ତୁଷାର ବଳିପଡିଲେ ବାନ୍ଧବୀର ବ୍ରେ-କଅ-ପ ହେବା କାରଣରୁ, ସାଂଘା-ତିକ ଅଭି-ଯୋଗ ଆଣିଲେ ଭଉଣୀ

ମଙ୍ଗଳବାର ଦିନ ନିଖୋଜ ଥିବା ତୁଷାରକାନ୍ତ ସାହୁଙ୍କର ବୁଧବାର ଦିନ କଟକ ମହାନଦୀ ସେତୁରୁ ମିଳିଥିଲା ଗାଡି। ଆଜି ଯୋବ୍ରା ବ୍ରିଜ ନିକଟରୁ ମିଳିଛି ତୁଷାରକାନ୍ତ ସାହୁଙ୍କର ମୃ-ତଦେହ। ତାଙ୍କର ମ-ରଶରୀ-ର ପାଣିରେ ଭାସୁଥିଲା। ଓଡ୍ରାଫ ଦଳ ଓ ଅ-ଗ୍ନିଶମ ବାହିନୀ ମୋଟର ବୋଟ ଯୋଗେ ତାଙ୍କୁ ଉ-ଦ୍ଧାର କରିଥିଲେ, ମୃ-ତଦେହଟି ତୁଷାରଙ୍କର ବୋଲି ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କର କା-ନ୍ଦବୋ-ବାଳି ଆରମ୍ଭ ହୋଇଯାଇଥିଲା। ତୁଷାରକାନ୍ତଙ୍କ ନି-ଖୋଜ ହେବା ପରେ ଘର ଲୋକ ତାଙ୍କୁ ଅ-ପହ-ରଣ କରାଯାଇଥିବା ନେଇ କଟକ କ୍ୟାଣ୍ଟନମେଣ୍ଟ ଥା-ନାରେ ଏକ ଅଭି-ଯୋଗ କରିଥିଲେ।

ବର୍ତ୍ତମାନ ବାପା କହିଛନ୍ତିକି, ମୋ ପୁଅକୁ ହ-ତ୍ୟା କରାଯାଇଛି। ଓ ଏହା ପଛରେ ତୁଷାରଙ୍କ ଜଣେ ବାନ୍ଧବୀ ଅଛନ୍ତି। ଉଭଣୀ ପୁନମ ମଧ୍ୟ ଏହି ସ-ନ୍ଦେହ କରିଛନ୍ତି। ଏହା କୌଣସି ଅଘ-ଟଣ ନୁହେଁ କି ଆ-ତ୍ମହ-ତ୍ୟା ମଧ୍ୟ ନୁହେଁ। ବରଂ ଯୋଜନାବଦ୍ଧ ଭାବରେ ମୋ ଭାଇକୁ ହ-ତ୍ୟା କରାଯାଇ ନଈରେ ଫିଙ୍ଗି ଦିଆଯାଇଥିଲା ବୋଲି ପୁନମ କହିଛନ୍ତି।

କଟକର ଖ୍ରୀଷ୍ଟ କଲେଜରେ ତୁଷାର ଯୁକ୍ତ ଦୁଇ ବାଣିଜ୍ୟର ଛାତ୍ର ଥିଲେ। ସେହି ସମୟରେ କଲେଜର ଜଣେ ଛାତ୍ରୀଙ୍କ ସହ ତୁଷାରଙ୍କର ଭଲ ସଂପର୍କ ଥିଲା। ଉଭୟଙ୍କ ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ଥିଲା। ବର୍ତ୍ତମାନ ତୁଷାରଙ୍କ ପରିବାର ଲୋକ କହୁଛନ୍ତି ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେ-କଅ-ପ ହେବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲେ। ଏମିତି କି ତା ଜୀବନ ନ-ଷ୍ଟ କରିଦେଇଥିବାର ଅଭି-ଯୋଗ କରିଥିଲେ ଓ ତୁଷାରଙ୍କୁ ଜୀବନରୁ ମା-ରି ଦେବେ ବୋଲି ଧ-ମକ ମଧ୍ୟ ଦେଇଥିଲା। ସେଇ ଝିଅଟିର ହ୍ୱାଟସଆପର ଏହିସବୁ ଚାଟରୁ ଜଣାପଡୁଛି ତୁଷାର ଓ ସେହି ଝିଅ ମଧ୍ୟରେ କିପରି ଭାବରେ ତି-କ୍ତ-ତା ଚରମସୀମା ଥିଲା। ତୁଷାରଙ୍କର ମୃ-ତ୍ୟୁକୁ ନେଇ ଯେତେବେଳେ କିଛି ସ୍ପଷ୍ଟ ହୋଇନଥିଲା, ସେହିପରି ପୋ-ଲି-ସ ଉଭୟ ଦିଗରୁ ତ-ଦ-ନ୍ତ କରୁଅଛି। ଶ-ବକୁ ବ୍ୟବଚ୍ଛେଦ ପରେ ତୁଷାରଙ୍କ ମ-ରଶ-ରୀରକୁ ତାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରି କମିଶନରେଟ ପୋ-ଲି-ସ ତ-ଦ-ନ୍ତ କରୁଛି।

Leave a Reply

Your email address will not be published. Required fields are marked *