ଗାର୍ଲ୍ଲଫ୍ରେଣ୍ଡକୁ ଦେଖା କରିବାକୁ ମହିଳା ବେଶରେ ଆସିଲା ପ୍ରେମିକ; ଘର ଲୋକଙ୍କ ପାଖରେ ଧରାପଡ଼ିଲେ,ଆଉ ତାପରେ…

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଏକ ଅଜବ ଘ-ଟଣା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ମହିଳାଙ୍କ ବେଶରେ ଜଣେ ଯୁବକ ଜଣଙ୍କର ବାହାଘର ସମାବେଶରେ ପ୍ରବେଶ କରିଥିଲେ। ମହିଳା ମାନଙ୍କ ପରି ଯୁବକ ଜଣକ ବେଶ ଧାରଣ କରିଥିବାରୁ ତାଙ୍କୁ କେହି ଚିହ୍ନି ପାରିନଥିଲେ। ଯୁବକ ଜଣକ ଲେହେଙ୍ଗା ପିନ୍ଧିବା ସହିତ ନ-କଲି କେଶ ପିନ୍ଧିଥିଲେ। କିନ୍ତୁ,ଯେତେବେଳେ ପରିବାର ସଦସ୍ୟ ଘରେ ଉପସ୍ଥିତ ମହିଳାଙ୍କ ମଧ୍ୟରେ ବସିଥିବା ଯୁବକକୁ ସ-ନ୍ଦେହ କରିଥିଲେ,ସେତେବେଳେ ସେ ଧ-ରାପଡ଼ିଯାଇଥିଲେ।

ପୋ-ଲି-ସକୁ ଏ ସମ୍ପର୍କରେ ସୂଚନା ଦେବା ପୂର୍ବରୁ ସେ ସମସ୍ତଙ୍କୁ ଚକମା ଦେଖାଇ ଜଣେ ବାଇକ ଆରୋହୀଙ୍କ ସହିତ ପ-ଳାଇ ଯାଇଥିଲେ।

ସୂଚନା ଅନୁସାରେ, ଗୋପିଗଞ୍ଜ କୋଟୱାଲୀ ଅଞ୍ଚଳରେ କିଛି ଦିନ ପୂର୍ବରୁ ଜଣକ ଘରେ ଏକ ବିବାହର ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ଘରେ ମହିଳା ମାନେ ଉପସ୍ଥିତ ଥିଲେ। ଏହାର ସୁଯୋଗ ନେଇ ଜଣେ ଯୁବକ ଛ-ଦ୍ମବେଶ ଧାରଣ କରି ମହିଳା ମାନଙ୍କ ସହିତ ବସିଥିଲେ। ଯେତେବେଳେ ଘରର ଲୋକମାନେ ମହିଳାଙ୍କୁ ଚିହ୍ନି ନଥିଲେ,ସେତେବେଳେ ଲୋକମାନେ ସ-ନ୍ଦେ-ହ କରିଥିଲେ।

ଯେତେବେଳେ କେହି ଜଣେ ପଛରୁ ତାଙ୍କ ମୁଣ୍ଡ ଉପରେ ହାତ ରଖିଥିଲେ,ସେତେବେଳେ ତାଙ୍କର ନ-କଲି କେଶ ବହାରିଯାଇଥିଲା। ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଉତ୍ତେ-ଜନା ଜାରି ରହିଥିଲା। ଧରାପଡ଼ିବା ପରେ ମଧ୍ୟ ଯୁବକ ଜଣକ ମହିଳାଙ୍କ ପରି ସ୍ୱର ବାହାର କରି ଲୋକମାନଙ୍କୁ ବି-ଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।

ଯେତେବେଳେ ସ୍ଥାନୀୟ ଲୋକମାନେ ପୋ-ଲି-ସକୁ ଏ ସମ୍ପର୍କରେ ସୂଚନା ଦେବାକୁ ଯାଉଥିବା ସମୟରେ ବାଇକରେ ଆସିଥିବା ଦୁଇଜଣ ଯୁବକଙ୍କ ସହିତ ଉକ୍ତବ୍ୟକ୍ତି ପଳାଇଯାଇଥିଲେ। ଏହି ଉପାୟରେ ଜଣେ ଯୁବକ ମହିଳାଙ୍କ ବେଶ ଧାରଣ କରି ପ୍ରବେଶ କରିବା ସମଗ୍ର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଛ-ଦ୍ମବେଶ ଧାରଣ କରି ଯୁବକ ଜଣକ ଆସିବାର ଉ-ଦ୍ଦେଶ୍ୟ କଣ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *