ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର : ଭାରତୀୟ ଡାକ ବିଭାଗରେ ଖାଲିପଡ଼ିଛି ୨୩୫୭ ପଦବୀ, ବିନା ପରୀକ୍ଷାରେ ମିଳିବ ଚାକିରୀ

ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର। ପଶ୍ଚିମବଙ୍ଗ ସର୍କଲ ପାଇଁ ଗ୍ରାମୀଣ ଡାକ ସେବକ(GDS) ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରାଯାଉଛି। ଏହି ପଦବୀ ପାଇଁ ଇଚ୍ଛୁକ ଥିବା ଯୋଗ୍ଯ ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୯ ତାରିଖ ରହିଛି।

ପଦବୀ ସମ୍ପର୍କରେ ଅଧିକ ଜାଣିବା ପାଇଁ https://telanganapostalcircle.in/gdsonlinec3p8/Registration_A.aspx ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ। ଏହା ବ୍ୟତିତ https://appost.in/gdsonline/Home.aspx ଲିଙ୍କରେ କ୍ଲିକ କରି ପଦବୀ ସମ୍ପର୍କରେ ନୋଟିଫିକେସନ ଦେଖିପାରିବେ।

ପଦବୀ ବିବରଣୀ: ୨୩୫୭

BPM/ABPM/GDS

ଆବେଦନ କରିବାର ଶେଷ ତାରିଖ ୧୯ ଅଗଷ୍ଟ ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା:

ଆବେଦନ କରିବାକୁ ଇଛୁକ ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ ୧୦ମ ପାସ କରିଥିବା ନିତ୍ୟାନ୍ତ ଆବଶ୍ଯକ। ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ସହିତ ଇଂଲିଶରେ ୧୦ମ ପାସ କରିଥିବା ଜରୁରୀ ଅଟେ।

ବୟସ ସୀମା:

ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଏବଂ ୪୦ ବର୍ଷ ବୟସ ହୋଇଥିବା ଦରକାର।

ଆବେଦନ ଶୁଳ୍କ:

ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ସମୟରେ ଏସସି/ଏସଟି ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ମାଗଣା।

ଚୟନ ପ୍ରକ୍ରିୟା:

ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଅନୁସାରେ ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ

https://telanganapostalcircle.in/gdsonlinec3p8/Registration_A.aspx

https://appost.in/gdsonline/Home.aspx

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *