ସ୍ୱାମୀ ସହ ଅ-ବୈ-ଧ ସମ୍ପର୍କ ସନ୍ଦେହ କରି ପତ୍ନୀ ଜଣେ ଯୁବତୀଙ୍କ କାଟିଦେଲେ ବାଳ,ଭିଡ଼ିଓ ଭାଇରଲ

ଗୁଜୁରାଟର ସୁରଟରେ ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଛି|ଏଠାରେ ଜଣେ ମହିଳା ପୂରା ଗାଁ ସାମ୍ନାରେ ଯୁବତୀଙ୍କ ବାଳ କାଟି ଦେଇଛନ୍ତି|ମହିଳାଙ୍କ ସନ୍ଦେହ ଥିଲା ଯେ ଯୁବତୀଙ୍କ ସହ ତାଙ୍କର ସ୍ୱାମୀଙ୍କ ଅ-ବୈ-ଧ ସମ୍ପର୍କ ରହିଛି|ପୁରା ଘଟଣାର ଭିଡିଓ ଭାଇରାଲ ହେଉଛି|ଯୁବତୀକୁ କିଛି ମହିଳା ଧରିଥିବା ବେଳେ କଜଣେ ମହିଳା ଜବରଦସ୍ତ ତାଙ୍କ ବାଳକୁ କାଟୁଛନ୍ତି|ପିଡିତ ଯୁବତୀ ଚିଲ୍ଲେଇ ଚିଲ୍ଲେଇ ନିଜକୁ ବଞ୍ଚେଇବାକୁ ଗୁହାରି କରୁଛନ୍ତି, କିନ୍ତୁ କେହି ସାହାଯ୍ୟ କରୁନାହାନ୍ତି|

ଭାଇରାଲ ହେଉଥିବା ଏହି ଭିଡିଓ ସୂରତର ପଲସାନା ତହସିଲର ତାତିଭାଇୟା ଗାଁର କୁହାଯାଉଛି|ଏଠାରେ ଜଣେ ମହିଳାଙ୍କ ଦ୍ବାରା ଯୁବତୀଙ୍କ ଜବରଦସ୍ତି ବାଳ କାଟି ଦିଆଯାଇଛି|ଯଦିଓ ସେହି ସମୟରେ ଯୁବତୀ ନିଜକୁ ବଞ୍ଚାଇବାକୁ ଛଟପଟ ହେଉଥିବା ନଜରକୁ ଆସିଛି, କିନ୍ତୁ ତାକୁ କେତେ ମହିଳାଙ୍କ ଦ୍ବାରା ଏତେ ଜୋରରେ ଧରାଯାଇଥିଲା ଯେ ସେ ଚାହିଁ କରି କିଛି କରିପାରିଲା ନାହିଁ|

ଏହି ଯୁବତୀକୁ ବଞ୍ଚାଇବା ପରିବର୍ତ୍ତେ ଲୋକମାନେ ଭିଡିଓ ବନାଉଥିଲେ ଓ କିଛି ଜୋରରେ ହସୁଥିଲେ|ଏହି ଘଟଣା ଭାଇରାଲ ହେବା ପରେ କଡୋଦରା ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି|ପୋଲିସ ପିଡିତ ଯୁବତୀଙ୍କ ବୟାନ ନେଇ ଏଫ୍ଆଇଆର ଦାଖଲ କରିଛନ୍ତି|ପୋଲିସ ଏଥିପାଇଁ ଯାଞ୍ଚ୍ କରୁଛନ୍ତି|

ଯଦିଓ ପୋଲିସ ଏହି ମାମଲାରେ ମୁଖ୍ୟ ଆ-ରୋ-ପୀ ମହିଳା ସହ ଅନ୍ୟ ଲୋକଙ୍କୁ ଗି-ର-ଫ କରିଛି ଯେଉଁଥିରେ ଦୁଇଜଣ ପୁରୁଷ ଆରୋପି ସାମିଲ ରହିଛି|ସୁରତ ଏସପି ଗ୍ରାମୀଣ ଉଷା ରାଡା କହିଛନ୍ତି ଯେ ଯୁବତୀ ତାଙ୍କ ପତିଙ୍କ ସହ ଅବୈଧ ସମ୍ପର୍କରେ ଥିଲେ|ଏହି ସନ୍ଦେହ ଫଳରେ ମହିଳା ଯୁବତୀଙ୍କୁ ଧରି ବାଳ କାଟିଦେଲେ|

ଯୁବତୀଙ୍କ ବାଳ କାଟିବାର ମୁଖ୍ୟ ଆରୋପି ମହିଳା ସୈକାନ୍ତି ଅଟନ୍ତି|ସୈକାନ୍ତି ସହ ଗୈରୀ ଓ ଅନ୍ଯ ଦୁଇ ମହିଳା ଏଥିରେ ସାମିଲ ଥିଲେ|କୁହାଯାଉଛି ଯେ ସୈକାନ୍ତିଙ୍କ ସନ୍ଦେହ ଥିଲା ଯେ ଯୁବତୀ ତାଙ୍କ ପତିଙ୍କ ସହ ଅବୈଧ ସମ୍ପର୍କରେ ଥିଲେ ଫଳରେ ଯୁବତୀଙ୍କ ସହ ପୂର୍ବରୁ ଝ-ଗ-ଡା ମଧ୍ୟ ହୋଇଥିଲା|

ଏହି ଝ-ଗ-ଡା ପରେ ଯୁବତୀ ମଧ୍ୟପ୍ରଦେଶ ନିଜ ଘର ଚାଲି ଯାଇଥିଲେ|କିଛି ଦିନ ପୂର୍ବେ ପୁଣି ଭଡୋଦରା ଆସିଥିଲେ|ଯାହା ସମ୍ପର୍କରେ ସୈକାନ୍ତିଙ୍କୁ ଜଣାପଡିଲା|ଯାହାଫଳରେ ସୈକାନ୍ତି ଯୁବତୀଙ୍କୁ ଧରିନେଲେ ଓ କୁହାଯାଉଛି ଯେ ସେ ଯୁବତୀଙ୍କୁ ମାରପିଟ୍ କଲେ ଓ ବାଳ କାଟିଦେଲେ|

ଯେତେବେଳେ ଆ-ରୋ-ପୀ ମହିଳାଙ୍କ ଦ୍ବାରା ଯୁବତୀଙ୍କ ସହ ଏଭଳି କାଣ୍ଡ କରିଥିଲେ ସେତେବେଳେ ସ୍ଥାନୀୟ ଲୋକେ ଏହାର ସମର୍ଥନ କରୁଥିଲେ|ଏଠାରେ ଥିବା କପଡା ଦୋକାନୀର ମାଲିକ ଯୁବତୀଙ୍କ ବାଳ କାଟିବାକୁ ଆରୋପୀ ମହିଳାଙ୍କୁ କଇଁଚି ଦେଇଥିଲେ|

Leave a Reply

Your email address will not be published. Required fields are marked *