ମାଧୁରୀ ଦୀକ୍ଷିତଙ୍କ ଦମଦାର ଡ୍ୟାନ୍ସ, ଧକ-ଧକ ଗାର୍ଲଙ୍କ ପପୁଲାର ଭିଡିଓ ଭାଇରାଲ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନିଜର ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି। ଅଭିନେତ୍ରୀ ସବୁବେଳେ ନିଜର ନୂଆ ଅନ୍ଦାଜ ଓ ଷ୍ଟାଇଲରେ ଲୋକଙ୍କୁ ପଗାଳ କରିଦିଅନ୍ତି। ମାଧୁରୀ ଦୀକ୍ଷିତ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ଅଛନ୍ତି। ସେ ନିୟମିତ ଅନ୍ତରାଳରେ ନିଜର ଫୋଟ ଓ ଭିଡିଓ ପ୍ରଶଂସକଙ୍କ ମଧ୍ୟରେ ସେୟାର କରନ୍ତି। ମାଧୁରୀ ଦୀକ୍ଷିତଙ୍କର ପୁଣିଥରେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଅଲଗା ଅଲଗା ଅନ୍ଦାଜ ଦେଖିବାକୁ ମିଳୁଅଛି। ଧକ-ଧକ ଗାର୍ଲର ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି।

ମାଧୁରୀ ଦୀକ୍ଷିତ ସେୟାର କରିଲେ ଭିଡିଓ:- 

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Madhuri Dixit (@madhuridixitnene)

ମାଧୁରୀ ଦୀକ୍ଷିତ ଏହି ଭିଡିଓ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇପାରିବକି ସେ ଅଲଗା ଅଲଗା ଅନ୍ଦାଜରେ ନାଚୁଛନ୍ତି। ମାଧୁରୀ ଦୀକ୍ଷିତ ଭିଡିଓର କ୍ୟାପସନରେ ଲେଖିଥିଲେ। “ଯାହାକୁ ଆପଣ ଭଲ ପାଆନ୍ତି ତାକୁ ଭଲ ପାଅ।” ମାଧୁରୀ ଦୀକ୍ଷିତଙ୍କ ଏହି ଭିଡିଓକୁ ଦେଢ ଲକ୍ଷରୁ ଅଧିକଥର ଦେଖାଯାଇ ସାରିଛି।

ମାଧୁରୀ ଦୀକ୍ଷିତଙ୍କ ପ୍ରଜେକ୍ଟ:-

ମାଧୁରୀ ଦୀକ୍ଷିତଙ୍କ କାମ କଥା କହିଲେ ସେ ବର୍ତ୍ତମାନ ‘ଡାନ୍ସ ଦିବାନେ” ଶୋରେ ଜଜ ଅଛନ୍ତି। ଏହି ଶୋ ର ସେଟତୁ ତାଙ୍କର ପ୍ରତ୍ଯେକ ଦିନ ଭିଡିଓ ବହିରାଳ ହୁଏ। ମାଧୁରୀ ଦୀକ୍ଷିତ ଶେଷଥର ଦୁଇଟି ଫିଲ୍ମରେ ନଜର ଆସିଥିଲେ, ଯାହା ‘କଲଙ୍କ’ ଓ ‘ଟୋଟାଲ ଧମାଲ’ ଥିଲା। ଦୁଇଟି ଫିଲ୍ମରେ ଅଭିନେତ୍ରୀଙ୍କ ଅନ୍ଦାଜକୁ ବହୁତ ପସନ୍ଦ କରାଯାଇଥିଲା। ଆଗାମୀ ଦିନରେ ମାଧୁରୀ ଦୀକ୍ଷିତ ଅନେକ ବଡ ପ୍ରଜେକ୍ଟର ଭାଗ ନେବେ।

Leave a Reply

Your email address will not be published. Required fields are marked *