ତୁମର ପରିବାର ଉପରେ ଭୟଙ୍କର ସଙ୍କଟ ଆସିଛି’ କହି ତାନ୍ତ୍ରିକ ମହିଳାଙ୍କୁ କଲା ବ-ଳା-ତ୍କା-ର,ଜାଣନ୍ତୁ ପୁରା ଘଟଣା

ବିହାରର ମୁଜାଫରପୁରରେ ଅନ୍ଧବିଶ୍ଵାସର ଆଶ୍ଚର୍ଯ୍ୟକର କାହାଣୀ ସାମ୍ନାକୁ ଆସିଛି। ଏଠାରେ ପୁଅର ଚିକିତ୍ସା ନାମରେ ତାନ୍ତ୍ରିକ ମହିଳାଙ୍କ ଘରକୁ ଆସିବା ଆରମ୍ଭ କରିଦେଲା। ଇତି ମଧ୍ୟରେ ତାନ୍ତ୍ରିକ ମହିଳାଙ୍କୁ କହିଲେକି ତାଙ୍କର ପରିବାର ଉପରେ ଭୟଙ୍କର ସଙ୍କଟ ଆସିଛି। ପୁଅର ମୃତ୍ୟୁ ହୋଇଯିବ, ଏହାର ୪୦ ଦିନ ପରେ ସ୍ଵାମୀ ମରିଯିବ। ତାନ୍ତ୍ରିକ କଥାରେ ମହିଳା ଓ ସ୍ଵାମୀ ସମ୍ପୂର୍ଣ ରୂପରେ ଡରିଗଲେ। ତନ୍ତ୍ର ମନ୍ତ୍ର ସାହାରାରେ ଏହି ସଙ୍କଟରୁ ବାହାରିବା ପାଇଁ ତାନ୍ତ୍ରିକ ମହିଳାଙ୍କୁ ନିଶା ଔଷଧ ଦେଇ ବେହୋସ କରାଇଦେଲା ଓ ତାଙ୍କ ସହିତ ବ-ଳା-ତ୍କା-ର କରିଲେ। ଏହି ଘଟଣା ପରେ ଆରୋପୀ ତାନ୍ତ୍ରିକଙ୍କୁ ପୋ-ଲି-ସ ଗି-ର-ଫ କରିନେଇଛି।

ମୁଜାଫରପୁରରେ ଜିଲ୍ଲାର ସରେଇୟା ଥାନା ଅଞ୍ଚଳର ଏହି ମାମଲା ଅଟେ। ଏଠାରେ ରହୁଥିବା ଜଣେ ମହିଳାଙ୍କର ପୁଅ ରୋଗରେ ପୀଡିତ ଥିଲେ। ଏହି ରୋଗରେ ପୀଡିତ ପୁଅକୁ ଦେଖାଇବା ପାଇଁ ତାନ୍ତ୍ରିକ ରକ୍ସା ଗାଁ ନିବାସୀ ଅବ୍ଦୁଲ ହାଫିଜଙ୍କ ନିକଟକୁ ନେଇଗଲେ। ଅବ୍ଦୁଲ ହାଫିଜ ରାଜମିସ୍ତ୍ରୀର କାମ କରନ୍ତି। ପୀଡିତ ମହିଳା ପୋଲିସକୁ କହିଲେକି ଅବ୍ଦୁଲ ହାଫିଜ କହିଲେକି ପୁଅର ଚିକିତ୍ସା ତାଙ୍କ ଘରେ ହୋଇପାରିବ। ମହିଳା ତାନ୍ତ୍ରିକଙ୍କୁ ଘର ଡାକିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି।

ମହିଳା କହିଲେକି ପୁଅର ଚିକିତ୍ସା ପାଇଁ ଅବ୍ଦୁଲ ହାଫିଜ ତାଙ୍କ ଘରକୁ ଆସିଲା। ପ୍ରଥମେ ସେ ଏପଟ-ସେପଟ କଥା ହେବାକୁ ଲାଗିଲେ ଓ କହିବାକୁ ଲାଗିଲେକି ତୁମର ପରିବାର ଉପରେ ଭୟଙ୍କର ସଙ୍କଟ ଆସିଛି। ତୁମ ପୁଅ ମରିଯିବ ଓ ସ୍ଵାମୀଙ୍କର ମଧ୍ୟ ୪୦ ଦିନ ମଧ୍ୟରେ ମୃ-ତ୍ୟୁ ହୋଇଯିବ। ଏହା ଶୁଣି ମହିଳା ଓ ତାଙ୍କର ସ୍ଵାମୀ ଡରିଗଲେ। ମହିଳା ତାଙ୍କୁ ପଚାରିଲେ ଏହି ସଙ୍କଟରୁ ବାହାରିବା ପାଇଁ କଣ ଉପାୟ ଅଛି। ଆ-ରୋ-ପୀ କହିଲେକି ରାତିରେ ତନ୍ତ୍ର-ମନ୍ତ୍ର ଉପାୟ କରିବାକୁ ହେବ, ସେତେବେଳେ ସଙ୍କଟ ଦୂର ହେବ।

ମହିଳା ଓ ତାଙ୍କର ସ୍ଵାମୀ ତାନ୍ତ୍ରିକଙ୍କ କଥାରେ ଫସିଗଲେ। ସେ ପ୍ରଥମେ ତନ୍ତ୍ର କ୍ରିୟା ପାଇଁ କିଛି ଜିନିଷ ମଗାଇଲେ। ଏହା ପରେ ରାତି ସମୟରେ ସ୍ଵାମୀଙ୍କୁ ବାହାରେ ରହିବା ପାଇଁ କହିଲେ ଓ ମହିଳାଙ୍କୁ ଏକ ରୁମରେ ବନ୍ଦ କରିଦେଲେ। ପୀଡିତ ମହିଳା କହିଲେକି ଆ-ରୋ-ପୀ ତାଙ୍କ ଉପରେ ପାଉଡର ଫିଙ୍ଗିଲେ, ଯେଉଁଥିରେ ସେ ବେହୋସ ହୋଇଗଲେ। ଏହା ପରେ ତାନ୍ତ୍ରିକ ତାଙ୍କ ସହିତ ବ-ଳା-ତ୍କା-ର କରିଲେ। କିଛି ସମୟ ପରେ ତାଙ୍କୁ ହୋସ ଆସିଲା, ସେତେବେଳେ ସେ ତାନ୍ତ୍ରିକଙ୍କୁ ବି-ରୋ-ଧ କରିବା ଆରମ୍ଭ କରିଦେଲେ, ଚିଲାଇବାକୁ ଲାଗିଲେ।

ସ୍ତ୍ରୀଙ୍କ ପାଟି ଶୁଣି ସ୍ଵାମୀ ରୁମ ଭିତରେ ପହଞ୍ଚିଗଲେ। ଓ ଆରୋପୀଙ୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିଲେ। ଆରୋପୀ ତାନ୍ତ୍ରିକଙ୍କୁ ରୁମ ଭିତରେ ବନ୍ଦ କରିଦେଲେ ଓ ଏହାପରେ ପୋଲିସକୁ ସୂଚନା ଦେଇ ଡାକିଲେ। ପୋ-ଲି-ସ ଘଟଣାସ୍ଥଳରେ ପହଞ୍ଚି ଆରୋପୀଙ୍କୁ ଗିରଫ କରିଲେ। ଏସପି ସିଟି ରାଜେଶ କୁମାର କହିଲେକି ମହିଳାଙ୍କ ଅଭିଯୋଗ ପରେ ଆ-ରୋ-ପୀ ତାନ୍ତ୍ରିକଙ୍କୁ ଗିରଫ କରିନେଲେ। ମହିଳାଙ୍କ ବୟାନ ନିଆଯାଉଛି, ତାଙ୍କର ମେଡିକାଲ ପରୀକ୍ଷଣ ମଧ୍ୟ କରାଯାଇଛି। ପୋ-ଲି-ସ ଅଗ୍ରୀମ କାର୍ଯ୍ୟାନୁଷ୍ଠାନ କରୁଅଛି।

Leave a Reply

Your email address will not be published. Required fields are marked *