ପ୍ରଥମ ଡୋଜରେ କୋଭିସିଲ୍ଡ ଟିକା ନେଇଥିଲେ ଦ୍ୱିତୀୟରେ ନେଇପାରିବେ କୋଭାକ୍ସିନ ଟିକା, ସ୍ପଷ୍ଟ କରିଲେ ଆଇସିଏମଆର କତୃପକ୍ଷ

କରୋନା ମହା-ମାରୀ ସହିତ ଯୁ-ଦ୍ଧ କରିବାପାଇଁ ଏକମାତ୍ର ଅ-ସ୍ତ୍ର ହେଉଛି ଭ୍ୟାକ୍ସିନ ବା ଟିକା। ଭ୍ୟାକ୍ସିନ ନେଲେ ହିଁ କେବଳ କରୋନା ମହା-ମାରୀକୁ ମାତ ଦେଇ ହେବ। ବର୍ତ୍ତମାନ ସମଗ୍ର ବିଶ୍ବ ବଜାରରେ ବିଭିନ୍ନ କମ୍ପାନୀର ଭ୍ୟାକ୍ସିନ ମିଳୁଛି। ସେଥିପାଇଁ ଦେଶବାସୀ ଦ୍ୱନ୍ଦ୍ୱରେ ଅଛନ୍ତି ଯେ, ଯଦି କରୋନା ମହାମାରୀ ପାଇଁ ପ୍ରଥମ ଡୋଜରେ କୋଭିସିଲ୍ଡ କିମ୍ବା କୋଭାକ୍ସିନ ନେଇ ଦ୍ୱିତୀୟ ଡୋଜରେ ଅନ୍ୟ ଭ୍ୟାକ୍ସିନ ନେଲେ ତାହା କେତେ ପ୍ରଭାବଶାଳୀ। ଟିକାକୁ ନେଇ ଏବେ ଏହି ପ୍ରଶ୍ନ ସାରା ବିଶ୍ୱବାସୀଙ୍କୁ ଚନ୍ତାରେ ପକାଇଛି। କିନ୍ତୁ, ଏହାର ଜବାବ ଦେଇଛି, ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)।

ଆଇସିଏମ୍‌ଆର କତୃପକ୍ଷଙ୍କ କହିବା ଅନୁଯାୟୀ, ଦେଶରେ ନିର୍ମିତ ହୋଇଥିବା ୨ଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରଣରେ କରୋନା ମହା-ମାରୀ ବିପକ୍ଷରେ ଅଧିକ ପ୍ରଭାବଶାଳୀ ହେଉଛି ବୋଲି ଜଣାଇଛନ୍ତି ଆଇସିଏମଆର। ରିସର୍ଚ୍ଚରେ ଅନୁଯାୟୀ, ଏଡିନୋଭାଇରସ ଭେକ୍ଟର ପ୍ଲାଟଫର୍ମର ଭ୍ୟାକ୍ସିନ(Covishield) ଆଉ ପରେ ଯଦି ଏହି ଆକ୍ଟିଭେଟେଡ ହୋଲ ଭାଇରାଲ ଭ୍ୟାକ୍ସିନ(Covaxin)ରେ ମିଶ୍ରଣ କରାଯାଏ ତାହେଲେ ଏହାର ପରିମାଣ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି।

ଏଥିପାଇଁ ଯଦି ଆପଣ ଗୋଟିଏ ଡୋଜ କୋଭାକ୍ସିନ ଭ୍ୟାକ୍ସିନ କିମ୍ବା କୋଭିସିଲ୍ଡ ଭ୍ୟାକ୍ସିନ ନେଇଛନ୍ତି ତାହେଲେ ଆପଣ ଦ୍ୱିତୀୟ ଡୋଜରେ ଅନ୍ୟ ଭ୍ୟାକ୍ସିନ ମଧ୍ୟ ଗ୍ରହଣ କରିପାରିବେ। ଏହା ଦ୍ୱାରା ଆପଣଙ୍କର କିଛି କ୍ଷ-ତି ହେବନି ବୋଲି ଆଇସିଏମଆର ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *