ସ୍ବାମୀ ନାଁରେ ସାଙ୍ଘା-ତିକ ଅଭି-ଯୋଗ ଆଣିଲେ ସ୍ତ୍ରୀ: ସ୍ତ୍ରୀର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ହ୍ୟା-କ କରି ଅପଲୋଡ କରୁଥିଲେ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ

ସ୍ବାମୀ ନାଁରେ ସାଙ୍ଘା-ତିକ ଅଭି-ଯୋଗ ଆଣିଲେ ସ୍ତ୍ରୀ। ସ୍ତ୍ରୀର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ହ୍ୟା-କ କରି ଅପଲୋଡ କରୁଥିଲେ ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ। ଏଭଳି ଏକ ଅଭି-ଯୋଗ କରିଛନ୍ତି, ଭୁବନେଶ୍ବର ସ୍ଥିତ ସୁନ୍ଦରପଦାର ଜଣେ ମହିଳା। ମହିଳା ଜଣଙ୍କ ଏହି ସମ୍ପର୍କରେ ପୋ-ଲିସ କମିଶନରଙ୍କ ପାଖରେ ଅଭି-ଯୋଗ କରିଛନ୍ତି।

ସୂଚନା ଅନୁସାରେ, ତୁଳସୀପୁର ବାଙ୍କୀର ଅମିତ କୁମାର ରାଉତ ହାଇଦ୍ରାବାଦରେ ଏକ ସଫ୍ଟଓ୍ବେୟାର କମ୍ପାନୀରେ କାମ କରନ୍ତି। ଅମିତ ନିଜ ସ୍ତ୍ରୀର ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟା-କ କରି ଅନ୍ତ-ରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ପୋଷ୍ଟ କରିଥିଲେ। ଏଭଳି ଅଭି-ଯୋଗ ଆଣିଛନ୍ତି ଅମିତଙ୍କ ସ୍ତ୍ରୀ।

ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୌତୁକ ମା-ମ-ଲା ପାଇଁ ଉଭୟ ଅଲଗା ରହୁଥିଲେ। ଯୌତୁକ ମା-ମ-ଲା ଘଟ-ଣାକୁ ନେଇ ପୂର୍ବରୁ ସ୍ବାମୀ ନାଁରେ ମହିଳା ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ ସ୍ତ୍ରୀ। ବିବାହର କିଛି ଦିନ ବିତିଲା ପରେ ପ୍ରଥମେ ମା-ରପି-ଟ କରୁଥିଲେ। ଆଉ ଏବେ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟା-କ କରି ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡିଓ ଅପଲୋଡ଼ କରୁଥିବାର ଅଭି-ଯୋଗ କରିଛନ୍ତି ଉକ୍ତ ପୀ-ଡ଼ିତା ମହିଳା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *