ଚାଲୁଥିବା ବୁଲେଟ ଉପରେ ରୋମାନ୍ସ କରିଲେ ପ୍ରେମୀ ଯୁଗଳ; ଧରିପକାଇଲେ ଗାଁ ଲୋକେ, ଆଉ ତାପରେ….

ବଲିଉଡ ଚଳଚ୍ଚିତ୍ର “କବୀର୍ ସିଂ” ରେ ବୁଲେଟ ଉପରେ ସାହିଦ କପୁର ଓ କିଆରା ଆଡଭାନୀଙ୍କର ରୋମାନ୍ସ ଆପଣ ନିହାତି ଦେଖିଥିବେ। କିନ୍ତୁ ଆମେ ଆପଣଙ୍କୁ ରିଅଲ ଲାଇଫର ଏମିତି ଏକ ଦୃ-ଶ୍ୟ ଦେଖାଇବାକୁ ଯାଉଛୁ।

ଏମିତି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି ବିହାରର ଗୟା ଅଞ୍ଚଳରେ। ଏଠାରେ ଜଣେ ଯୁବକ ବୁଲେଟ ଚଳାଉଥିବା ସମୟରେ ତାଙ୍କର ପ୍ରେମିକା ବାଇକର ଟାଙ୍କି ଉପରେ ବସି ରୋମାନ୍ସ କରୁଥିଲେ। କିନ୍ତୁ ସେହି ସମୟରେ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କର ଭିଡିଓ ଉତ୍ତୋଳନ କରିଥିଲେ।

ଏପରିକି ସେମାନଙ୍କୁ ଅଟକାଇ ଅସ-ଭ୍ୟ ଭାଷାରେ ଗା-ଳି ଗୁ-ଲଜ ମଧ୍ୟ କରିଥିଲେ। ତେବେ ଏହି ଘ-ଟଣା ସମ୍ପର୍କରେ ଆପଣଙ୍କର ମତାମତ କଣ ରହିଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *