ଦେଖନ୍ତୁ ଭିଡ଼ିଓ : ପତ୍ନୀଙ୍କ ଗାଧୋଉଥିବା ଭିଡିଓ ବନାଉଥିଲେ ଏହି ବ୍ୟକ୍ତି, କ୍ୟାମେରାରେ କ-ଏ-ଦ୍ କରୁଥିଲେ ଡରାଇଲା ଭଳି ଜିନିଷ,କମଜୋର ହୃଦୟ ଥିବା ବ୍ୟକ୍ତି ଏହାକୁ ଦେଖନ୍ତୁ ନାହିଁ

ଭୂତ,ପ୍ରେତ, ପିଶାଚ,ଅତ୍ମା ଭଳି ଜିନିଷ ପ୍ରକୃତରେ ଅଛି ନା ନାହିଁ ଏହା ଉପରେ ଏବେବି ତ-ର୍କ ଜାରି ରହିଛି|କିଛି ଲୋକଙ୍କ ତ-ର୍କ ଯେ ଯଦି ଆପଣ ଭଗବାନଙ୍କ ଉପରେ ଭରସା ରଖନ୍ତି ତେବେ ଭୂତପ୍ରେତ ଉପରେ ମଧ୍ୟ ବିଶ୍ଵାସ କରିବାକୁ ହେବ|ଦୁନିଆରେ ଭଲ ଓ ଖରାପ ଶକ୍ତି ରହିଛି|ଏମିତିରେ ଯଦି ଆପଣ ଇଣ୍ଟରନେଟ୍ ଖୋଲିବେ ତେଵେ ଆପଣଙ୍କୁ ଭୂତ ପ୍ରେତ ସହ ଜଡ଼ିତ ବହୁତ ଭିଡିଓ ଓ ଫଟୋ ମିଳିଵ|ଏମାନଙ୍କ ମଧ୍ୟରୁ କିଛି ଏତେ ସତ ପାଖାପାଖି ଯେ କିଛି କ୍ଷଣ ମଧ୍ୟରେ ଏହି ଖରାପ ଶକ୍ତି ଉପରେ ବିଶ୍ୱାସ କରିଥାନ୍ତି|

କେତେଥର ଏମିତି ହୁଏ ଯେ ଲାଇଭ କ୍ୟାମେରାରେ ମଧ୍ୟ କିଛି ଭୂତିଆ ହର-କତ କେଦ ହୋଇଥାଏ|ଆଜି ଏମିତି ଏକ ଭିଡିଓ ଆପଣଙ୍କୁ ଦେଖାଇବାକୁ ଯାଉଛି|ଯେତେବେଳେ ଆପଣ ଏହି ଭିଡିଓକୁ ଦେଖିବେ ତ ତେବେ କିଛି କ୍ଷଣ ପାଇଁ ଆପଣ ମଧ୍ୟ ଭୂତର ଅସ୍ଥିତ୍ଵ ଉପରେ ଭାବିବାକୁ ବାଧ୍ୟ ହେବେ|ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି|ଏମିତିରେ ଏହି ଭିଡିଓ ପୁରୁଣା ଅଟେ କିନ୍ତୁ ଆଉଥରେ ପୁଣି ଲୋକଙ୍କ ମନରେ ଭୂତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି|

ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କର ଗାଧୋଉଥିବା ଭିଡିଓ ବନାଉଥିଲେ|ସର୍ବପ୍ରଥମେ ସେ ପତ୍ନୀଙ୍କ ବାଥରୁମରେ ଚୁପଚାପ୍ ଭିତରକୁ ପଶିଯାଏ|ଏହି ସମୟରେ ତାଙ୍କ ପତ୍ନୀ ପରଦା ପଛରେ ଗାଧୋଉଥାଏ|ତାକୁ ଏହି କଥାର କୈାଣସି ଅନ୍ଦାଜ ନଥାଏ ଯେ ତା ସ୍ୱାମୀ କ୍ୟାମେରା ନେଇ ବାଥରୁମରେ ପଶିଛି|କିନ୍ତୁ ଯେତେବେଳେ ପତ୍ନୀଙ୍କୁ ଜଣାପଡେ ଯେ ତାଙ୍କ ସ୍ୱାମୀ ତାର ଗାଧୋଉଥିବା ଭିଡିଓ ଵନାଉଛି ସେ ତଉଲିଆ ଘୋଡେଇ ବାଥରୁମ ବାହାରକୁ ଚାଲିଯାଏ|

ପତ୍ନୀ ଯିବାପରେ ସ୍ୱାମୀ ନି-ରା-ଶ ହୋଇଯାଏ|ଏହାପରେ ସେ ପଲଟି ବାଥରୁମରୁ ବାହାରକୁ ଯିବାକୁ ଲାଗେ କିନ୍ତୁ ସେତେବେଳେ ତାକୁ ବାଥରୁମରେ ଲାଗିଥିବା ପରଦା ପଛରୁ ଏକ ଆବାଜ ଶୁଣାଇ ଦିଏ|ପୁଣି ବାଥରୁମରେ ଲାଗିଥିବା ସାୱାର ଅଚାନକ ଚାଲୁ ହୋଇଯାଏ|ପତିକୁ ଲାଗେ ଯେ ପତ୍ନୀଙ୍କ ସହ ବାଥରୁମରେ ଆଉକିଏ ସାୱାର ନେଉଥିଲେ|ସେ ଚେକ କରିବାକୁ ପର୍ଦା ପଛକୁ ଯାଏ|ତ ସେତେବେଳେ ଏକ ଯୁବତୀ ଆକାରର ଡରାଉଥିବା ଆ-କୃତି ଦେଖାଯାଏ| ସେ ଡ-ରିଯାଏ|ଯଦିଓ ସାହାସ ଜୁଟେଇ ସେ ପୁଣି ଯାଏ ଓ ପରେ ଭିତରେ କେହି ଥିବା ମିଳେ ନାହିଁ|

ଏହି ଭିଡିଓକୁ ବନେଇଥିବା ଲୋକର ଦାବି ଯେ ତା କ୍ୟାମେରାରେ ଆତ୍ମା କ-ଏ-ଦ କରିଛନ୍ତି|କିଛି ଲୋକ ଏହାକୁ ମିଛ ବୋଲି କହୁଛନ୍ତି|ଯଦିଓ ଭିଡିଓ ବନାଇଥିବା ଲୋକର ଦାବି ଯେ ଏହା ସତ୍ୟ ଘ-ଟଣା|ଜରୁର କୈାଣସି ଖରାପ ଶକ୍ତି ସେଠାରେ ଥିଲା|ଏବେ କ’ଣ ସତ ଓ କ’ଣ ମିଛ ଆପଣ ଭିଡିଓ ଦେଖି କୁହନ୍ତୁ|

ଏମିତିରେ ଏହି ଭିଡ଼ିଓକୁ ଦେଖିବା ପରେ ଆପଣଙ୍କ ରାୟ ଭୂତ ପ୍ରେତ ଉପରେ କ’ଣ? କ’ଣ ଆପଣଙ୍କୁ ଆତ୍ମା ଉପରେ ବିଶ୍ୱାସ ରହିଛି? କ’ଣ ଆପଣଙ୍କ ସହ ଏମିତି ଭୂତିଆ ଘ-ଟଣା ଘ-ଟିଛି?ଯଦି ହଁ ତେବେ ଆପଣ ଡ-ରିଥିବା ଅନୁଭବକୁ କମେଣ୍ଟ ସେ-କ୍ସ-ନରେ ଵତାନ୍ତୁ|ଭିଡିଓ ଭଲ ଲାଗିଲେ ଅନ୍ୟକୁ ବି ବତାନ୍ତୁ|

Leave a Reply

Your email address will not be published. Required fields are marked *