ସିଂଘମ ଫିଲ୍ମ ଦେଖି କନେଷ୍ଟବଳ ଗନ ଦେଖାଇ ଅଜୟ ଦେବଗନ ହେବାକୁ ଚେଷ୍ଟା କଲା, କରି ଦିଆଗଲା ସ-ସ୍ପେ-ଣ୍ଡ

ମହାରାଷ୍ଟ୍ରର ଜଣେ ପୋ-ଲିସ କନେଷ୍ଟବଳଙ୍କୁ ସିଂଘମର ଆ-କ୍ଟିଙ୍ଗ କରିବା ଭାରି ପଡିଗଲା ଏବଂ ଆ-କ୍ଟିଙ୍ଗ କରିବା କାରଣରୁ ତାଙ୍କୁ ନିଜ ଚାକିରୀ ହରାଇବାକୁ ପଡିଲା | ସୂଚନା ଅନୁଯାୟୀ, ଆକ୍ଟର ଅଜୟ ଦେବଗନଙ୍କ ଫିଲ୍ମକୁ ଦେଖିବାପରେ କନେଷ୍ଟବଳ ମହେଶକୁ ଏହି ଭିଡିଓ ତିଆରି କରିବାର ଆଇଡ଼ିଆ ଆସିଲା | ତାପରେ ଆଉ କଣ ହେବ, ନିଜର ବର୍ଦ୍ଦି ପିନ୍ଧି ଏବଂ ହାତରେ ଗନ ନେଇ କନେଷ୍ଟବଳ ମହେଶ ଗୋଟିଏ ଭିଡିଓ ସୁ-ଟ କଲେ |

ଭିଡିଓ ସୁ-ଟ କରିବାପରେ କନେଷ୍ଟବଳ ମହେଶ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ଼ କରିଦେଲା | କନେଷ୍ଟବଳ ମହେଶଙ୍କୁ ଲାଗିଲା ଯେ ଲୋକମାନେ ତାଙ୍କ ଭିଡିଓ ଦେଖି ତାଙ୍କୁ ପ୍ରଶଂସା କରିବେ | କିନ୍ତୁ ଏହି ଆ-କ୍ଟିଙ୍ଗ କାରଣରୁ କନେଷ୍ଟବଳ ମହେଶଙ୍କୁ ନିଜ ଚାକିରୀ ହରା-ଇବାକୁ ପଡିଲା | ଏହି ଭିଡିଓ ଭାଇରଲ ହେବାମାତ୍ରେ ପୋ-ଲିସ ଡିପାର୍ଟମେଣ୍ଟ ମଧ୍ୟ ଏହାର ଖବର ପାଇଗଲା |

ପୋ-ଲିସ ଡିପାର୍ଟମେଣ୍ଟ ଏହି ଭିଡିଓକୁ ଦେଖିବାରୁ ଉଚିତ କଥା ପାଇଲାନାହିଁ ଏବଂ କନେଷ୍ଟବଳ ମହେଶଙ୍କ କାର୍ଯ୍ୟକଳାପ ଉପରେ ଆ-ପତ୍ତି କଲେ | ଏହି ମା-ମ-ଲାର ଯାଞ୍ଚ କରାଗଲା | ଯାହାପରେ ମହେଶଙ୍କ ବି-ରୋ-ଧରେ କଠୋର ପଦକ୍ଷେପ ନେଇ ତାଙ୍କୁ ଚାକିରୀରୁ ବାହାର କରି ଦିଆଗଲା | ପୋ-ଲି-ସ ଅଧିକାରୀମାନେ କହିଛନ୍ତି ଯେ କନେଷ୍ଟବଳ ମହେଶଙ୍କ କାର୍ଯ୍ୟକଳାପ ଦ୍ୱାରା ଡିପାର୍ଟମେଣ୍ଟର ପ୍ରତିଛବିକୁ କ୍ଷ-ତି ପହଞ୍ଚିଛି | ସେଥିପାଇଁ ତାଙ୍କୁ ଚାକିରୀରୁ ବାହାର କରି ଦିଆଗଲା |

କନେଷ୍ଟବଳ ନିଜର ଭିଡିଓରେ କଣ କହିଲେ ?

ଭାଇରଲ ଭିଡିଓରେ କନେଷ୍ଟବଳ ମହେଶ କହୁଥିବାର ଶୁଣାଯାଉଛି ଯେ, ” ଅମରାବତୀ ଜିଲ୍ଲାରେ ଏଣ୍ଟ୍ରି କରି ଦା-ଦାଗି-ରି ଏବଂ ଭାଇଗିରି ଦଶ କିଲୋମିଟର ଦୂରରେ ରଖି ଆସ ଭାଇ | ଅମରାବତୀରେ ଯିଏ ଆ-ଇ-ନରେ ରହିବ, ସେ ଲାଭରେ ରହିବ | କାରଣ, ଆ-ଇ-ନର ବଡ ଦୁର୍ଗ, କେବଳ ଅମରାବତୀ ଜିଲ୍ଲା |”

ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ନିୟୋଜିତ ମହେଶଙ୍କର ଏହି ଭିଡିଓ ଯେତେବେଳେ ଭାଇରଲ ହେଲା, ସେତେବେଳେ ତାଙ୍କୁ ସ-ସ୍ପେଣ୍ଡ କରି ଦିଆଗଲା | ଭିଡିଓ ଭାଇରଲ ହେବାପରେ ସ-ସ୍ପେଣ୍ଡ କରାଯାଇଥିବା କନେଷ୍ଟବଳ ମହେଶ ମୁରଲୀଶର କାଲେ ବୋଧହୁଏ କେବେ ବି ଏମିତି ହେବ ବୋଲି ଭାବି ନଥିବେ | ଆପଣଙ୍କୁ କହିରଖୁଛୁ ଯେ କନେଷ୍ଟବଳ ମହେଶ ଅମରାବତୀ ଜିଲ୍ଲାର ଚନ୍ଦୁର ବଜାର ପୋ-ଲିସ ଷ୍ଟେ-ସ-ନରେ ନିୟୋଜିତ ଥିଲେ | ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ପୋ-ଲି-ସର ବଡ଼ ଅଫିସର ଆ-କ୍ସନ ନେଲେ ଏବଂ କନେଷ୍ଟବଳଙ୍କୁ ମଙ୍ଗଳବାର ଦିନ ସ-ସ୍ପେଣ୍ଡ କରିଦେଲେ |

ଅମରାବତୀ ରୁରଲର ଏସପି ହରି ବାଲାଜୀ ଏହି ପୁରା ମା-ମ-ଲା ଉପରେ ସୂଚନା ଦେଲେ ଏବଂ ସ-ସ୍ପେଣ୍ଡ କରିବାର କାରଣ କହିଲେ | କାରଣ କହି ସେ କହିଛନ୍ତି ଯେ ଭିଡିଓରେ କନେଷ୍ଟବଳ ମହେଶ ଫିଲ୍ମ ଷ୍ଟାଇଲରେ ଗନକୁ ବୁଲାଇଥିଲେ | ଭିଡିଓରେ ସେ ହତି-ଆର ପ୍ରତି ଉତ୍ସାହ ବଢାଉଛନ୍ତି, ତେଣୁ ତାଙ୍କୁ ସସ୍ପେ-ଣ୍ଡ କରି ଦିଆଯାଇଛି |

ଉଲ୍ଲେଖଯୋଗ୍ୟ ଯେ ଆକ୍ଟର ଅଜୟ ଦେବଗନ ସିଂଘମ ଫିଲ୍ମରେ ଜଣେ ପୋ-ଲିସ କର୍ମଚାରୀ ଭାବରେ ଅଭିନୟ କରିଥିଲେ | ଏହି ଫିଲ୍ମର ଡାଇଲଗ ମଧ୍ୟ ବହୁତ ଫେମସ ହୋଇଥିଲା | ଏହି ଫିଲ୍ମକୁ ଦେଖି କନେଷ୍ଟବଳ ମହେଶ ମଧ୍ୟ ସିଂଘମ ହେବାକୁ ଚେଷ୍ଟା କଲେ |

Leave a Reply

Your email address will not be published. Required fields are marked *