ଇଏକି ଅଜବ ଖେଳ : ଏମାନଙ୍କୁ ଅଲମ୍ପିକ ପଠାଇବା କଥା,ପ୍ରଥମେ ଭିଡ଼ିଓ ଦେଖନ୍ତୁ

ପାକିସ୍ଥାନ ଗଜବ ଅଟେ.. ହଁ ଆଜ୍ଞା, ଏମିତି ମୁଁ ଏଥିପାଇଁ କହୁଛି ଯେ ଖୁରାକର୍ତା ମା-ମ-ଲାରେ ପାକିସ୍ତାନୀକୁ କେହି ହ-ରାଇ ପାରିବେ ନାହିଁ|ଏବେ ସୋସିଆଲ ମିଡିଆରେ କିଛି ଏମିତି ଭିଡିଓ ଭାଇରାଲ ହେଉଛି ଯାହା ଏହା ପ୍ରମାଣ କରୁଛି ଯେ କିଛି ମାମଲାରେ ପାକିସ୍ତାନୀଙ୍କ ତୋଡ ଖୋଜିବା ବହୁତ କଷ୍ଟକର|ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି‌ ଯାହାକୁ ଦେଖିକି ଆପଣ କହିବେ ପାକିସ୍ତାନ ପ୍ରକୃତରେ ଗଜବ|

ସୋସିଆଲ ମିଡିଆରେ ଏହି ଯେଉଁ ଭିଡିଓ ଭାଇରାଲ ହେଉଛି ତାକୁ ଦେଖି ଆପଣ ହସିବେ ଓ ଭାବନାରେ ପଡିଯିବେ|ଏହି ଭିଡିଓରେ ଦେଖାଯାଏ ଯେ ଦୁଇ ଜଣ ଯୁବକ ଜଣେ ଜଣଙ୍କୁ ଅଣ୍ଟା ସାହାଯ୍ୟରେ ଲକ ଲଗାଇ ଧରିକି ଠିଆ ହୋଇଛନ୍ତି|ତାଙ୍କର ଗୋଡର ତଳରୁ ଜଣେ ଜଣେ ହୋଇ ଦୁଇଜଣ ଯୁଵକ ବାହାରନ୍ତି|ଯିଏ ପ୍ରଥମେ ବାହାରେ ଚପଲ ଖାଇବାରୁ ବଞ୍ଚିଯାଏ, କିନ୍ତୁ ଯିଏ ପରେ ବାହାରେ ତାକୁ ବହୁତ ଚପଲ ମା-ଡ ହୋଇଥାଏ|ଏହି ଭିଡିଓକୁ ଖୁବ ସେୟାର କରାଯାଉଛି|

ଭାରତର ପୂର୍ବ କ୍ରିକେଟର ରୋହନ ଗାଭାସ୍କର ଏହି ଭିଡିଓକୁ ସେୟାର କରିଛନ୍ତି|ଗାଭାସ୍କର ଏହାର କ୍ୟାପ୍ସନରେ ଲେଖିଛନ୍ତି ଯେ ମୋତେ ଜଣାନାହିଁ ଏହି ଖେଳକୁ କ’ଣ କହନ୍ତି, କିନ୍ତୁ ଏପରି ଲାଗୁଛି ଯେ ଏହା ପାଗଳାମିର ମଜା|ଏହି ଭିଡିଓ ସେୟାର ହେବା ମାତ୍ରେ ଲୋକଙ୍କ ମଜାଦାର କମେଣ୍ଟ ଆସିବା ଆରମ୍ଭ ହୋଇଥିଲା|ଅଧିକାଂଶ ଲୋକ ପାକିସ୍ତାନୀଙ୍କ ମଜା ନେଉଥିଲେ|କିଛି ଲୋକ କହିଛନ୍ତି ଯେ ଏହି ଖେଳ ଅଲମ୍ପିକରେ ସାମିଲ ହେବା ଆବଶ୍ୟକ|

ଆପଣଙ୍କୁ କହିରଖେ ଯେ ଯେତେବେଳେ ପାକିସ୍ତାନରୁ କିଛି ମଜାଦାର ଭିଡିଓ ସାମନାକୁ ଆସେ ତ ଲୋକମାନେ ସୁଯୋଗ ଛାଡନ୍ତି ନାହିଁ|ତେଣୁ ଏହି ଭିଡିଓ ଏଥିରୁ ବାଦ ଯିବ କିପରି?ଏହି ଭିଡିଓ ଦେଖିବା ପରେ ଲୋକମାନେ ହସିହସି ଗଡି ଯାଉଛନ୍ତି|କିଛି କହିଛନ୍ତି ସେମାନେ ଦୁନିଆରେ ବହୁତ ହୃଦୟସ୍ପର୍ଶୀ ଖେଳ ଦେଖିଛନ୍ତି କିନ୍ତୁ ପାକିସ୍ତାନୀଙ୍କ ଏହି ଖେଳର ମୁକାବିଲା କୈାଣସି ଅନ୍ୟ ଖେଳ କରି ପାରିବେ ନାହିଁ|

Leave a Reply

Your email address will not be published. Required fields are marked *