କର ସାକ୍ଷାତ ଆନନ୍ଦ ନାୟକଙ୍କ ସହ ହେଲା। କଛି ସମୟ ପରେ ଆନନ୍ଦ ପଢା ଛାଡି ବ୍ୟବସାୟ କରିବାକୁ ଲାଗିଲେ। ଯେତେବେଳେକି ଅନୁଭବ ୟୁପିଏସସିର ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଗଲେ। ସବୁକିଛି ଠିକ ଠାକ ଚାଲିଥିଲା, ସେତେବେଳେ ଏକ ଦିନ ଅନୁଭବଙ୍କୁ ଆନନ୍ଦ ଫୋନ କରିଲେ ଓ କହିଲେକି ତାଙ୍କର ବ୍ୟବସାୟ ଠିକ ଚାଲୁ ନାହିଁ। ଆମକୁ ମିଶିକରି କିଛି କରିବା ଉଚିତ।

ପୁଣି ଯୁବକଙ୍କୁ କରିଲେ ଟାର୍ଗେଟ…:-

ପୁଣି କଣ ଥିଲା। ଅନୁଭବ ବ୍ୟବସାୟ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ହଁ କହିଦେଲେ ଓ ସାମାନ୍ୟ ଚିନ୍ତା କରିବା ପରେ ସେ ୟୁଥଙ୍କୁ ଟାର୍ଗେଟ କରି ଚାହା ଦୋକାନ ଖୋଲିବାର ନିଷ୍ପତ୍ତି ନେଲେ। ଦୁଇଜଣଙ୍କର କହିବାର ଥିଲାକି ଦେଶରେ ପାଣି ପରେ ସବୁଠୁ ଅଧିକ ଚାହା ପିଆଯାଏ। ଯାହାର ସବୁସ୍ଥାନରେ ଡିମାଣ୍ଡ ରହିଇଛି। ଏହା ସହିତ ଏହାକୁ ଆରମ୍ଭ କରିବା ପାଇଁ ପୁଞ୍ଜିର ମଧ୍ୟ ଆବଶ୍ୟକ ନାହିଁ। ସେଥିପାଇଁ ସେ ଚାହା ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଲେ।

୩ ଲକ୍ଷରେ ଆରମ୍ଭ କରିଥିଲେ ଦୋକାନ…:-

ଜଣାଇଦେଉଛୁକି ୨୦୧୬ ମସିହାରେ ୩ ଲକ୍ଷ ଲାଗତରେ ଦୁଇଜଣ ଇନ୍ଦୋରରେ ପ୍ରଥମ ଚାହା ଦୋକାନ ଖୋଲିଥିଲେ। ଏଥିପାଇଁ ସେ ଗାର୍ଲସ ହଷ୍ଟେଲ ପାଖରେ ଏକ ରୁମ ଭଡା ନେଇ ଆରମ୍ଭ କରିଲେ। କିଛି ସେକେଣ୍ଡରେ ହ୍ୟାଣ୍ଡ ଫର୍ନୀଚରରେ ଆଉଟଲେଟକୁ ଡିଜାଇନ କରିଲେ ଓ ପଇସାର ଅଭାବ କାରଣରୁ ନିଜର ବୋର୍ଡକୁ ବହୁତ ସାଧା ରଖିଲେ। ଯେଉଁଥିରେ ଚାୟ ସୁଟ୍ଟା ବାର ଲେଖାଯାଇଥିଲା। ସବୁକିଛି ଏତେ ସହଜ ନଥିଲା। ବହୁତ କିଛି ସମସ୍ଯା ଦେଖିବାକୁ ପଡିଲା। ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ପର୍ଯ୍ଯନ୍ତ ସମସ୍ତେ ତାନା ମାରୁଥିଲେ, କାରଣ ୟୁପିଏସସିର ପ୍ରସ୍ତୁତିରୁ ସିଧା ଚାହା ଦୋକାନର ବ୍ୟବସାୟ କରିବା ଅନେକଙ୍କ ପାଇଁ ଆଶ୍ଚର୍ଯ୍ୟକର ଥିଲା।

ବର୍ତ୍ତମାନ ବାର୍ଷିକ ୧୦୦ କୋଟି ଟଙ୍କାର ଟର୍ନଅଭର…:-

ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାକୁ ଲାଗିଲା। ତାଙ୍କର ଦୋକାନ ଇଣ୍ଟରନେଟ ଜରିଆରେ ବହୁତ ପ୍ରସିଦ୍ଧ ହେଲା। ସେ କହିଲେକି ଆଜି ଆମର ଟର୍ନଅଭର ୧୦୦ କୋଟି ଟଙ୍କାରୁ ଅଧିକ ଅଟେ ଓ ସାରା ଦେଶରେ ଏହାର ୧୬୫ତି ଆଉଟଲେଟ ଅଛି। ଯାହାକି ୧୫ଟି ରାଜ୍ୟରେ ବ୍ୟାପିଛି। ବିଦେଶରେ ମଧ୍ୟ ୫ଟି ଆଉଟଲେଟ ଅଛି, ଚାୟ ସୁଟ୍ଟା ବାରର ମେନ୍ୟୁରେ ୧୦ ଟଙ୍କାରୁ ନେଇ ୧୫୦ ଟଙ୍କା ପର୍ଯ୍ଯନ୍ତ ଚାହା ମିଳେ। ଏହି କାହାଣୀର ଲବ୍ଲୋଲୁଆବ ଏତେ ଅଧିକଯେ ବ୍ୟକ୍ତିଙ୍କୁ ଏହି କାମ କରିବା ଉଚିତ। ଯେଉଁଥିରେ ତାଙ୍କର ମନ ଲାଗେ। ନହେଲେ ଏହି ଦୁନିଆ ହେଉଛି ଓ ଆମେ ଏକ ଗୀତ ଶୁଣିଛୁକି,”କୁଛ ତୋ ଲୋକ କହଙ୍ଗେ ଲୋଗୋ କା କାମ ହେ କେହେନା।”

Leave a Reply

Your email address will not be published. Required fields are marked *