“ମହିଳାଙ୍କର ଜ-ଙ୍ଘକୁ ସ୍ପର୍ଶ କରିବା ମାନେ ଦୁ-ଷ୍କ-ର୍ମ ଅଟେ”

କେରଳ ହା-ଇକୋ-ର୍ଟଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରା-ୟ ଆସିଛି। ହା-ଇକୋ-ର୍ଟ କହିଲେକି, ଦୁ-ଷ୍କ-ର୍ମ ପ୍ରୟାସ ସମୟରେ ମହିଳା କିମ୍ବା ନାବାଳିକା କିମ୍ବା ଯୁବତୀଙ୍କ ଜଙ୍ଘଙ୍କୁ ସ୍ପର୍ଶ କରାଯାଇଥିଲେ ତାହା ଦୁ-ଷ୍କ-ର୍ମ ମଧ୍ୟରେ ଯିବ। କୋ-ର୍ଟ ଏକ ଯୌ-ନ ଉତ୍ପୀଡ଼ନ ମା-ମ-ଲା ବିଷୟରେ ରାୟ ଶୁଣାଇବା ସମୟରେ ଏମିତି କହିଛନ୍ତି। ବି-ଚା-ରପତି ବିନୋଦ ଚନ୍ଦ୍ର ଏବଂ ଜିୟାଦ ରହମନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତିଯେ, ୨ ପୀ-ଡ଼ି-ତାଙ୍କ ସହ ଶାରୀ-ରିକ ସଂପର୍କ ହୋଇନଥିଲେ ମଧ୍ୟ ତାଙ୍କର ଜଂଘକୁ ଛୁଇଁଲେ ମଧ୍ୟ ତାକୁ ଦୁ-ଷ୍କ-ର୍ମ ଭାବରେ ଅଦା-ଲତ ମାନିବ। ୨୦୧୫ ମସିହାରେ ଘ-ଟିଥିବା ଏକ ଯୌ-ନ ଶୋଷଣ ମା-ମ-ଲାର ବି-ଚାର କରି ଖଣ୍ଡପୀଠ ଏହିପରି ନିଜର ମନ୍ତବ୍ୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ୧୧ ବର୍ଷର ପଡ଼ୋଶୀ ନାବାଳିକାନାକ ସହ ଦୁ-ଷ୍କ-ର୍ମ କରିଥିବାର ଅଭି-ଯୋଗ ହୋଇଥିଲା। ଏହି ମା-ମ-ଲାର ବି-ଚାର କରି ବିଚା-ରପ-ରି ଏହିପରି ରାୟ ଦେଇଛନ୍ତି।

ତେବେ ଏହା ପୂର୍ବରୁ ଅଗଷ୍ଟ ମାସ ୧ତାରିଖରେ ମୁମ୍ବାଇ ପିଓସିଏସଓ କହିଥିଲେକି, କୌଣସି ନାବାଳିକାଙ୍କର ହାତ ଧରିବା କିମ୍ବା ପ୍ରେମ ପାଇଁ ନିବେଦନ କରିବା ତାହା ଏକ ଯୌ-ନ ଉତ୍ପୀଡ଼ନ ନୁହେଁ। କେବଳ ଏତିକି ନୁହେଁ ଯଦି ଏପରି ମା-ମ-ଲାରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ କୋ-ର୍ଟ ନି-ର୍ଦ୍ଦୋ-ଷରେ ଖଲାସ ମଧ୍ୟ କରିଦେଇଥିଲେ। ତେବେ ମା-ମ-ଲାଟି ବାର୍ତ୍ତାମ୍ନ ସମୟର ନୁହେଁ ବରଂ ୨୦୧୭ ମସିହାରେ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଯୁବକ ଜଣେ ନାବାଳିକାଙ୍କୁ ପ୍ରେମ ନିବେଦନ ଦେଇଥିଲେ। ପରେ ଏହି ଘ-ଟ-ଣାକୁ ନେଇ ସମ୍ପୃକ୍ତ ନାବାଳିକାଙ୍କ ଜଣକ ପରିବାର ତରଫରୁ ଥାନାରେ ଏକ ମା-ମ-ଲା ଦାୟର କରିଥିଲେ। ଆଉ କୋ-ର୍ଟ ଏହି ମା-ମ-ଲାର ଶୁଣାଣି କରି ଏହିପରି ମନ୍ତବ୍ୟ ଦେଇଛନ୍ତି। ଜଣାଇଦେଉଛୁକି, ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରର୍ମ ସେକସୁଆଲ ଅଫେନ୍ସ ଆକ୍ଟକୁ ପିଓସିଏସଓ କୁହାଯାଏ। ଏହି କୋ-ର୍ଟରେ ୧୮ ବର୍ଷରୁ କମ ଅର୍ଥାତ ନାବାଳିକାଙ୍କ ଉପରେ ହେଉଥିବା ଯୌ-ନ ଉତ୍ପୀଡ଼ିତ ମା-ମ-ଲା ସମ୍ପର୍କରେ ଶୁଣାଣି କରାଯାଏ। ୨୦୧୨ ମସିହାରେ ଏହି ଆ-ଇ-ନର ବ୍ୟବସ୍ଥା କରାଯାଇଥିବା ସମୟରେ ବିଭିନ୍ନ ମା-ମ-ଲାରେ ଅପ-ରାଧୀମା-ନଙ୍କୁ ଦ-ଣ୍ଡ ଦିଆଯାଇଥାଏ। ୨୦୧୮ ମସିହାରେ ସରକାର ଏହି ଆ-ଇ-ନରେ ଏକ ବଡ଼ ଧରଣର ସଂଶୋଧନ କରିଥିଲେ।

ଅନ୍ୟପଟେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ଅଟେ। ସ୍ତ୍ରୀର ମାନ ରଖିବା ହେଉଛି ସ୍ୱାମୀଙ୍କର ଧର୍ମ। ସ୍ୱାମୀ, ସ୍ତ୍ରୀକୁ ଉଚିତ ସମ୍ମାନ ମଧ୍ୟ ଦେବା ଆବଶ୍ୟକ। ସ୍ତ୍ରୀକୁ ଅସମ୍ମାନ କରିଲେ ଜେ-ଲଦ-ଣ୍ଡ ମଧ୍ୟ ଭୋଗ କରିବାକୁ ପଡ଼ିବ ବୋଲି ସୁପ୍ରି-ମକୋ-ର୍ଟ ଗତକାଲି କଡ଼ା ଚେତା-ବନୀ ଦେଇଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝ-ଗ-ଡା ମା-ମ-ଲାର ଶୁଣାଣି କରିବା ସମୟରେ ସର୍ବୋଚ୍ଚ ନ୍ୟାୟଳୟ ସ୍ୱାମୀଙ୍କୁ କଡ଼ା ନି-ନ୍ଦା କରିଛନ୍ତି। ସ୍ୱାମୀ ହଇ-ରାଣ କରିଥିବା ନେଇ ସ୍ତ୍ରୀ ଅଭି-ଯୋଗ କରିଥିଲେ। କେବଳ ଏତିକି ନୁହେଁ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କର ସମ୍ମାନ କରନ୍ତି ନାହିଁ ଏବଂ ଭଲ ଭାବରେ ବ୍ୟବହାର କରନ୍ତି ନାହିଁ ବୋଲି ମଧ୍ୟ ଅଭି-ଯୋଗ କରିଥିଲେ। ପ୍ରଧାନ ବିଚା-ରପ-ତି ଏନ.ଭି ରମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କର ଅଧ୍ୟକ୍ଷତାରେ ବସିଥିବା ଏକ ମା-ମ-ଲାର ଶୁଣାଣି ସରିଛି ।

Leave a Reply

Your email address will not be published. Required fields are marked *