ବାପଘରକୁ ଯାଉଥିବା ନବବିବାହିତା ମହିଳାଙ୍କୁ ଗଣଦୁ-ଷ୍କ-ର୍ମ

ବର୍ତ୍ତମାନ କିଛି ସମୟ ପୂର୍ବରୁ ଉତ୍ତରପ୍ରଦେଶରୁ ଏକ ବ-ଳାତ୍କା-ରର ହେବାର ଘ-ଟଣା ସାମ୍ନାକୁ ଆସିଛି। ଘଟ-ଣାଟି ଆଗ୍ରାରୁ ବୋଲି ଜଣାପଡିଛି। ଗଣମାଧ୍ୟମ ରି-ପୋ-ର୍ଟ ଅନୁସାରେ, ଆଗ୍ରାର ଏଟମାଡପୁର ଅଞ୍ଚଳର ଜଣେ ନବ ବିବାହିତା ନବବଧୂ ତାଙ୍କ ବାପଘରକୁ ଯାଉଥିବା ସମୟରେ, ରାସ୍ତାରେ ଗଣ-ବଳା-ତ୍କାର ଶି-କାର ହୋଇଛନ୍ତି।

ସୂଚନା ଅନୁଯାୟୀ, ଏହି ଘଟ-ଣାରେ ତିନିଜଣ ଯୁବକ ଉକ୍ତ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ରାସ୍ତାରେ ଅଟକାଇ ଥିଲେ। ଆଉ ପରେ ଜଙ୍ଗଲକୁ ନେଇ ସେମାନଙ୍କର ସୁନା ଗହଣା ଲୁ-ଟ କରିବା ସହିତ ଏଭଳି ଜ-ଘନ୍ୟ କା-ଣ୍ଡ ଘଟାଇଥିଲେ। ଘଟ-ଣାଟି ସ୍ୱାମୀଙ୍କ ଆଖି ସାମ୍ନାରେ ପୀ-ଡ଼ିତା ମହିଳାଙ୍କୁ ଗଣ ଦୁ-ଷ୍କ-ର୍ମ କରିଥିଲେ।

ସେଥିମଧ୍ୟରୁ ଦୁଇ ଜଣ ନାମୀ ଆ-ସାମୀ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବି-ରୁ-ଦ୍ଧରେ ନିକଟସ୍ଥ ପୋ-ଲିସ ଏକ ଗଣଦୁ-ଷ୍କ-ର୍ମ ମା-ମ-ଲା ରୁ-ଜୁ କରିଛି। ସୋମବାର ଦିନ ଏହି ଦମ୍ପତି ବାଇକ ସାହାର୍ଯ୍ୟରେ ନିଜ ବାପ ଘରକୁ ଯାଉଥିଲେ।

ରାସ୍ତାରେ ଶାହାଦାରାର ଅଞ୍ଚଳର ଦୁଇ ଜଣ ଯୁବକ ଏବଂ ଜଣେ ଅଜ୍ଞାତ ବ୍ୟକ୍ତି ସେମାନଙ୍କ ଗାଡିକୁ ଅଟକାଇଥିଲେ। ଆଉ ଉଭୟ ଦମ୍ପତ୍ତିଙ୍କୁ ନିକଟସ୍ଥ ଜଙ୍ଗଲକୁ ଟାଣି ନେଇ ଜଙ୍ଗଲରେ ଆକ୍ର-ମଣ କରିବା ସହିତ ଜବ-ରଦ-ସ୍ତ ପୋଷାକ ଖୋଲି ଆପ-ତ୍ତିଜ-ନକ ଫଟୋ ଉଠାଇ ଏକ ଭିଡିଓ ଉତ୍ତୋଳନ କରିଥିଲେ। ଆଉ ପରେ ପୀ-ଡ଼ି-ତା ମହିଳାଙ୍କୁ ଗଣଦୁ-ଷ୍କ-ର୍ମ କରିଥିଲେ।ଅଭି-ଯୁକ୍ତ ମାନେ ଦମ୍ପତିଙ୍କ ପାଖରୁ ନଗଦ ୧୦ ହଜ଼ାର ଟଙ୍କା ଏବଂ ସୁନା ଗହଣା ଚୋ-ରି କରିନେଇଥିଲେ।

Leave a Reply

Your email address will not be published. Required fields are marked *