ଭାଣିଜୀର ବାହାଘରକୁ ଯିବାରୁ ସ୍ତ୍ରୀକୁ ହ-ତ୍ୟା କଲା ସ୍ୱାମୀ,ତା ପରେ ଯାଇ ଥାନାରେ କଲା ଆତ୍ମସମର୍ପଣ,ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶର କାନପୁରରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହ-ତ୍ୟା କରି ଦେଇଛି | ଏହାପରେ ସେ ନିଜେ ହିଁ ଥାନାରେ ପହଞ୍ଚିଗଲା ଏବଂ ସରେଣ୍ଡର କରିଦେଲା | ବ୍ୟକ୍ତିଜଣକ କହିଛନ୍ତି ଯେ ସ୍ତ୍ରୀ ଘର ଛାଡି ଚାଲି ଯାଇଥିଲା ଏବଂ ଯେଉଁ କାରଣରୁ ତାଙ୍କର ବହୁତ ବଦନାମ ହୋଇଥିଲା | ସେ ଲୋକଙ୍କ ସହିତ ଆଖି ମିଶେଇ ପାରୁନଥିଲା, ଏଥିପାଇଁ ସେ ସ୍ତ୍ରୀକୁ ଶିଳପୁଆ ଦ୍ୱାରା ପିଟି ପିଟି ହ-ତ୍ୟା କରିଦେଲା | ପୋଲିସ ଅଭିଯୁକ୍ତଙ୍କୁ ଗି-ର-ଫ କରିନେଇଛି | ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚିଗଲା | ପୋ-ଲି-ସ ମହିଳାଙ୍କ ଶ-ବ-କୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି |

ମାମଲାଟି କାନପୁର ଦେହାତର ଶିବଲି ଥାନା ଅଂଚଳର ଅଟେ | ଏଠାରେ ଥିବା ଗାଁ ରାସ୍ତପୁରର ବାସିନ୍ଦା ରଫିକ ମଦ ପିଇ ସବୁବେଳେ ନିଶାରେ ରହୁଥିଲା | ମଦ ନିଶା କାରଣରୁ ପ୍ରାୟ ଦିନ ତାଙ୍କର ନିଜ ସ୍ତ୍ରୀ ସହିତ ଝ-ଗ-ଡା ହେଉଥିଲା, ଯେଉଁ କାରଣରୁ ସ୍ତ୍ରୀ ତାଙ୍କୁ ଛାଡି ବାପଘରକୁ ଚାଲି ଯାଇଥିଲା | କିଛି ଦିନ ପୂର୍ବରୁ ମଦ କାରଣରୁ ଦୁହିଁଙ୍କ ମଧ୍ୟରେ ଝ-ଗ-ଡା ହେଲା ଏବଂ ସ୍ତ୍ରୀ ଚୁପଚାପ ବଡ଼ ପୁଅ ନଫିସଙ୍କୁ ନେଇ ନିଜ ବାପଘର ଘାଟମପୁରକୁ ଚାଲି ଯାଇଥିଲେ |

ସ୍ତ୍ରୀ ଏହିପରି ଭାବେ ଘରୁ ଯିବାରୁ ରଫିକକୁ ଲାଗିଲା ଯେ ସ୍ତ୍ରୀ କୌଣସି ଅନ୍ୟ ବ୍ୟକ୍ତି ସହିତ ପଳେଇ ଯାଇଛି | ଏହି ସନ୍ଦେହ କାରଣରୁ ସେ ବିଚଳିତ ହେବାକୁ ଲାଗିଲା | ଗତ କିଛି ଦିନ ତଳେ ରଫିକର ଭାଣିଜୀର ବିବାହ ଥିଲା | ଏହି ବିବାହରେ ସାମିଲ ହେବାପାଇଁ ରଫିକର ସ୍ତ୍ରୀ ବାପଘରୁ ପୁଅ ସହିତ ରାସ୍ତପୁର ଆସିଗଲେ | ସ୍ତ୍ରୀକୁ ଦେଖି ରଫିକ ପୁଣିଥରେ ସ୍ତ୍ରୀ ସହିତ ଝ-ଗ-ଡା କରିବାକୁ ଲାଗିଲା |

ସେହି ସମୟରେ ଦୁହିଁଙ୍କ ଝଗଡ଼ାକୁ ପରିବାର ଲୋକେ ଶାନ୍ତ କରାଇଦେଲେ, କିନ୍ତୁ ନିଜ ମନରେ ସନ୍ଦେହ ରହିଥିବା ରଫିକ ନିଜ ସ୍ତ୍ରୀ ପାଇଁ ଭୟଙ୍କର ଷଡଯନ୍ତ୍ର କରିବାକୁ ଲାଗିଲା | ସେ ନିଜ ସ୍ତ୍ରୀକୁ ଏକୁଟିଆ ଦେଖିବାମାତ୍ରେ ସୁଯୋଗ ପାଇ ତାଙ୍କ ଉପରେ ଶିଳପୁଆ ଧରି ଆ-କ୍ର-ମ-ଣ କରିଦେଲା | ବାରମ୍ବାର ସେ ଶିଳପୁଆ ଧରି ସ୍ତ୍ରୀର ମୁଣ୍ଡକୁ ପିଟିବାକୁ ଲାଗିଲା, ଯାହାଦ୍ୱାରା ମହିଳା ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଗଲେ |

ଘରଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା | ସେପଟେ ରଫିକ ନିଜ ସ୍ତ୍ରୀର ହ-ତ୍ୟା କରିବାପରେ ବାଘପୁର ପୋ-ଲି-ସ ଷ୍ଟେସନରେ ପହଞ୍ଚିଗଲା ଏବଂ ପୋ-ଲି-ସ କର୍ମଚାରୀମାନଙ୍କୁ କାନ୍ଦି କାନ୍ଦି କହିଲା ଯେ ସ୍ତ୍ରୀର ହ-ତ୍ୟା କରି ଆସିଛି, କାରଣ ସ୍ତ୍ରୀ ଛାଡି ପଳାଇ ଯାଇଥିଲା | ରଫିକଙ୍କ କଥା ଶୁଣି ପୋ-ଲି-ସ କର୍ମଚାରୀମାନେ ଚକିତ ରହିଗଲେ |

ରଫିକ ନିଜର ଦୋଷକୁ ସ୍ୱୀକାର କରିବାପରେ ପୋଲିସ ଗାଁରେ ପହଞ୍ଚିଗଲା | ପୋ-ଲି-ସ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ମହିଳାଙ୍କ ଶ-ବ-କୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦେଲା |

କାନପୁର ଦେହାତର ବରିଷ୍ଠ ଏଏସପି ଘନଶ୍ୟାମ ଚୌରସିୟା ଏହି ବିଷୟରେ କହିଛନ୍ତି ଯେ ଅଭିଯୁକ୍ତ ସ୍ୱାମୀଙ୍କୁ ଗି-ର-ଫ କରି ନିଆଯାଇଛି | ପୋ-ଲି-ସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |

Leave a Reply

Your email address will not be published. Required fields are marked *